Daily Archives

November 9, 2020

ବାତିଲ ହେଲା ଭୁବନେଶ୍ୱର ବାଲିଯାତ୍ରା । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଲା ପ୍ରଶାସନ

କନକ ବ୍ୟୁରୋ : ବାତିଲ ହେଲା ଭୁବନେଶ୍ୱର ବାଲିଯାତ୍ରା । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବାତିଲ କରାଯାଇଥିବା କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ସ୍ଥିତିରେ ଉନ୍ନତି ଆସିଲେ…

କାମ ଦେବାକୁ କହି ମହିଳାଙ୍କୁ ସମ୍ବଲପୁରରୁ ଉତ୍ତରପ୍ରଦେଶ ନେଇଗଲା ଦଲାଲ । ବାହାରେ ବନ୍ଦୀ ମା’, ଘରେ କାନ୍ଦୁଛନ୍ତି ଛୁଆ…

କନକ ବ୍ୟୁରୋ: ଏ କୁନି ପାଦ ଥକିପଡୁନି, କି ଏ ଆଖିରୁ ଲୁହ ବି ଶୁଖୁନି । ଲୁହ ଶୁଖିବା ବା କେମିତି, ଦୀର୍ଘ ୧ ମାସରୁ ଅଧିକ ସମୟ ହେଲାଣି ସ୍ୱାମୀ ସ୍ତ୍ରୀକୁ ଖୋଜୁଛି, ଆଉ ଏ କୁନି ପିଲାମାନେ ମାର ଫେରିବା ବାଟକୁ ଚାହିଁରହିଛନ୍ତି । ମା କଉଠି ଅଛି, କେମିତି ଅଛି, ସେମାନେ କିଛି ବି ଜାଣିନାହାନ୍ତି…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ହାଜର ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ…

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ହାଜର ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ । ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ । ଆସନ୍ତା ୧୮ରେ ମାମଲାର ପରବର୍ତୀ ଶୁଣାଣୀ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ…

ତୁ କ୍ୟାଟ୍ରିନା ନୁହଁ କି କରିନା ନୁହଁ… ତୁ ମୋ କବିତା, ମୁଁ ତୋ ତାପସ । ସ୍ୱାର୍ଥପର ଦୁନିଆରେ ସାମ୍ନାକୁ ଆସିଲା…

କନକ ବ୍ୟୁରୋ: ୨ ଫୁଟର ବରକୁ ୫ ଫୁଟର କନିଆଁ । ଏମାନଙ୍କ ପାଇଁ ପ୍ରେମ ହିଁ ଦୁନିଆଁ । ଗାଁରେ ମିଶିଲା ମନ, ମନ୍ଦିରରେ ହେଲା ମିଳନ । ଆଉ ସାତ ଜନମ ପାଇଁ ସାଥି ହୋଇଗଲେ ତାପସ ଓ କବିତା । ପ୍ରେମରେ ଉଚ୍ଚ ନିଚ୍ଚ କିଛି ନଥାଏ, ନଥାଏ ବି ବଡ ସାନ । ବାସ୍ ହୃଦୟ ପଢିପାରୁଥିବା ମଣିଷଟେ ମିଳିଗଲେ…

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା, ସମ୍ କୋଭିଡ ହସ୍ପିଟାଲରେ ହେଲେ ସୁସ୍ଥ

କନକ ବ୍ୟୁରୋ : ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରିଷ୍ଠ ନାଗରିକମାନେ । ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍ କୋଭିଡ ହସ୍ପିଟାଲ୍ । କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା । କରୋନା…

ପାକିସ୍ତାନର ଲାହୋର ଜେଲରେ ରହି ୨୫ ବର୍ଷ ପରେ ସୁନ୍ଦରଗଡ଼ ଫେରୁଛନ୍ତି ବିରଜୁ । ଆଣିବା ପାଇଁ ଅମୃତସରରେ ପହଞ୍ଚିଲା…

କନକ ବ୍ୟୁରୋ : ପାକିସ୍ତାନ ଲାହୋର ଜେଲରେ ୨୫ ବର୍ଷ ରହିବା ପରେ ଜନ୍ମ ମାଟିକୁ ଫେରୁଛନ୍ତି ଓଡ଼ିଆ ପୁଅ ବିରଜୁ । ବିରଜୁ ନିଜ ଗାଁକୁ ଫେରାଇଆଣିବାକୁ ଅମୃତସର ନାରୟଣଗଡ଼ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଟିମ ପହଚିଂବା ପରେ କନକ ନ୍ୟୁଜକୁ ମିଳିଛି ବିରଜୁଙ୍କ ପ୍ରଥମ ଭିଡିଓ । ଦୀର୍ଘ ୨୫ ବର୍ଷ ଲାହୋର…