Daily Archives

January 20, 2021

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ ।

କନକ ବ୍ୟୁରୋ : ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ । ଭାରତୀୟ ବଂଶୋଦ୍ଭବ ହେଉଛନ୍ତି କମଲା ହାରିସ । କମଲା ହାରିସ ହେଲେ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ । ଏନେଇ ସଜେଇ ହୋଇଛି…

ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି । ବାର୍ଷିକ ୬ ହଜାରରୁ ୧ ଲକ୍ଷ ଯାଏଁ ଭିନ୍ନ…

କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ପିଲାଙ୍କ ଫି’ କମାଇବାର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଆମେରିକା ଦେଖିବ ନୂଆ ଦିନ । ୱାଶିଂଟନ ଡିସିରେ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ

କନକ ବ୍ୟୁରୋ : ୱାଶିଂଟନ ଡିସିରେ ଜୋ ବାଇଡେନ । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ । ସେହିପରି କମଲା ହାରିସ୍ ୪୯ତମ ଉପ ରାଷ୍ଟ୍ରପତି ଭାବେ ନେବେ ଶପଥ । ଏନେଇ ସଜେଇ ହୋଇଛି କ୍ୟାପିଟାଲ ହିଲ୍ । ଏହାସହ ୱାଶିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା…

ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଜାଣନ୍ତୁ, କେଉଁ ବସର ହେଲା କେତେ ଟଙ୍କା ଭଡା ?

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଅର୍ଡିନାରୀ ବସ ଭଡା କିଲୋମିଟର ପିଛା ୭୩ ପଇସାରୁ ବଢି ୭୪ ପଇସା ହୋଇଛି । ଏକ୍ସପ୍ରେସ ବସ ଭଡା ୭୬ ପଇସା ହୋଇଛି । ସେହିପରି ଡିଲକ୍ସ ବସ ଭଡା କିଲୋମିଟର ପିଛା ବଢି ୧୦୭ରୁ ୧୦୯ ପଇସା ହୋଇଛି ।…

କାମାକ୍ଷାନଗର କଲେଜରେ କେଳେଙ୍କାରୀ । ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ୨ ବର୍ଷ ଛୁଟିରେ ଥିବା ବୋହୂଙ୍କୁ ଦିଆଯାଇଛି…

କନକ ବ୍ୟୁରୋ : କାମାକ୍ଷାନଗର କଲେଜରେ କେଳେଙ୍କାରୀ ଘଟଣାରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ ବୋହୂକୁ ନେଇ ଆସିଥିବା ଅଭିଯୋଗ ଭିତ୍ତିହୀନ । ମୋ ବୋହୂ ପିଏଚଡିରେ ଆଡମିଶନ ନେଇଥିଲେ । ପୁଅ ଦେହ ଖରାପ ଯୋଗୁଁ କ୍ଲାସ କରିନଥିଲେ । ଲୋକପାଳଙ୍କ ନିକଟରେ ମାମଲା ଚାଲିଛି ।…

ହ୍ୱାଇଟ ହାଉସ ଛାଡିଲେ ଟ୍ରମ୍ପ । ଆମେରିକା ଦେଖିବ ନୂଆ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ବାଇଡେନ ।

କନକ ବ୍ୟୁରୋ : ଆଜି ନିଜର ନୂଆ ରାଷ୍ଟ୍ରପତି ପାଇବ ଆମେରିକା। ନିର୍ବାଚନ ଜିତିବା ପରେ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏ ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭାରତ ସମୟ ସନ୍ଧ୍ୟା ୮ଟା ୩୦ରେ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା…