କନକ ବ୍ୟୁରୋ : ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଉଠାଇନେଇଛି । କେନ୍ଦୁଝର ପୋଲିସ ରମେଶ ରଥଙ୍କୁ ହେପାଜତଙ୍କୁ ନେଇଥିବା ସୂତ୍ରରୁ ସୂଚନା ମିଳିଛି । ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମିଛ ଭିଡିଓ ଭାଇରାଲରେ ସାମ୍ବାଦିକଙ୍କୁ ପୋଲିସ ପଚରାଉଚରା ପାଇଁ ନେଇଥିବା ଜଣାପଡିଛି ।

Advertisment

କମ୍ପ୍ୟୁଟର ଆଇପି ଆଡ୍ରେସ ଟ୍ରାପରେ ରମେଶଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ତେବେ ୪/୫ ଜଣ ପୋଲିସ ତାଙ୍କୁ ଘର ପାଖରୁ ଉଠାଇ ନେଇଥିବା ଜଣାପଡିଛି । ତେବେ ପୋଲିସ ସାଧା ପୋଷାକରେ ଆସି ତାଙ୍କୁ ନେଇଥିବା କୁହାଯାଉଛି ।