Daily Archives

November 9, 2020

ଆସନ୍ତା କାଲି ଭୋଟ ଗଣତି । ସକାଳ ୮ ଟାରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ ଭୋଟ ଗଣତି ହେବ

କନକ ବ୍ୟୁରୋ : ରାଜ୍ୟର ଦୁଇ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ଆସନ୍ତା କାଲି ହେବ । ଏନେଇ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲ୍ଲା ପ୍ରଶାସନ ପ୍ରକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି । ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରାୀ ସୁଶୀଲ ଲୋହାନୀ ।…

୪୫ ଘଂଟା ହେଲା ଅପହୃତ ରାଉରକେଲାର କ୍ରସର ମାଲିକଙ୍କ ମିଳୁନି ପତ୍ତା: ଏଯାଏଁ ପୋଲିସକୁ ମିଳୁନି ସୁରାଗ; ପତ୍ନୀଙ୍କୁ ଫୋନ…

କନକ ବ୍ୟୁରୋ: ରାଉରକେଲା ଜାତୀୟ ରାଜପଥ ଉପରୁ କ୍ରସର ମାଲିକ ଅପହରଣ ଘଟଣା ଏବେବି ରହସ୍ୟମୟୀ ହୋଇ ରହିଛି । ଅପହରଣକୁ ୪୫ ଘଂଟା ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁରାଗ ମିଳିପାରିନାହିଁ । ତାଙ୍କର ମୋବାଇଲ ଫୋନକୁ ଟ୍ରାକ କରାଯାଉଛି । କିନ୍ତୁ ଏହା ପରେ ମଧ୍ୟ ସୁରାଗ ମିଳିନଥିବା ଜଣାପଡ଼ିଛି ।…

ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି: ପ୍ରଥମେ ପୋଷ୍ଟାଲ ଭୋଟ ଓ ପରେ ଇଭିଏମରୁ ଗଣାଯିବ ଭୋଟ୍

କନକ ବ୍ୟୁରୋ: ଆସନ୍ତାକାଲି ୨ଟି ଉପନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଭୋଟ ଗଣତି ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କର ସୂଚନା ଦେଇଛନ୍ତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲ ରହିବ । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ହେବ । ଗଣତି…

ଚାଷୀଙ୍କୁ ଉଠବସ୍ ପ୍ରତିବାଦରେ ଅନୁଗୁଳ କିଶୋରନଗର ବନ୍ଦ : ତଦସିଲଦାରଙ୍କ ବଦଳି ଦାବିରେ ଚାଷୀ ସଂଘର ବନ୍ଦ ପାଳନ ;…

କନକ ବ୍ୟୁରୋ : ମାସ୍କ ପାଇଁ ଚାଷୀଙ୍କୁ ତହସିଲଦାର ବସଉଠ କରିବା ଘଟଣାରେ ଅନୁଗୁଳ କିଶୋରନଗର ବନ୍ଦ । ତହସିଲଦାରଙ୍କ ବଦଳି ଦାବିରେ ଚାଷୀ ସଂଘ ପକ୍ଷରୁ କିଶୋରନଗର ବନ୍ଦ କରାଯାଇଛି । ଗତକାଲି ତହସିଲଦାରଙ୍କ ବିରୋଧରେ ଥାନାରେ ଚାଷୀ ମାଗୁଣି ସାହୁଙ୍କ ଏତଲା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ…

ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ : ଦଶମୀ ତିଥିରେ ଆରମ୍ଭ ହୋଇଛି ନିର୍ମାଣ କାମ ; ବେଶ ନିର୍ମାଣ…

 କନକ ବ୍ୟୁରୋ : ଆସନ୍ତା ୨୭ରେ ମହାପ୍ରଭୁଙ୍କ ହେବ ପ୍ରସିଦ୍ଧ ନାଗାର୍ଜୁନ ବେଶ । ଏନେଇ ବିଜୟା ଦଶମୀଦିନ ଆରମ୍ଭ ହୋଇଛି ନାଗାର୍ଜୁନ ବେଶର ନିର୍ମାଣ କାମ । ବେଶ କାରିଗରମାନେ ବେଶ ନିର୍ମାଣ ଆରମ୍ଭ କରିଛନ୍ତି । ନାର୍ଗାଜୁନ ବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ…

ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର,ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ ଲୋକପ୍ରିୟ ନାୟକ ଅର୍ଜୁନ ରାମପାଲଙ୍କ ଘରେ ଏନସିବିର ରେଡ

କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଏବେ କଥା ଯାଇ ଡ୍ରଗ୍ସ ଲିଙ୍କରେ ପହଂଚିଛି । ଏନେଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ବଲଉଡର ମହାନ ହସ୍ତୀଙ୍କ ଘରେ ରେଡ କରିବା ସହ କିଛି କଳାକାରଙ୍କୁ…