ଭୁବନେଶ୍ୱର ସତ୍ୟନଗରଠାରେ ଉଦଘାଟିତ ହେଲା ବେଞ୍ଚମାର୍କ କ୍ଲାସେସର କାର୍ଯ୍ୟାଳୟ

67

କନକ ବ୍ୟୁରୋ : କରୋନା ସମୟରେ ଡାକ୍ତର ହେଉଛନ୍ତି ମଣିଷ ରୂପୀ ଭଗବାନ । ଡାକ୍ତରର ଅଭାବ ପୂରଣ ପାଇଁ ଅଭିନବ କାର୍ୟ୍ୟ କରିଛି ବେଞ୍ଚ ମାର୍କ କ୍ଲାସେସ୍ । ଏହି ବେଞ୍ଚମାର୍କ କ୍ଲାସେସ୍‌ର କାର୍ଯ୍ୟାଳୟ ସତ୍ୟନଗରଠାରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ଡଃ ସୁଦର୍ଶନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

ଏଥିରେ ବେଞ୍ଚ ମାର୍କ କ୍ଲାସେସ୍‌ର ଅଧ୍ୟକ୍ଷ ରୋଟାରିଆନ୍ ପ୍ରସନ୍ନ କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ଏହାକୁ ତୁଷାର ବେଉରା, ରାକେଶ କୁମାର, ପ୍ରଣମ ମଣ୍ଡଳ, ଡ଼ ସନ୍ତୋଷ ସାହୁ ପ୍ରମୁଖ ପରିଚାଳଣା କରିଥିଲେ । ଶେଷରେ ନିର୍ଦେଶକ ଦିପକ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

Comments are closed.