Daily Archives

January 16, 2021

ମଣ୍ଡିରେ ପଡିଛି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ । କଳାହାଣ୍ଡି ଗୋଲମୁଣ୍ଡାରେ ଟାର୍ଗେଟ ପୂରଣ ହୋଇଥିବା କହି ଧାନ କିଣୁ…

କନକ ବ୍ୟୁରୋ: ସରୁନି ମଣ୍ଡି ସମସ୍ୟା । ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ଚାଷୀ ସେହି ଗୋଟିଏ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠୁନାହିଁ । କେଉଁଠି ଟାର୍ଗେଟ ନାହିଁ କହି ଧାନ କିଣୁ ନାହାନ୍ତି ମିଲର୍ସ । ପୁଣି କେଉଁଠି ଧାନ କିଣାରେ ଅବ୍ୟବସ୍ଥା ଚାଷୀଙ୍କୁ…

ଗାଁ ଲୋକ ଦେଖାଇଲେ ଅଦମ୍ୟ ସାହସ, ଡକାୟତଙ୍କୁ କାବୁ କଲା ଲୋଇସିଂହା ପୁଲିସ୍

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି । ୫ଜଣିଆ ଡ଼କାୟତ ଦଳ ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍…

ଘରୋଇ ସ୍କୁଲରେ ଗରିବ ପିଲାଙ୍କ ୨୫% ସ୍ଥାନ ସଂରକ୍ଷଣକୁ ବାଧ୍ୟତାମୂଳକ କଲେ ସରକାର । ଗଣଶିକ୍ଷା ବିଭାଗର ପୋର୍ଟାଲରେ ନାମ…

କନକ ବ୍ୟୁରୋ: ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ । ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ…

କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଏଥରୁ ଦେଶରୁ ବିଦାୟ ନେବ ମହାମାରୀ ଭୁତାଣୁ କରୋନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଗା ଟିକାକରଣର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସରେ ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ଦେଶର ପ୍ରଥମ…

ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍: ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ରଖିଲା ସ୍ଥଗିତ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ…

କନକ ବ୍ୟୁରୋ: ମୁଣ୍ଡ ନୁଆଁଇଲା ହ୍ୱାଟ୍ସଆପ୍ । ନୂଆ ପଲିସୀକୁ ମେ’ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛି କମ୍ପାନୀ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ରୁ ଓହରିବା ପରେ ହ୍ୱାଟ୍ସଆପ କଂପାନୀର ଚେତା ପଶିଛି । କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇ କୁହାଯାଇଛି ଯେ, ନୂଆ ପଲିସୀ ବୁଝିବା ପାଇଁ ମିଳିବ…

ଭ୍ୟାକ୍ସିନ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୪ ଜଣ ପଜିଟିଭ୍, ସୁସ୍ଥ ହେଲେ ୩ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୨ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ…