Daily Archives

September 24, 2020

ଆଶାୟୀ ଅନେକ, ଆସନ ଏକ । ବାଲେଶ୍ୱର ପରେ ତିର୍ତୋଲ ଉପ-ନିର୍ବାଚନକୁ ନେଇ ଛକାପଞ୍ଝା । ଟିକେଟକୁ ନେଇ ବିଜେଡିରେ ଟଣାଓଟଣା…

କନକ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ସରଗରମ ହେଉଛି ରାଜନୀତି । ଓଡିଶାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳିରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଟିକେଟ ପାଇବା ପାଇଁ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଟିକେଟ ପାଇଁ ଏବେ ସବୁ ଦଳରେ ଚାଲିଛି କସରତ ।…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ଏହି ମ୍ୟାଚରେ ପ୍ରଥମେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ । ଦଳ ପକ୍ଷରୁ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ପ୍ରଥମେ ଓପନିଂ କରିବେ । ଉଭୟ ଦଳ ନିଜ…

କରୋନା କାଳରେ ସାରା ଭାରତରେ ଓଡିଶାର ଲୋକ ସବୁଠୁ ବେଶି ଦୁଃଖୀ । ଇଣ୍ଡିଆ ହାପିନେସ ରିପୋର୍ଟ ୨୦୨୦ରେ ପ୍ରକାଶ ପାଇଲା…

କନକ ବ୍ୟୁରୋ : ଇଣ୍ଡିଆ ହାପିନେସ ରିପୋର୍ଟ ୨୦୨୦ର ତାଲିକା ପ୍ରକାଶ ପାଇଛି । ଏହି ହାପିନେସ ତାଲିକାରେ ଓଡିଶା ୩୪ତମ ସ୍ଥାନରେ ରହିଛି । ସେହିପରି ରିପୋର୍ଟ ତାଲିକାର ପ୍ରଥମରେ ମିଜୋରାମ, ଦ୍ୱିତୀୟରେ ପଂଜାବ ଓ ତୃତୀୟ ସ୍ଥାନରେ ରହିଛି ଆଣ୍ଡାମାନ ଓ ନିକୋବର । ପ୍ରଫେସର ରାଜେଶ କେ. ପିଲାନିଆ…

ଶେର୍ଲିନ ଚୋପ୍ରାଙ୍କ ଚାଞ୍ଚଲ୍ୟକର ବୟାନ । ଡ୍ରଗ୍ସ ମାମଲାରେ ସାମିଲ ଅଛନ୍ତି ବଲିଉଡ ତାରକାଙ୍କ ପତ୍ନୀ । କ୍ରିକେଟରଙ୍କ…

କନକ ବ୍ୟୁରୋ : ଏବେ ସାରାଦେଶରେ ଚାଲିଛି ଡ୍ରଗ୍ସକୁ ନେଇ ଖୋଳତାଡ । ବଲିଉଡରେ ବହୁ ବରିଷ୍ଠ ଓ ନାମିଦାମି କଳାକାର ଏଥିରେ ସଂପୃକ୍ତ  ଥିବା ନେଇ ନାର୍କୋଟିକ କଣ୍ଟ୍ରୋଲ ବୋର୍ଡ (ଏନସିବି)ହାତରେ ତଥ୍ୟ ଲାଗିବା ପରେ ଦୀପିକା ପାଦୁ୍କନଙ୍କ ଠାରୁ ଆରମ୍ଭ କରି ରକୁଲପ୍ରିତୀ ସିଂ ଯାଏ ସମନକରି…

ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବି ସମନ ପରେ ଗୋଆରୁ ମୁମ୍ବାଇ ଫେରିଲେ ସାରା ଅଲ୍ଲୀ ଖାନ । ଦୀପିକା ପାଦୁକୋନ ବି…

କନକ ବ୍ୟୁରୋ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବିର ସମନ ପାଇବା ପରେ ଆଜି ଗୋଆରୁ ମୁମ୍ବାଇ ଫେରି ଆସିଛନ୍ତି ସାରା ଅଲ୍ଲୀ ଖାନ । ସେପ୍ଟେମ୍ବର ୨୬ ତାରିଖରେ ସାରା ଅଲ୍ଲିଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ହାଜର ହେବା ପାଇଁ ସମନ୍ କରାଯାଇଛି । ସାରା ଗୋଆରେ ରହିଥିବା ସମୟରେ ଏନସିବି ପକ୍ଷରୁ…

ସବୁଜ ବଳୟ ସୃଷ୍ଟି କରିବା ପାଇଁ ସରକାରୀ ଚାକିରିକୁ ତୁଛ କରିଛନ୍ତି ନିଆଳିର ତ୍ରିଲୋଚନ । ୨୨ କିଲୋମିଟର ରାସ୍ତାରେ…

କନକ ବ୍ୟୁରୋ : ଚାରି ଆଡେ ସବୁଜ ବଳୟ । ଯେମିତି ଆକାଶ ଛୁଇଁବାକୁ ପ୍ରତିଯୋଗିତା କରୁଛନ୍ତି ବଡବଡ ଗଛ । ଆଉ ପ୍ରତିଯୋଗୀତା କରୁଥିବା ଗଛ ଗୁଡିକ ପଛରେ ରହିଛି ଜଣେ ବ୍ୟକ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ବୃକ୍ଷ ରୋପଣ ନିଶା । ସରକାରୀ ଚାକିରି ଛାଡି ସବୁଜିମା ସୃଷ୍ଟି କରୁଛନ୍ତି ୬୩ ବର୍ଷ…