Daily Archives

January 21, 2021

ସିଲଭରସିଟିରୁ ନକଲି ସିମେଣ୍ଟ, ସ୍ମାର୍ଟସିଟିରୁ ସଢ଼ା ସସ୍ । ଟ୍ଵିନସିଟି ପାଲଟୁଛି ଏବେ ନକଲି ସିଟି, କାହା ଛତ୍ରଛାୟା…

କନକ ବ୍ୟୁରୋ: ଭେଜାଲ ଜିନିଷ ଏବେ ଭାଇଚାରା ସହରରୁ ଭୁବନେଶ୍ୱର । ସିଲଭର ସିଟି ପରେ ଏବେ ସ୍ମାର୍ଟସିଟି ହେବାକୁ ଲାଗିଛି ନକଲି କାରଖାନାର ହବ୍ । କିଛିଦିନ ତଳେ ଭୁବନେଶ୍ୱରରୁ ନକଲି ଘିଅ ଠାବ ପରେ ସାଧାରଣ ଲୋକଙ୍କ ମଧ୍ୟରେ ନକଲି ନିଆଁ ତେଜିବାକୁ ଲାଗିଥିଲା । ହେଲେ ଏହାରି ଭିତରେ ଏବେ…

ଓଡ଼ିଶା ବଜାରରେ ନାକେଦମ୍ କଲାଣି ନକଲି ଖାଦ୍ୟ ସାମଗ୍ରୀ । କଟକ, ଭୁବନେଶ୍ୱର, ସମ୍ବଲପୁର ପରେ ବ୍ରହ୍ମପୁରରେ ନକଲି…

କନକ ବ୍ୟୁରୋ : ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ ଚଢାଉ । ଏଥର ବ୍ରହ୍ମପୁରର ପାଣ୍ଡବନଗରରେ ଅପମିଶ୍ରିତ ହଳଦୀ  ଓ ଲଙ୍କାଗୁଣ୍ଡ କାରଖାନାରେ ଚଢାଉ କରିଛି ବ୍ରହ୍ମପୁର ପୁଲିସ । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ଅର୍ଥାତ ପୁରା ଅସଲି…

ଉପର ମୁହାଁ ଭାରତୀୟ ସେୟାର ବଜାର  । ମ୍ୟାଜିକ ପଏଣ୍ଟ ୫୦ ହଜାର ଛୁଇଁଲା ସେନସେକ୍ସ ଗତ ୧୦ ମାସ ଭିତରେ ପାଖାପାଖି ୨ ଗୁଣ…

କନକ ବ୍ୟୁରୋ : କରୋନା ମାଡ଼ରେ ଘାଇଲା ହୋଇ ପଡ଼ିଥିବା ଭାରତୀୟ ସେୟାର ବଜାରଯେ ବର୍ଷକ ଭିତରେ ଏପରି ବୃଦ୍ଧି ପାଇବ, ହୁଏତ ଅନେକ ଲୋକ ଆଶା କରି ପାରିନଥିବେ । ମାତ୍ର ୧୦ ମାସ ଭିତରେ ପ୍ରାୟ ଦୁଇ ଗୁଣା ହୋଇଯାଇଛି ସେନସେକ୍ସ । ଦେଶରେ କରୋନା ମହାମାରୀ ଆସିବା ପରେ ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ…

ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା,…

କନକ ବ୍ୟୁରୋ : ଭିତରେ ଭିତରେ ଗୁହୁଳୁଥିବା ଚାଷୀ ଅସନ୍ତୋଷର ନିଆଁରେ ଘିଅ ଢ଼ାଳିଲା ଭଳି କାମ କରିଛି ବିଜେପିର ଚାଷୀ ଅଧିକାର ରାଲି । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଚାଷୀଙ୍କ ପ୍ରତିବାଦ ଭିତରେ ସମ୍ବଲପୁରରେ ଏକ ବିଶାଳ ପ୍ରତିବାଦ ରାଲି…

ଦ୍ୱିତୀୟ ପର୍ଯ୍ୟାୟରେ ନେତା ନେଇପାରନ୍ତି କରୋନା ଟିକା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୫୦ ବର୍ଷରୁ ଅଧିକ…

କନକ ବ୍ୟୁରୋ : କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେବେ । କିନ୍ତୁ ସମସ୍ତଙ୍କ ବୟସ…

କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ । ଭିତ୍ତିଭୂୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ…

କନକ ବ୍ୟୁରୋ : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। କୋଣାର୍କକୁ ପ୍ରତିଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ…