Daily Archives

November 7, 2020

ଘଣ୍ଟା ବାଜିଲେ ବାହାରୁଛି ଜୀବନ୍ତ ଶଙ୍ଖ । ରତ୍ନବଟ ମୂଳରୁ ଚାଲି ଚାଲି ଆସୁଛନ୍ତି, ଭକ୍ତଙ୍କ ଭୋଗ ଖାଉଛନ୍ତି । ମାନସିକ…

କନକ ବ୍ୟୁରୋ: ଘଣ୍ଟା ବାଜିବ, ଶଙ୍ଖ ଚାଲିବ । ମାଟି ତଳୁ ବାହାରି ଭୋଗ ଖାଇବ ଜୀବନ୍ତ ଶଙ୍ଖ । ଆପଣ କେବେ ଶଙ୍ଖ ଚାଲୁଥିବାର ଦେଖିଛନ୍ତି କି ? ଶଙ୍ଖକୁ ଭୋଗ ଖାଇବାର ଦେଖିଛନ୍ତି କି ? ସମସ୍ତଙ୍କ ଠାକୁର ଘରେ ତ ଶଙ୍ଖ ରହିଥାଏ । ଆଉ ପୂଜାର୍ଚ୍ଚନା ବେଳେ ଶଙ୍ଖ ବଜାଯାଏ । ହେଲେ ଶଙ୍ଖ ଯେ ଘଣ୍ଟ,…

ସୀମା ବିବାଦକୁ ନେଇ ଚୀନ ଓ ପାକିସ୍ତାନ ଉପରେ ଗର୍ଜିଲେ ବିପିନ ରାୱତ୍ । ହିଂସା ପାଇଁ ପାକିସ୍ତାନକୁ ସାହାଯ୍ୟ କରୁଛି ଚୀନ…

କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିବା ଲଢେଇର ଅବସାନ ପାଇଁ ଅଷ୍ଟମ ପର୍ଯ୍ୟାୟ କମାଣ୍ଡର ସ୍ଥରୀୟ ଆଲୋଚନା ଅବ୍ୟାହତ ରହିଛି । ଠିକ୍ ଏହି ସମୟରେ ଭାରତର ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ବୟାନକୁ ନେଇ ଭାରତୀୟ ମାନେ ଭୟଭିତ ହୋଇଛନ୍ତି ।…

ଏବେ ଅଶିକ୍ଷା ନାମକ ଅନ୍ଧକାରରୁ ମୁକ୍ତ ହେବେ କଏଦୀଙ୍କ ପିଲା । କେରଳ ସରକାର ଘୋଷଣା କଲେ ସହାୟତା ରାଶି । କହିଲେ…

କନକ ବ୍ୟୁରୋ : ସାରା ଦେଶରେ ବାରମ୍ବାର କେରଳ ଏକ ମଡେଲ ହେବାକୁ ଚେଷ୍ଟା ଚଳାଇଛି । ଏହା ସହ କିଛି କ୍ଷେତ୍ରରେ ବି ସଫଳତା ହାସଲ କରିଛି । ସେ ଶିକ୍ଷା କ୍ଷେତ୍ରରେ ହେଉ କି ମହିଳା ସୁରକ୍ଷା କ୍ଷେତ୍ର । ସେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଦେବା କଥା ହେଉ କି ସରକାରକୁ ଦୁର୍ନୀତି ମୁକ୍ତ ରଖିବାର…

ବଜାର ପ୍ରବେଶ କଲା ଫିଓଲ ଆପ୍ । କାରବାର ଉପରେ ମିଳୁଛି ୫୦ ପ୍ରତିଶତ କ୍ୟାସବ୍ୟାକ୍ । ଆପ୍ ମାଧ୍ୟମରେ ପେଟ୍ରୋଲ ଓ ଡିଜେଲର…

କନକ ବ୍ୟୁରୋ : କରୋନା ମହାମାରୀ ଲୋକଙ୍କର କ୍ରୟ କ୍ଷମତାକୁ ସିମିତ କରିଦେଇଛି । ଏମିତି କି ଖାଦ୍ୟ ସାମଗ୍ରୀ ସହ ଅନ୍ୟ ସମସ୍ତ ସାମଗୀର ଦର ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଯଦି କେହି କୁହେ କି ଏକ ଆପ୍ ମାଧ୍ୟମରେ ଆପଣ ଅଧା ଦାମରେ ସାମଗ୍ରୀ କିଣି ପାରିବେ । ତେବେ…

ସ୍ୱାଭିମାନ ଅଂଚଳ ଆକାଶରେ ପଇଁତରା ମାରୁଛି ବାୟୁସେନା ଲଢୁଆ ବିମାନ: ଗୋରାସେତୁ ବିଏସଏଫ୍ କ୍ୟାମ୍ପ ଉପରେ ଆକାଶ ମାର୍ଗରୁ…

କନକ ବ୍ୟୁରୋ: ଲାଲଗଡ଼ରେ ସମର ସଜା । ସ୍ୱାଭିମାନ ଅଂଚଳ ଆକଶରେ ପଇଁତରା ମାରୁଛି ବାୟୁ ସେନାର ଲଢୁଆ ଚପର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁରାସେତୁ ଆକାଶ ମାର୍ଗରୁ ସୁରକ୍ଷା ଯାଂଚ କରୁଛି ବାୟୁସେନା ହେଲିକପ୍ଟର । ଆଜି ହଠାତ୍ ଦୁଇଟି ଚପର ସ୍ୱାଭିମାନ ଅଂଚଳ ଆକାଶରେ ଚକର କାଟିବା…

ବିହାର ବିଧାନସଭା ନିର୍ବାଚନର ଶେଷ ଦିନ: ଦିନ ୧ଟା ସୁଦ୍ଧା ୩୮.୮୨% ମତଦାନ; ନୀତିଶ କୁମାର ନା ନୂଆ ବିହାର କାହାକୁ…

କନକ ବ୍ୟୁରୋ: ବିହାରରେ ଜାରି ରହିଛି ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ । ଆଜି ଅପରାହ୍ନରେ ଆସିବ ଏକଜିଟ୍ ପୋଲ୍ ରିପୋର୍ଟ । ଏହା ଉପରେ ରହିଛି ସମସ୍ତଙ୍କ ନଜର । ଆଜି ବିହାରର ୧୫ଟି ଜିଲ୍ଲାର ୭୮ଟି ଆସନ ପାଇଁ ଭୋଟ ଦେଉଛନ୍ତି ମତଦାତା । ଦିନ ୧ଟା ସୁଦ୍ଧା ୩୮.୮୨ ପ୍ରତିଶତ ମତଦାନ ରେକର୍ଡ ହୋଇଛି…