Daily Archives

January 5, 2021

ସ୍କୁଲ ଖୋଲିଲା, କରୋନା ମାଡିଲା ! ୯ ମାସ ପରେ ସ୍କୁଲ ଖୋଲୁ ଖୋଲୁ ୬୨ ଶିକ୍ଷକ ହେଲେ କୋଭିଡ୍ ପଜିଟିଭ୍

କନକ ବ୍ୟୁରୋ: କରୋନା ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ଅବସ୍ଥା ଧୀରେଧୀରେ ସୁଧୁରିବାରେ ଲାଗିଛି। ମନ୍ଦିର ଓ ଅନ୍ୟ ଧାର୍ମିକସ୍ଥଳ ପରେ ୯ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଗତ ସୋମବାର ସକାଳେ ସ୍କୁଲ ଖୋଲିଥିଲା।…

୧୧ରୁ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ବୈଠକ । ପିଜି କାଉନସିଲ ସମ୍ମିଳନୀ ଗୃହରେ ଏହି ବୈଠକ ଆୟୋଜନ ହୋଇଛି। ବୈଠକ ପରେ କୁଳପତି ସବିତା ଆଚାର୍ୟ୍ୟ ସୂଚନା ଦେଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ…

ବ୍ରିଟେନରେ ସ୍ଥିତି ସାଙ୍ଘାତିକ । ଭାରତ ଆସିବେନି ବୋରିସ୍ । ମୋଦିଙ୍କୁ ଫୋନ କରି ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ । ଆସନ୍ତା ଜାନୁଆରି ୨୬ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ଆଜି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ…

ବିଚ୍ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ ।

କନକ ବ୍ୟୁରୋ: ବିଚ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ନୋଟ୍ ବିଡା । ଭୁବନେଶ୍ୱର ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବିଡା ପଡିଛି ।  ସେ ଟଙ୍କା କିଏ ପକାଇଛି ଓ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ପୁଲିସ  ଘଟଣା ସ୍ଥଳରେ…

ବଡ ଖବର: ଭୂତାଣୁ ଭୟ ଭିତରେ ଭ୍ୟାକସିନର ଭଲ ଖବର । ଆଗାମୀ ୧୦ ଦିନ ଭିତରେ ଦେଶରେ ହୋଇପାରେ ଟୀକାକରଣ ।

କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ । ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟୀକାକରଣ । ଜାନୁୟାରୀ ୧୩ କିମ୍ବା ୧୪ ଭିତରେ ଦେଶରେ ହୋଇପାରେ ଟୀକାକରଣ । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ତେବେ ଭାଇରସ…

ସାବଧାନ ଫେସବୁକ ବ୍ୟବହାରକାରୀ ! ଆକାଉଣ୍ଟ ଖାଲି କରି ଦେଉଛି ନ୍ୟୁଡ କଲ୍ । ଏବେ ଅନଲାଇନ ଠକେଇର ନୂଆ ତରିକା ଆପଣେଇଛନ୍ତି…

କନକ ବ୍ୟୁରୋ : ଫେସବୁକରେ ଆପଣଙ୍କୁ ଆସୁଛି କି ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ । ତେବେ ତାକୁ ଆକ୍ସେପ୍ଟ କରିବା ଆଗରୁ ଅନେକ ଥର ଭାବି ନିଅନ୍ତୁ । କାରଣ ଏହି ଅଜଣା ଲୋକମାନେ ହିଁ ଆପଣଙ୍କୁ ବିଭିନ୍ନ ମାଧ୍ୟମରେ ଠକି ପାରନ୍ତି । ଆପଣଙ୍କ ଏହି ଅଜଣା ବନ୍ଧୁଙ୍କ ଯୋଗୁଁ ଆପଣ ବିପଦରେ…