Daily Archives

January 1, 2021

କେମିତି ତିଆରି ହୁଏ କରୋନା ଟିକା? ସିମ୍ପାଂଜିକୁ ଥଣ୍ଡା, କାଶ ହେବା ପରେ କ୍ରମଶଃ ଦୁର୍ବଳ ହୁଏ ଭୂତାଣୁ । ସେହି…

କନକ ବ୍ୟୁରୋ : କେମିତି ତିଆରି ହୁଏ ଅକ୍ସଫୋର୍ଡ ଭ୍ୟାକସିନ ଏବଂ ଏହା କେମିତି କାମ କରେ ।  ଏକ ସିମ୍ପାଜୀକୁ ଥଣ୍ଡା ଜ୍ୱର ହେବା ପରେ ସେହି ଭୂତାଣୁ କ୍ରମଶଃ ଦୁର୍ବଳ ହୋଇଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁର୍ବଳ ଭୂତାଣୁରୁ ତିଆରି ହୁଏ କରୋନା ଟିକା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଏହି…

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା ।

କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ ।  ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୩୦ବର୍ଷ ହେଲା ଜାରି ରହିଛି ଏହି ପରମ୍ପରା । ୧୯୮୮ରେ ହୋଇଥିଲା ଚୁକ୍ତି । ଭାରତ ଓ ପାକିସ୍ତାନ ପରସ୍ପରକୁ ନିଜ ନିଜ ଦେଶର ପରମାଣୁ ସ୍ଥଳ ଗୁଡ଼ିକର ତାଲିକା…

ଦେଶରେ ଜିଏସଟି ଆଦାୟରେ ହେଲା ରେକର୍ଡ । ଡିସେମ୍ବରରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କର…

କନକ ବ୍ୟୁରୋ : ଦେଶରେ ସାମଗ୍ରୀ ଏବଂ ସେବା କର ଜିଏସଟି ଲାଗୁ ହେବା ପରେ ଗତ ମାସରେ ରେକର୍ଡ ପରିମାଣର ରାଜସ୍ୱ ସଂଗ୍ରହ ହୋଇଛି । ରେକର୍ଡ ଛୁଇଁଛି ଜିଏସଟି ଆଦାୟ । ଡିସେମ୍ବର ମାସରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ଆଦାୟ ଜିଏସଟି ଠାରୁ…

ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ…

କନକ ବ୍ୟୁରୋ : ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର…

କରୋନାରୁ ଉପଶମ ଦେବ ନାଲି ପିମ୍ପୁଡିର ଆଚାର? ଏହାର ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ମାମଲା । ତିନି ମାସ…

କନକ ବ୍ୟୁରୋ : ଆଦିବାସୀ ଇଂଜିନିଅର ନୟାଧର ପଡିଆଲ ରୁଜୁ କରିଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଆୟୁଷ ମନ୍ତ୍ରାଳୟର ମହାନିର୍ଦ୍ଦେଶକଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା, ଛତିଶଗଡ ସମେତ ଅନ୍ୟରାଜ୍ୟର ଆଦିବାସୀ ବହୁଳ ଅଂଚଳରେ ନାଲି ପିମ୍ପୁଡି ବା କାଈ ଆଚାର ବା…

କେରଳ ପରେ ତାମିଲନାଡୁ ବିଧାନସଭାରେ ହୋଇପାରେ କୃଷି କାନୁନ୍ ବିରୋଧରେ ପ୍ରସ୍ତାବ ପାରିତ । ମୁଖ୍ୟମନ୍ତ୍ରୀ ପାଲାନୀ…

କନକ ବ୍ୟୁରୋ : ତାମିଲନାଡୁ ବିଧାନସଭାର ମୁଖ୍ୟ ବିରୋଧୀଦଳ ଡି.ଏମ୍.କେ ମୁଖ୍ୟ ଏମ.କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କୁ ଚିଠି ଲେଖି କୃଷି କାନୁନ ବିରୋଧରେ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ପ୍ରସ୍ତାବ ପାରିତ କରିବାକୁ ଦାବି କରିଛନ୍ତି । ଷ୍ଟାଲିନ କହିଛନ୍ତି କି…