Daily Archives

December 27, 2020

ମଶାଣି ଓ ରାଜପଥ କଡରେ ପଡିରହିଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ରୋଗୀ । ଖାଇବାକୁ ଦାନା ମୁଠେ ମିଳୁନି, ପ୍ରବଳ ଶୀତକୁ…

କନକ ବ୍ୟୁରୋ : ଶୀତରୁ ରକ୍ଷା ପାଇବା ପାଇଁ ଆମେମାନେ ଶୀତତାପନିୟନ୍ତ୍ରୀ ଘରେ ରହିବା ସହ କେତେକଣ ଶୀତ ବସ୍ତ୍ର ବ୍ୟବହାର କରୁଛନ୍ତି । ହେଲେ ଆପଣଙ୍କ ଟିଭି ପରଦାରେ ଥିବା ଏହି ବ୍ୟକ୍ତି ଦୁଇ ଜଣଙ୍କ ପାଖରେ ନା ଘର ଅଛି, ନା ବସ୍ତ୍ର । ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି କାଲିମେଳା…

ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ । 

କନକ ବ୍ୟୁରୋ : ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ନମିତାଙ୍କୁ ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତଳନକାରୀ…

ମଣ୍ଡିରେ ପଡିଛି ଧାନ, କିଣୁନାହାନ୍ତି ମିଲର । ଧର୍ମଗଡରୁ ଆସିଛି ଧାନମଣ୍ଡରେ ସମସ୍ୟା ଖବର । ଚାଷୀ କହିଲେ, ଖରିଫ ଧାନ…

କନକ ବ୍ୟୁରୋ : ମଣ୍ଡି ଖୋଲା ଅଛି, କିନ୍ତୁ ଧାନ ବିକ୍ରି ହେଉନି । ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ବି ଧାନ କିଣୁ ନାହାନ୍ତି ମିଲର । ଟାର୍ଗେଟ ପୂରଣ ହୋଇ ସାରିଥିବା ଦର୍ଶାଇ ମିଲର ଧାନ କିଣୁ ନଥିବା ବେଳେ ରବି ଚାଷକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡର ଚାଷୀ । କାରଣ…

ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ…

କନକ ବ୍ୟୁରୋ : ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟୁଇନ ସିଟିରେ ପୁଲିସ ପହରା ମାରିବ । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରିବ । ମୁଖତଃ ଟାର୍ଗେଟରେ ରହିବ…

ଜେଲରେ ଯାଉଛି ଜୀବନ । ମାଲକାନଗିରି ଉପକାରାଗାରରେ ଏଇ ଡିସେମ୍ବର ମାସରେ ୩ ଜଣ ବିଚାରଧିନ କଏଦୀଙ୍କ ମୃତ୍ୟୁ । କଏଦୀଙ୍କ…

କନକ ବ୍ୟୁରୋ : ମାଲକାନଗିରି ଉପକାରାଗାର ପାଲୋଟିଛି ମରଣଯନ୍ତା । ମାସେ ମଧ୍ୟରେ ୩ ଜଣ ବିଚାରାଧୀନ କଏଦୀ ପ୍ରାଣ ହରାଇଛନ୍ତି । ଆଜି ମାଲକାନଗିରି ଉପକାରାଗାରରୁ ଜଣେ ମାଓ ବିଚାରାଧୀନ କଏଦୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ସେଲ୍ ଶୌଚାଳୟରୁ ମୃତଦେହ ମିଳିବା ପରେ ମାଲକାନଗିରି…

ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ବ୍ରହ୍ମପୁରରେ ସୁନା ଅଳଙ୍କାର ଚୋରୀ ଘଟଣାରେ ଆନ୍ତରାଜ୍ୟ ଲୁଟେରାଙ୍କୁ ଛତିଶଗଡରୁ…

କନକ ବ୍ୟୁରୋ : ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ଗତ କିଛି ଦିନ ହେଲା ପୋଲିସର ନିଦ ହଜାଇ ଦେଇଥିବା ଦୁଇ ଆନ୍ତରାଜ୍ୟ ଗହଣା ଚୋରକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଏହି ଚୋର ଛତିଶଗଡରୁ ଆସି ବ୍ରହ୍ମପୁରରେ ଚଲାଉଥିଲେ ଆତଙ୍କ । ତେବେ ସେମାନଙ୍କ ନିକଟରୁ ନଗଦ ୧୨ ଲକ୍ଷ ଟଙ୍କା ସହ…