Daily Archives

December 10, 2020

ପ୍ରତିବର୍ଷ ୧୦ ଡିସେମ୍ବର ଦିନ ପାଳିତ ହେଉଛି ମାନବାଧିକାର ଦିବସ । ଲୋକଙ୍କୁ ତାଙ୍କ ଅଧିକାର ପ୍ରତି ଜାଗୃତ ରହିବାକୁ…

କନକ ବ୍ୟୁରୋ : ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ଆର୍ନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ଭାବେ ପାଳନ ହୋଇ ଆସୁଛି । ୧୯୫୦ ମସିହା ଡିସେମ୍ବର ମାସର ୧୦ ତାରିଖକୁ ସଂଯୁକ୍ତ ରାଷ୍ଟ୍ର ତରଫରୁ ଏହା ଘୋଷଣା କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା କି ବିଶ୍ୱସାରା ଲୋକମାନେ ଯେଭଳି ନିଜର ଅଧିକାର…

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ

କନକ ବ୍ୟୁରୋ : ତୁଟୁନି ଘରୋଇ ସ୍କୁଲ ଫି ବିବାଦ । ଘରୋଇ ସ୍କୁଲ ପକ୍ଷରୁ ଆଜି ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ନେଇ ତାଙ୍କ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି । ଡିଏଭି ଓ ଅନ୍ୟ କିଛି ସ୍କୁଲ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ଦିନ ତଳେ ରାଜ୍ୟ…

ଜାନୁଆରୀରୁ ଖୋଲିବ ସ୍କୁଲ ! ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ; ଛୁଟି ଦିନରେ ବି ହେବ କ୍ଲାସ

କନକ ବ୍ୟୁରୋ : ଜାନୁଆରୀରେ ଖୋଲିପାରେ ସ୍କୁଲ । ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ର ଦିନ ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ ।…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ…

କନକ ବ୍ୟୁରୋ : ପଶ୍ଚମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରି ନାହାନ୍ତି   । ହେଲେ ବିଜେପି ଓ ତୃଣମୂଳ କଂଗ୍ରେସ ଏବେ ଠାରୁ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ନିଜ ନିଜର ସଂଗଠନକୁ ମଜଭୁତ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ…

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ : କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଲେ ତଣ୍ଡ ଗଣିଲେ; ୮ ସେକେଣ୍ଡରେ ଗଲା ଅଢେଇ…

କନକ ବ୍ୟୁରୋ : କରୋନାକୁ ନେଇ ଚିନ୍ତାରେ ରହିଛି ସାରା ବିଶ୍ୱ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ନିର୍ମାଣରେ ଲାଗି ପଡିଛନ୍ତି ସବୁ ଦେଶ । ଅନ୍ୟପଟରେ କିଛି ଦେଶ କୋଭିଡ ନିୟମକୁ ମଧ୍ୟ କଡାକଡି ପାଳନ କରୁଛନ୍ତି । ଏହାମଧ୍ୟରେ ତାଇବାନରୁ ଏମିତି ଏକ ଖବର ଆସିଛି ଯାହା ସାରା ବିଶ୍ୱକୁ…

ଗ୍ରାଇଣ୍ଡର ବକ୍ସ ଭିତରୁ ବିରାଟ ନାଗ ସାପ ଉଦ୍ଧାର : ସ୍ଥାନୀୟ ଭୟଭୀତ ଲୋକେ

କନକ ବ୍ୟୁରୋ : ଗ୍ରାଇଣ୍ଡର ବାକ୍ସ ପ୍ୟାକେଟ ଭିତରେ ସାଢ଼େ ୩ଫୁଟର ନାଗ । ଭୟରେ ଘର ଠାରୁ ୨ କିଲୋମିଟର ଦ୍ୱରରେ ଫୋପାଡ଼ି ଦିଆଯାଇଥିଲେ ପେଟି ଭିତରୁ ବାହାରି ପାରି ନଥିଲା ନାଗ । ଆଜି ସକାଳୁ ସ୍ନେକ ହେଲଫ ଲାଇନ ସଦସ୍ୟଙ୍କ ସହଯୋଗରେ ପେଟିରୁ ସାପକୁ ବାହାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡ଼ାଗଲା ।…