Daily Archives

October 31, 2020

ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପାଇଥିଲେ, ଏବେ ପକୁଡ଼ି ବିକୁଛନ୍ତି । ପେଟ ପୋଷିବାକୁ…

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଭାର ଉତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ପାଇଥିଲେ, ଏବେ ପକୁଡ଼ି ବିକୁଛନ୍ତି । ରାୟଗଡା ଜିଲ୍ଲାର ମହିଳା ଯୁବ ଆଥଲେଟ ସନ୍ତୋଷୀ ଭୀମାରିପୁ, ଏବେ ପେଟ ପୋଷିବାକୁ ଝୁମ୍ପୁଡି ହୋଟେଲରେ ପକୋଡି ଛାଣିବାକୁ ବାଧ୍ୟ ହୋଇଛନ୍ତି । କ୍ରୀଡ଼ାକୁ କ୍ୟାରିୟର କରିବା ପାଇଁ…

ପୁଲବାମା ହମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଲଟା ଆକ୍ରମଣ । କହିଲେ, ସହିଦଙ୍କୁ ନେଇ କୁତ୍ସିତ ରାଜନୀତି କରିଥିଲେ…

କନକ ବ୍ୟୁରୋ : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି ଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟ କରିଛନ୍ତି । ପୁଲବାମା ହମଲାକୁ ପ୍ରସଙ୍ଗ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନରେନ୍ଦ୍ର ମୋଦି । ପୁଲବାମା ଆତଙ୍କବାଦୀ…

ନଈ କୂଳରେ ନେଟୱର୍କ । ନଦୀପାରି ହୋଇ ପଠାରେ ପାଠ ପଢ଼ିଲେ କୁନି କୁନି ପିଲା, ଗଂଜାମ ଭଞ୍ଜନଗରରେ ଅଭାବନୀୟ ଦୃଶ୍ୟ ।

କନକ ବ୍ୟୁରୋ: ଲକଡ଼ାଉନ୍ ସମୟରେ ଆମେ ଅନେକ ଗୁଡ଼ିଏ ଅନଲାଇନ୍ ପାଠ ପଢ଼ାର ଚିତ୍ର ଦେଖିଛେ, ହେଲେ ଆଜି ଆମେ ଯେଉଁ ଚିତ୍ର ଦେଖାଇବୁ ତାହା ଦ୍ଖେିଲେ ଆପଣଙ୍କ ଛାତି ଧରିଉଠିବ । କୋମଳ ମତି ପିଲାମାନେ ପାଠ ପଢ଼ିବା ପାଇଁ ନେଟୱର୍କ ଖୋଜି ଖୋଜି ଗଛ ଚଢୁଛନ୍ତି । ପୁଣି କେତେବେଳେ ନଦୀ ଭିତରେ ପାଠ ପଢ଼ୁଛନ୍ତି…

ପୁଲିସ ହାତରେ କରୋନା କାଳର ଲୁଟେରା । ନିଶା ଦେଇ ଟ୍ରେନ ଓ ବସ ଯାତ୍ରୀଙ୍କ ଠାରୁ କରୁଥିଲେ ଲୁଟ୍ । ୨ ଲୁଟେରାଙ୍କୁ ଗିରଫ…

କନକ ବ୍ୟୁରୋ : କମିଶନରେଟ ପୁଲିସ ଜାଲରେ ମୋଷ୍ଟ ୱାଂଟେଡ଼ କ୍ରିମନାଲ । ଦୁଇ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ର ସୁଶାନ୍ତ ରାଉତ ଏବଂ ଗଂଜାମର ସୀମାଂଚଳ ସୁବୁଦ୍ଧି । ଦୀର୍ଘଦିନର ଲୁଚକାଳି ପରେ ଏମାନଙ୍କୁ ହାତକଡ଼ି ପିନ୍ଧାଇଛି ଖଣ୍ଡଗିରି ଥାନା ପୋଲିସ । ଦେଖିବାକୁ ବେଶ ସିଧାସାଧା । ହେଲେ ଏମାନଙ୍କ…

କରୋନା କଲା କଲବଲ । ବଡ଼ଦାଣ୍ଡରେ ଭିକ୍ଷା ମାଗୁଛନ୍ତି ବିଦେଶୀ ଦମ୍ପତି, ଓଡ଼ିଶାରେ ରହି ଜଗନ୍ନାଥଙ୍କ ଆଶ୍ରାରେ ଦିନ…

କନକ ବ୍ୟୁରୋ: ସାତ ଦରିଆ ସେପାରିରୁ ବିଦେଶୀ ଦମ୍ପତିଙ୍କୁ ଟାଣି ଆଣିିଥିଲା ଜଗନ୍ନାଥଙ୍କ ଡୋରି । ଜଗା ଭାବରେ ବାନ୍ଧି ହୋଇ ସୁଦୁର ରୁଷିଆରୁ ଓଡିଶା ଆସିଥିଲେ ଦମ୍ପତି । ହେଲେ କରୋନା କଟକଣା ଭିତରେ ସେମାନଙ୍କ ଭିସା ଅବଧି ଶେଷ ହୋଇଛି । ପାଖରେ ଥିବା ଟଙ୍କା ବି ସରିଯାଇଛି । ଆଉ ହାତ ଖାଲି…

ହାତରେ ଆଉ ଗୋଟିଏ ଦିନ । କାଲି ସରିବ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ଭୋଟର୍ଙ୍କୁ ଆକର୍ଷିତ କରିବା…

କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପାଇଁ ରବିବାର ହେଉଛି ପ୍ରଚାରର ଶେଷ ଦିନ । ଯେତିକି ସମୟ ରହିଛି, ତାକୁ ହାତ ଛଡ଼ା ନକରି ଚାଲିଛି ଜୋରଦାର ପ୍ରଚାର । ବଳ କଷାକଷି ହେଉଛନ୍ତି ଦଳୀୟ ପ୍ରାର୍ଥୀ ଓ ନେତା । ତିର୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ରୋଡ-ସୋ କରିବା…