ବଡ ଖବର: ଭୂତାଣୁ ଭୟ ଭିତରେ ଭ୍ୟାକସିନର ଭଲ ଖବର । ଆଗାମୀ ୧୦ ଦିନ ଭିତରେ ଦେଶରେ ହୋଇପାରେ ଟୀକାକରଣ ।

143

କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ । ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟୀକାକରଣ । ଜାନୁୟାରୀ ୧୩ କିମ୍ବା ୧୪ ଭିତରେ ଦେଶରେ ହୋଇପାରେ ଟୀକାକରଣ । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

ତେବେ ଭାଇରସ ଭୟ ଭିତରେ ଭ୍ୟାକସିନ ନେଇ ଭଲ ଖବର ଆସିଛି । ଏହାରି ଭିତରେ ଡ୍ରାଏରନ ସରିଛି । କୋଭାକ୍ସିନ, କୋଭାସିଲ୍ଡକୁ ମଧ୍ୟ ମଞ୍ଜୁରୀ ମିଳିଛି । ତେଣୁ ଆଗାମୀ ୧୦ ଦିନ ଭିତରେ ହୋଇପାରେ ଟୀକାକରଣ ।

Comments are closed.