Daily Archives

December 27, 2020

ଉଦଘାଟନ ହେଲା ଦୟାନନ୍ଦ ଏକାଡେମୀର ନୂଆ ଭବନ । ଉନ୍ମୋଚନ ହେଲା ‘ଯୋଗ ପ୍ରକାଶ’ ପୁସ୍ତକ । 

କନକ ବ୍ୟୁରୋ : ଦୟାନନ୍ଦ ଏକାଡେମୀର ଏକ ନୂଆ ଭବନ ଆଜି ଉଦଘାଟନ ହୋଇଛି । ଏହି ଅବସରରେ ଦୟାନନ୍ଦ ଏକାଡେମୀର ସମସ୍ତ ଶିକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହାସହ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ଆଇସିସି ଘୋଷଣା କଲା ଦଶନ୍ଧିର ଶ୍ରେଷ୍ଠ ଦଳ । ଭାରତୀୟ ଖେଳାଳିଙ୍କ ଦବଦବା । ଟେଷ୍ଟରେ କୋହଲି, ଦିନିକିଆ ଓ…

କନକ ବ୍ୟୁରୋ : ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ପୁରସ୍କାର ଘୋଷଣା କରିଛି । ଦଶନ୍ଧିର ସର୍ବୋତ୍ତମ ପ୍ରଦର୍ଶନ ଉପରେ ଆଧାର କରି ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳ ଚୟନ କରିଛି।…

ନୂଆବର୍ଷ ପାଇଁ ଟୁଇନ ସିଟରେ ନଜର ରଖିବ ପୋଲିସ । ଟାର୍ଗେଟରେ ରହିବ ହୋଟେଲ ଓ ବାର । ହେବନି ଜିରୋ ନାଇଟ ସେଲିବ୍ରେସନ । 

କନକ ବ୍ୟୁରୋ : କୋଭିଡ ଭୟ ଭିତରେ କେମିିତି ପାଳନ ହେବ ନୂଆବର୍ଷ । ନୂଆ ବର୍ଷକୁ ନେଇ ଦୈତନଗରୀରେ କଡା ସୁରକ୍ଷା ବନ୍ଦୋବସ୍ତ କରୁଛି କମିଶନରେଟ ପୁଲିସ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି । ବିଶେଷକରି କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ…

ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଯୋଜନା । ଘଟଣା ସଂପର୍କିତ ସ୍ଥିତି ଦେଖାଇ ମସ୍ତିଷ୍କର…

କନକ ବ୍ୟୁରୋ : ପରୀ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଅଭିଯୁକ୍ତ ସରୋଜ ସେଠୀ ବିରୋଧରେ ଏପର୍ଯ୍ୟନ୍ତ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବାରୁ ପାରିପାଶ୍ୱିର୍କ ସ୍ଥିତି ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ପ୍ରମାଣ ଯୋଗାଡ ହେଉଛି ଏକମାତ୍ର ବିକଳ୍ପ । ତେଣୁ ଖୁବଶୀଘ୍ର ବ୍ରେନ ମ୍ୟାପିଂ ଟେଷ୍ଟ କରିବାକୁ…

ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? କେମିତି ଜାଣିବେ ଆପଣଙ୍କ ମେସେଜ ଆଉ କେହି ପଢୁଛି…

କନକ ବ୍ୟୁରୋ : ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? ଆପଣଙ୍କ ଗତିବିଧି ଆପଣଙ୍କ ଗୁପ୍ତତଥ୍ୟକୁ ଆଉ କେହି ପଢୁଛନ୍ତି କି? କାରଣ ମାତିଛନ୍ତି ହ୍ୱାଟ୍ସଆପ ହ୍ୟାକର । ମୋବାଇଲ ଆପଣଙ୍କ ପାଖେ ଥିବ ହେଲେ ସବୁ ମେସେଜ ପଢୁଥିବ ଅନ୍ୟ କେହି । ହ୍ୱାଟ୍ସଆପ ହ୍ୟାକ କରି…

ଫ୍ୟାନଙ୍କୁ ସରପ୍ରାଇଜ ଦେଲେ ସୋନୁ । ଫାଷ୍ଟଫୁଡ ଦୋକାନରେ ପହଞ୍ଚିଲେ ନିଜେ ରୋଷେଇ କଲେ । ସୋନୁଙ୍କୁ ପାଖରେ ପାଇ ଖୁସିରେ…

କନକ ବ୍ୟୁରୋ : ଫାଷ୍ଟ ପୁଡ ଦୋକାନରେ ହଠାତ ଯାଇ ପହଞ୍ଚିଲେ ସୋନୁ ସୁଦ । ଆଉ ସୋନୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଦୋକାନୀ । ନିଜେ ବିଶ୍ୱାସ କରିପାରୁ ନଥିଲେ ଏହି କଥାକୁ । ଏହା ଏକ ସ୍ୱପ୍ନ ନା ବାସ୍ତବ ସେ ବୁଝି ପାରୁନଥିଲେ । ଆଉ ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ…