Daily Archives

September 17, 2020

ବଲିଉଡରେ କଙ୍ଗନା ବନାମ ଉର୍ମିଳା । କଙ୍ଗନା କହିଲେ, ଉର୍ମିଲା ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର : ଅଭିନୟ ପାଇଁ ନୁହେଁ, ସଫ୍ଟ…

କନକ ବ୍ୟୁରୋ : ଗଲା କିଛିମାସ ହେଲା ବଲିଉଡ ସହିତ ପଙ୍ଗା ନେଇସାରିଛନ୍ତି କଙ୍ଗନା ରଣାୱତ । ସୁଶାନ୍ତ ସିଂ ରାଜପୁତ ମାମଲାରେ ଫିଲ୍ମ ଇଣ୍ଡଷ୍ଟ୍ରିର ଡ୍ରଗ୍ସ ମାଫିଆଙ୍କୁ ଟାର୍ଗେଟ କରୁଛନ୍ତି । ଏହାପରେ ସେ ମହାରାଷ୍ଟ୍ର ସରକାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ଜୟା…

ଜମ୍ମୁକଶ୍ମୀରରେ ସରୁକ୍ଷାକର୍ମୀ – ଆତଙ୍କବାଦୀ ଏନକାଂଉଟର । ୩ ଆତଙ୍କବାଦୀ ନିପାତ : ବଟମଲନୁ ଅଂଚଳକୁ କର୍ଡନ କରି…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ଶ୍ରୀନଗରରେ ଏନକାଉଁଟର । ଟଳିଲେ ୩ ଆତଙ୍କୀ । ଜଣେ ସିଆରପିଏଫ୍ ଅଫିସର ଆହତ ହୋଇଛନ୍ତି । । ଆଜି ବଡି ଭୋରରୁ ଶ୍ରୀନଗରର ବଡମଲନୁ ଅଂଚଳରେ ଚାଲିଛି ଅପରେସନ । ଏହି ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦାସୂଚନା ପରେ ଆରମ୍ଭ ହୋଇଥିଲା ଅପରେସନ । ଆଖପାଖ ଅଂଚଳକୁ…

କଟା ପାହାଡ଼ ଭିତରେ ସବୁଜ ପାଣିର ରହସ୍ୟ । ରାଜଧାନୀ ନିକଟରେ ପ୍ରକୃତିର ଅପୂର୍ବ ଶୋଭାରାଜି : ଲେହେ-ଲଦାଖ୍ ନୁହେଁ…

କନକ ବ୍ୟୁରୋ : ଏବେ ଆମେ ଆପଣଙ୍କୁ ଦେଖାଇବାକୁ ପ୍ରକୃତିର ଏମିତି ଏକ ଅପରୂପ ଶୋଭା ଯାହା ଆପଣଙ୍କୁ ଚକିତ କରିଦେବ । କାରଣ ଏହି ଦୃଶ୍ୟ ଏତେ ସତେଜ, ଏତେ ସୁନ୍ଦର କେବଳ ଦେଖିଲେ ହିଁ ଅନୁଭବ କରିହେବ । ଆଉ ଥରେ ଏହି ଦୃଶ୍ୟକୁ ଦେଖିଲେ ଆପଣ ନିଶ୍ଚିତ ମନବଳେଇବେ ପରିବାର ଲୋକଙ୍କ ସହିତ ବୁଲିଆସିବା…

ଚୀନକୁ ଭାରତର କଡା ଜବାବ । ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଲେ, ଚୀନର କଥା ଓ କାମରେ ରହିଛି ବଡ…

କନକ ବ୍ୟୁରୋ : ଲୋକସଭା ପରେ ଏବେ ରାଜ୍ୟସଭାରେ ବି ଚୀନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ସନ୍ଦେଶ । ସୀମା ବିବାଦର ସମାଧାନ ପକ୍ଷରେ ଭାରତ ଥିବା ବେଳେ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଚୀନ୍ ମାନୁନଥିବା କହିଛନ୍ତି ରାଜନାଥ ସିଂ । ଏହାସହ କଡା ଭାଷାରେ ରାଜନାଥ କହିଛନ୍ତି ଯେ କୌଣସି ପରିସ୍ଥିତିରେ…

ରାଜଧାନୀରେ ଚାଂଚଲ୍ୟ, ନାବାଳକଙ୍କ ନାରକୀୟ କାଣ୍ଡ । ୨ ନାବାଳକ ପୁଅଙ୍କ ଶାବଳ ମାଡରେ ମାଆର ମୃତ୍ୟୁ : ଘଟଣାସ୍ଥଳରୁ…

କନକ ବ୍ୟୁରୋ : ଇଏ ଏକ ଏମିତି ହତ୍ୟାକାଣ୍ଡ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ବୋଧହୁଏ ଏମିତି ହତ୍ୟାକାଣ୍ଡ ପୂର୍ବରୁ କେବେ ଘଟିନଥିବ । ୨ଜଣ ନାବାଳକ ନିଜ ମାକୁ ଏହି ସାବଳରେ ପିଟି ପିଟି ହତ୍ୟା କରିଛନ୍ତି । ଅତି ନିର୍ମମ ଭାବେ ଘଟାଇଛନ୍ତି ଏହି ନାରକୀୟ କାଣ୍ଡ । ଆଉ ହତ୍ୟା ଭିଆଇବା ପରେ…

କରୋନା ଦେଖାଉଛି କି ନୂଆ ଲକ୍ଷଣ । ବରିଷ୍ଠ ଡାକ୍ତର ନୀରଜ ମିଶ୍ର କହିଲେ, ସାମାନ୍ୟ କାଶ, ଧଇଁସଇଁ କିମ୍ବା ପତଳା ଝାଡା଼.…

କନକ ବ୍ୟୁରୋ : ସାମାନ୍ୟ କାଶ, ଧଇଁସଇଁ ଲାଗିବା କିମ୍ବା ପତଳା ଝାଡ଼ା । ଏହି ସବୁ ଅସ୍ୱାଭାବିକତା ବି ହୋଇପାରେ କରୋନା ଲକ୍ଷଣ । ଚିକିତ୍ସା କ୍ଷେତ୍ରରେ ଦୀର୍ଘବର୍ଷର ଅଭିଜ୍ଞତା ଥିବା ତଥା କରୋନା ଗବେଷଣା ଉପରେ ନଜର ରଖୁଥିବା ଓଡ଼ିଶାର ବରିଷ୍ଠ ଡାକ୍ତର ନୀରଜ ମିଶ୍ର କରୋନାର ଏହି ନୂଆ ଲକ୍ଷଣ…