Daily Archives

November 19, 2020

ଦିଲ୍ଲୀକୁ ଦେଖିଲେ ଲାଗୁଛି ଡର : ଗତ ୨୪ ଘଣ୍ଟାରେ ସାଢ଼େ ୭ ହଜାର ନୂଆ ଆକ୍ରାନ୍ତ, ୧୩୧ ଜଣଙ୍କ ମୃତ୍ୟୁ । ବିଶେଷଜ୍ଞ…

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଉଦବେଗଜନକ ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିନଥିଲେ ୨ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ…

୮ ଦିନର ସଭାପତି, ରାଜ୍ୟ ବିଜେପିରେ ଅଜବ ସ୍ଥିତି! ସମୀରଙ୍କ ନିଷ୍ପତ୍ତିକୁ ନେଇ ବଢୁଛି ସସପେନ୍ସ, ଚର୍ଚ୍ଚା ହେଉଛି…

କନକ ବ୍ୟୁରୋ : ୮ ଦିନ ମଧ୍ୟରେ ବଦଳିଗଲା ନିଷ୍ପତ୍ତି । ଯିଏ ପଦ ହରାଇଥିଲେ ପୁଣିଥରେ ୮ ଦିନ ମଧ୍ୟରେ ପଦ ଫେରି ପାଇଲେ । ରାଜ୍ୟ ବିଜେପିରେ କିଛି ଏଭଳି ଘଟଣା ଆଜି ସମସ୍ତଙ୍କୁ ଟିକିଏ ଆଶ୍ଚର୍ଯ୍ୟ କରିଛି । ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ…

କଟକର ସୁନା ଋଣ ସଂସ୍ଥାରେ ରହସ୍ୟମୟ ଲୁଟ । ବନ୍ଧୁକ ଦେଖାଇ ୧୦ ମିନିଟରେ ଲୁଟିନେଲେ ୧୦ କୋଟିରୁ ଅଧିକ ଟଙ୍କା, ୨୦ ମିନିଟ…

କନକ ବ୍ୟୁରୋ : କଟକ ନୟାସଡ଼କ ସ୍ଥିତ ଆଇଆଇଏଫଏଲ ସୁନା ଋଣ ଫାଇନାନ୍ସ କଂପାନୀରେ ଏପରି ଲୁଟ ହୋଇଛି, ଯାହା ବଲଉଡ୍ର ଏକ ରୋମାକାର କାହାଣୀ ଭଳି । ସଂସ୍ଥାର ମ୍ୟାନେଜର ଲୁଟର ଯେଉଁ ଥିଓରୀ ଦେଇଛନ୍ତି, ତାହା ହିନ୍ଦୀ ଫିଲ୍ମର ସ୍କ୍ରିନ୍ ପ୍ଲେ ସହ ଯେତିକି ମେଳ ଖାଉଛି, ସେତିକି ରହସ୍ୟମୟ ମନେ ହେଉଛି ।…

ପୁଣି ଫେରିଲା ନାଇଟ କର୍ଫ୍ୟୁ । ଅହମ୍ମଦାବାଦରେ ଆସନ୍ତାକାଲି ଠାରୁ ରାତି ୯ରୁ ସକାଳ ୬ଯାଏଁ ଲାଗିବ କର୍ଫ୍ୟୁ

କନକ ବ୍ୟୁରୋ : ଅହମଦାବାଦ ପ୍ରଶାସନ ପୁଣି ଥରେ ସହରରେ ରାତି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ସହରରେ ରାତି ୯ ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ଏହି କର୍ଫ୍ୟୁ ଲାଗୁ କରାଯିବ। ଏଠାରେ ବୁଧବାରେ ଦିନ ୨୨୦ ଜଣ ନୂଆ କରୋନାଭାଇରସ୍ ସଂକ୍ରମିତ ଚିହ୍ନଟ…

ହାଜତ ଭିତରେ ଅପରାଧୀର ମୃତ୍ୟୁ, ପ୍ରଶ୍ନ ଘେରରେ ପୁରୀ ପୁଲିସ୍ । ଘରୁ ଉଠାଇ ନେଇଥିବା ଅପରାଧୀର ମୃତ୍ୟୁକୁ ନେଇ ବଡ଼ ଧରଣର…

କନକ ବ୍ୟୁରୋ : ବିକ୍ଷୋଭ, ଘେରାଉ, ପ୍ରତିବାଦ । ଇଏ ହେଉଛି ସେହି ସମ୍ବେଦନଶୀଳ ଘଟଣାର ପ୍ରତିଫଳନ, ଯେଉଁ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ପୁଣି ପୁଲିସ୍ ହାଜତ ଭିତରେ । କାହାଣୀ ଏତିକିରେ ସରିନି, ଯୁବକର ମୃତ୍ୟୁ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ବଦଳରେ ଶବଦାହ…

ପାନେ ପାଇଲା ପାକିସ୍ତାନ । ପିଓକେରେ ପୁଣି ଏୟାର ଷ୍ଟ୍ରାଇକ କଲା ଭାରତୀୟ ବାୟୁ ସେନା   

କନକ ବ୍ୟୁରୋ : ପାକ ଅଧିକୃତ କାଶ୍ମିରରେ ବଡ ଧରଣର ଏୟାର ଷ୍ଟ୍ରାଇକ । ପିଓକେରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ଏୟାରଷ୍ଟ୍ରାଇକ କଲା ଭାରତୀୟ ବାୟୁସେନା  । ଏନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି । ଆତଙ୍କୀ କ୍ୟାମ୍ପ ଧ୍ୱସଂବିଧ୍ୱସ୍ତ ହୋଇଯାଇଥିବା ସୂଚନା ମିଳିଛି । ତେବେ କେତେ ମାତ୍ରାରେ…