Daily Archives

November 15, 2020

ଆଧୁନିକ ଚିକିତ୍ସା ବିଜ୍ଞାନର ବଡ଼ ଉପଲବ୍ଧି । ଚିକିତ୍ସା ଇତିହାସରେ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି କରୋନା ଟିକା । ବର୍ଷକ…

କନକ ବ୍ୟୁରୋ : ଡିସେମ୍ବରରେ ଅକ୍ସଫୋର୍ଡର ୧୦ କୋଟି କରୋନା ଟିକା ଭାରତରେ ପ୍ରସ୍ତୁତ ହୋଇଯିବ । ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାବାଲାଙ୍କ ଏହି ସୂଚନା ସଙ୍କେତ ଦେଉଛି, ଯେ ଆମେ କରୋନା ଟିକାର ପାଖାପାଖି ପହଂଚିଗଲୁଣି । ୨୦୧୯ ଡିସେମ୍ବରରେ ଚୀନରେ କରୋନା ଭାଇରସ ବ୍ୟାପିବା ପରେ ପ୍ରଥମେ…

ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା । ପିଏ ଦେବନାରାୟଣ ପଣ୍ଡାଙ୍କ ପରିବାରର ଅଭିଯୋଗ ଆଧାରରେ ନିର୍ଦ୍ଦେଶ…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ପୁଲିସ । ଗତ ବର୍ଷ ଡିସେମ୍ବର ମାସରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ମିଳିଥିଲା । ପରେ ଏହା ଏକ ହତ୍ୟା ମାମଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ।…

ଫୁଟିଲାନି ବାଣ, କମିଲା ପ୍ରଦୂଷଣ । ବାଣ ଫୁଟାଇବା ଉପରେ ଅଙ୍କୁଶ ଯୋଗୁଁ ଦୀପାବଳିରେ ହ୍ରାସ ପାଇଲା ପ୍ରଦୂଷଣ ।

କନକ ବ୍ୟୁରୋ : ଦୀପାବଳିରେ ଫୁଟିଲାନି ବାଣ, ପ୍ରଦୂଷଣରୁ ବଞ୍ଚିଗଲା ଭୁବନେଶ୍ୱର । କରୋନାକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନଫୁଟାଇବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ରାଜଧାନୀବାସୀଙ୍କ ପାଇଁ ବରଦାନ ପାଲଟିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଭୂବନେଶ୍ୱର ବାୟୁମଣ୍ଡଳ ଅତି ପରିଷ୍କାର…

ଖୋଲିଛି ମଣ୍ଡି, ହେଲେ ମିଳୁନି ଟୋକନ । ଖଳାରେ ପଡି ନଷ୍ଟ ହେଉଛି ଧାନ । ବରଗଡ ପଦ୍ମପୁର ଉପଖଣ୍ଡରେ ବଢିଲା ଚାଷୀଙ୍କ…

କନକ ବ୍ୟୁରୋ : ଚାଷୀର ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି, ଯୋଗଣ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଛି, ହେଲେ ଚାଷୀ ହାତ ବାନ୍ଧି ବସିଛି । କିଏ ଖଳାରେ ଧାନ ଗଦା କରିଛି, ତ ଆଉ କିଏ ରାସ୍ତା ଉପରେ ଶୁଖେଇ ରହିଛି । ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଅନେଇ ବସିଛନ୍ତି,…

ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର । ୫୭ ୟୁନିଟ ରକ୍ତ ସଂଗ୍ରହ

କନକ ବ୍ୟୁରୋ : ଆଜି କଟକ ସାଲେପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସାଲେପୁର ବିକେ ଆଇଟିଆଇ ପରିସରରେ ଏହି ରକ୍ତଦାନ ଶିବିର ହୋଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର କର ଓ ମ୍ୟାନେଜିଂ ଟ୍ରଷ୍ଟି…

ମୁହଁ ଖୋଲିଲେ ଅଭିନେତା ଅମ୍ଲାନ । କହିଲେ, ମୋ ସ୍ତ୍ରୀ ନଦୀକୁ ଫୁଲ ପକାଇବାକୁ ଯାଇଥିଲେ, ଗୋଡ ଖସିଗଲା 

କନକ ବ୍ୟୁରୋ : ମହାନଦୀରେ ଅଭିନେତା ଅମ୍ଲାନ ଦାସଙ୍କ ପତ୍ନୀ ଡେଇଁପଡିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଅମ୍ଲାନ । ଦିପାବଳୀରେ ଆମ ଘରେ ପୂଜା ହୋଇଥିଲା । ସେହି ଫୁଲକୁ ପକାଇବାକୁ ଯାଇଥିଲୁ । ମୁଁ ବି ଗାଡିରେ ବସିଥିଲି, ତା ଗୋଡ ଖସି ଗଲା । ମୁଁ ବି ଡେଇଁ ପଡିବାକୁ ବାହାରି ଥିଲି ହେଲେ ଲୋକମାନେ…