Daily Archives

January 6, 2021

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତର ଚାଂଚଲ୍ୟକର ବୟାନ । ପଞ୍ଚାନନ ସେଠୀ କହିଲା, ତାକୁ ଘରୁ ଉଠାଇ ନେଇ ମାଡ଼…

କନକ ବ୍ୟୁରୋ : ମହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ଆଉ ସନ୍ଦିଗ୍ଧ ଥିବା ଆହୁରୀ ୫ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଛି । ହେଲେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ, ତା ଉପରୁ ପରଦା ହଟିଛି । ପୁଲିସ୍ ଆଖିରେ ଧୁଳି ଦେଇ ଗୋଟିଏ ଥର ଖସିଯିବାକୁ ସଫଳ…

ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।

କନକ ବ୍ୟୁରୋ : ଓଡିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ଗତ ୨୪ ଘଣ୍ଟାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଶୂନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍ ହିଁ ଆଣିଛି ଆଶ୍ୱସ୍ତିର ବାର୍ତ୍ତା । ଗତ ୬ ମାସରୁ ଅଧିକ ସମୟ ମଧ୍ୟରେ ଜାନୁଆରୀ ୫ ତାରିଖରେ…

ରାଉରକେଲା ଷ୍ଟିଲପ୍ଲାଂଟରେ ଲିକ୍ ହେଲା ବିଷାକ୍ତ ଗ୍ୟାସ । ୪ ମୃତ, ୨ ଗୁରୁତର । କାର୍ଯ୍ୟରେ ଅବହେଳା ପାଇଁ ୨ ଡିଜିଏମ…

କନକ ବ୍ୟୁରୋ : ରୋଜଗାର ଆଶାରେ କାମ କରିବାକୁ ଯାଇଥିବା ଠିକା ଶ୍ରମିକ, ସୁରକ୍ଷିତ କର୍ମକ୍ଷେତ୍ରରୁ ଫେରିବା ବଦଳରେ ଯଦି ତାଙ୍କ ମୃତଦେହ ଫେରିବ, ତେବେ ତାକୁ ସୁରକ୍ଷା ଅବହେଳା ବ୍ୟତୀତ ଆଉ କ’ଣ କୁହାଯିବ? ଆର୍ଏସ୍ପି ଭଳି ପ୍ରତିଷ୍ଠିତ କାରଖାନାରେ ଠିକ୍ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯେତେବେଳେ…

ଗୁଗୁଲ-ପେ ରେ ଅଭିନବ ଉପାୟରେ ଠକେଇ । ଲିଙ୍କ ଖୋଲୁ ଖୋଲୁ ଆକାଉଂଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା । 

କନକ ବ୍ୟୁରୋ : ଗୁଗୁଲ ପେ ମାଧ୍ୟମରେ ସାଇବର ଠକର ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରରେ ରାମଚନ୍ଦ୍ର  ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର  କିଏ ଫୋନ କରିଛି…

କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

କନକ ବ୍ୟୁରୋ : କୋଭିଡ ପରିସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହ ଆମକୁ ଅଧିକ କୋଭିଡ କଟକଣା ମାନିବାକୁ ହେବ । ଆମ ସମସ୍ତଙ୍କ ସଚେତନ ଯୋଗୁଁ ଆମେ କୋଭିଡକୁ ନିୟନ୍ତ୍ରଣ କରିପାରିଛୁ । ଆଗାମୀ ୨ ମାସ…

୧୦ କୋଟି ୟୁଜର୍ସଙ୍କ ତଥ୍ୟ ହୋଇଛି ଲିକ୍! କେଉଁ ମୁହୂର୍ତ୍ତରେ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ ଏଥିରୁ ବର୍ତ୍ତିବେ…

କନକ ବ୍ୟୁରୋ : ଡେବିଟ-କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ପ୍ରାୟ ୧୦ କୋଟି କାର୍ଡଧାରକଙ୍କ ତଥ୍ୟ ଲିକ୍ ହୋଇଥିବାର ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଉ ଏହି ୧୦ କୋଟି କାର୍ଡଧାରକଙ୍କ ଭିତରେ ଆପଣଙ୍କର ତଥ୍ୟ ଯେ ନଥିବା ତାହା କିଏ ବା କହିବ ।…