Daily Archives

September 24, 2020

ଦୁବାଇରେ ରାହୁଲଙ୍କ ରାଜ୍ । ବାଙ୍ଗାଲୋର ବିପକ୍ଷରେ କଲେ ୧୩୨ ରନ୍ । ହାସଲ କଲେ ଚଳିତ ଆଇପିଏଲର ପ୍ରଥମ ଶତକ 

କନକ ବ୍ୟୁରୋ : ଦୁବାଇରେ ଦେଖିବାକୁ ମିଳିଲା ରାହୁଲଙ୍କ ରୋମାଞ୍ଚକର ବ୍ୟାଟିଂ । ବାଙ୍ଗାଲୋର ବିପକ୍ଷରେ ରାହୁଲ ହାସଲ କଲେ ଚଳିତ ଆଇପିଏଲର ପ୍ରଥମ ଶତକ । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏହି ଆଇପିଏଲରେ ଶତକ ହାସଲ କରିଛନ୍ତି । ସେ ୬୯ ବଲରୁ ୭ ଛକା, ୧୪ ଚୌକା ବଳରେ ୧୩୨ ରନ କରିଛନ୍ତି । ତାଙ୍କ…

କେଏଲ ରାହୁଲଙ୍କ ରୋମାଞ୍ଚକର ଶତକ । ବାଙ୍ଗାଲୋରକୁ ୨୦୭ ରନର ବିଶାଳ ଟାର୍ଗେଟ ଦେଲା ପଞ୍ଜାବ । ଚଳିତ ଆଇପିଏଲର ପ୍ରଥମ ଶତକ…

କନକ ବ୍ୟୁରୋ : କିଙ୍ଗସ ଇଲେଭେନ ପଞ୍ଜାବର ଅଧିନାୟକ କେଏଲ ରାହୁଲଙ୍କ ଦମଦାର ଶତକ । ଫଳରେ ପଞ୍ଜାବ ଏହି ମ୍ୟାଚରେ ୨୦୬ ରନର ବିଶାଳ ସ୍କୋର କରିଛି । ଏବେ ବାଙ୍ଗାଲୋର ଆଗରେ ୨୦୭ ରନର ଟାର୍ଗେଟ ରହିଛି । ଦଳକୁ ଜିତିବାକୁ ହେଲେ ପ୍ରଥମରୁ ଆକ୍ରାଣାତ୍ମକ ଖେଳିବାକୁ ହେବ । ଏହି ମ୍ୟାଚରେ ବାଙ୍ଗାଲୋର…

ପକେଟ୍ ଉପରେ ପିଆଜ ମାଡ଼ । ରାଜ୍ୟର ବିଭିନ୍ନ ସ୍ଥାନରେ ୪୫ରୁ ୬୫ ଟଙ୍କା ଯାଏଁ ବିକ୍ରି ହେଉଛି କିଲେ ପିଆଜ । ବ୍ୟବସାୟୀ…

କନକ ବ୍ୟୁରୋ : କିଛି ଦିନ ତଳେ ୨୦ରୁ ୨୫ ଟଙ୍କାରେ ମିଳୁଥିବା ପିଆଜ ଏବେ ଅନେକ ସ୍ଥାନରେ ୫୦ ଟପିଗଲାଣି । ଆଗକୁ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରୁଛନ୍ତି । ମହାରାଷ୍ଟ୍ରର ନାସିକରେ ଅଘୋଷିତ ଭାବେ ପିଆଜ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କୁହାଯାଉଛି…

ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ  । ୟୋ ୟୋ ଟେଷ୍ଟ ନେଇ ବିରାଟ କୋହଲିଙ୍କୁ…

କନକ ବ୍ୟୁରୋ : ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରାଟ କୋହଲି, ମିଲିନ୍ଦ ସୁମନ ଓ କାଶ୍ମୀରରେ ପଥର ଫିଙ୍ଗାଳୀରୁ ଫୁଟବଲ ଖେଳାଳି ବନିଥିବା ଅଫଶାନା ଆଶିକଙ୍କ ସହ କଥା ହୋଇଛନ୍ତି ମୋଦୀ । ୟୋ ୟୋ ଟେଷ୍ଟ ନେଇ ବିରାଟ କୋହଲିଙ୍କୁ ମୋଦୀ…

ଆଶାୟୀ ଅନେକ, ଆସନ ଏକ । ବାଲେଶ୍ୱର ପରେ ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ଛକାପଞ୍ଝା, ଟିକେଟକୁ ନେଇ ବିଜେଡିରେ…

କନକ ବ୍ୟୁରୋ : ଓଡିଶାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଟିକେଟ୍ ପାଇବା ପାଇଁ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଯେମିତି ବାଲେଶ୍ୱରରେ ଟିକେଟ ପାଇଁ ଦଳ ଭିତରେ ବିବାଦ ଦେଖାଦେଲାଣି ସେମିତି ଜଗସିଂହପୁରର…

ରାଜନୀତିରେ ଲାଗିଲା ‘ବିଜୁଳି’ କରେଣ୍ଟ । ଦର ବୃଦ୍ଧି ବିରୋଧରେ ବିଜେପିର ପ୍ରତିବାଦ । କଂଗ୍ରେସ, କହିଲା ସରକାର ଛାଡନ୍ତୁ…

କନକ ବ୍ୟୁରୋ : କରୋନା କାଳରେ ବିଜୁଳି ଦରବୃଦ୍ଧିକୁ ନେଇ ତେଜିଛି ଅସନ୍ତୋଷ । ଏହାର ପ୍ରତିବାଦ କରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଫିସ ସାମ୍ନାରେ ପ୍ରତିବାଦ କରିଛି ବିଜେପି । ଦରବୃଦ୍ଧିକୁ ସରକାର ପ୍ରତ୍ୟାହାର ନକଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିରୋଧୀ ଦଳ ପକ୍ଷରୁ ଧମକ ଦିଆଯାଇଛି ।…