Daily Archives

January 14, 2021

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ କଲା ଆମେରିକାର । ସିନେଟରେ ପାରିତ ହେଲେ ରାଷ୍ଟ୍ରପତି ପଦରୁ ବହିଷ୍କାର…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ , ଆମେରିକା ସଂସଦରେ ପାରିତ ହୋଇଛି । ମହାଭିଯୋଗ ସପକ୍ଷରେ ୨୩୨ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଯାଇଛି ୧୯୭ ଭୋଟ୍ । ଏଥିପାଇଁ ଚାଲିଥିଲା ୧୦ ଘଂଟାର ବିତର୍କ । ବିତର୍କ ପରେ ଭୋଟିଂ ସମୟରେ…

ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା ।…

କନକ ବ୍ୟୁରୋ: ଖୋଲୁଛି କିଡନୀ ନାଁରେ ଦଲାଲଗିରି କରୁଥିବା ଠକର କାରନାମା । ଦଲାଲ ହିମାଂଶୁର ଗିରଫଦାରି ପରେ ଆସିଛି ମାଳମାଳ ଅଭିଯୋଗ । ଜଣେ ବ୍ୟକ୍ତିଙ୍କଠାରୁ କିଡନ ଦେବା ନାଁରେ ସାଢେ ୧୮ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଖୋଜୁଛି ରାକେଟ…

କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି…

କନକ ବ୍ୟୁରୋ : ଯେଉଁ ପ୍ରକଳ୍ପକୁ ନେଇ କଳାହାଣ୍ଡିବାସୀ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ସେହି ସ୍ୱପ୍ନର ପ୍ରକଳ୍ପ- ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଆୟୋଜିତ ସଭାରେ…

ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ…

କନକ ବ୍ୟୁରୋ : କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଯେତେବେଳେ ସମୂହ ଟିକାକରଣ ପାଇଁ ସବୁଦେଶ ଅଂଟା ଭିଡିଛନ୍ତି ସେତେବେଳେ ସବୁଠୁ ବଡ ପ୍ରଶ୍ନ ହେଲା, କମ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯିବ ନା ନାହିଁ । ଯଦି ଦିଆଯିବ କେତେ ବୟସର ପିଲାଙ୍କୁ ଏହା ଦିଆଯିବ । ଆମେରିକାରେ ମଡନା ଟିକା ୨୦୨୨…

ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି । କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ…

କନକ ବ୍ୟୁରୋ: ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏବର୍ଷ କୌଣସି …

୨ ହାତୀଦାନ୍ତ ତସ୍କରଙ୍କୁ ଗିରଫ କଲା ଏସଟିଏଫ । ହାତୀଦାନ୍ତ ଚୋରାଚାଲାଣ ନେଇ କରୁଥିଲେ ଯୋଜନା ।

କନକ ବ୍ୟୁରୋ : ହାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ଏସ୍‌ଟିଏଫ୍‌ର ଚଢ଼ାଉ ହୋଇଛି। ଏସ୍‌ଟିଏଫ୍‌ ଆଜି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ଟି ହାତୀ…