Daily Archives

September 17, 2020

ଆଗକୁ ବଢ଼ିପାରେ କରୋନା ରୋଗୀଙ୍କ ଚିକିତ୍ସା ସମସ୍ୟା । ଆଇସିୟୁ ବେଡ୍ ମିଳିବା ନେଇ ଘୋର ସନ୍ଦେହ, ସେପଟେମ୍ବର ଶେଷ ବେଳକୁ…

କନକ ବ୍ୟୁରୋ : ନଜର ପକାନ୍ତୁ ରାଜ୍ୟର କରୋନା ଗଣିତ ଉପରେ । ମୋଟ ଆକ୍ରାନ୍ତ: ୧,୬୭,୧୬୧ ଆରୋଗ୍ୟ: ୧,୨୯,୮୫୯ ସକ୍ରିୟ ଆକ୍ରାନ୍ତ: ୩୬,୫୮୦ ମୃତ୍ୟୁ ସଂଖ୍ୟା: ୬୬୯ ଅର୍ଥାତ ୭୭.୬୮ ପ୍ରତିଶତ ହାରରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ରୋଗୀ । ଏବଂ ୨୧.୮୮ ପ୍ରତିଶତ ହାରରେ ରହିଛନ୍ତି ସକ୍ରିୟ…

୬୦ ବର୍ଷରୁ ଅଧିକ ବୟସର ବିଧାୟକଙ୍କୁ ବିଧାନସଭା ଅନୁମତି ଦିଆଯାଉ : ସୁର ରାଉତରାୟ

କନକ ବ୍ୟୁରୋ : ୬୦ ବର୍ଷରୁ ଅଧିକ ବୟସର ବିଧାୟକଙ୍କୁ ବିଧାନସଭା ଅନୁମତି ଦିଆଯାଉ । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ, ବିଧାନସଭା ବର୍ଜନ କରିବାକୁ ସେ ଚେତାବନୀ ଦେଇଛନ୍ତି । ସୁର କହିଛନ୍ତି, ଲୋକଙ୍କ ଦ୍ୱାରା…

ଭାରତ ସରକାର ଓ ଶତାଧିକ ବିଦେଶୀ କମ୍ପାନିଙ୍କ କମ୍ପ୍ୟୁଟର୍‌ ହ୍ୟାକ୍‌ କରି ତଥ୍ୟ ଚୋରାଇଥିବା ୫ ଚୀନ୍ ନାଗରିକଙ୍କୁ…

କନକ ବ୍ୟୁରୋ : ଭାରତ ସରକାରଙ୍କ ନେଟ୍‌ୱାର୍କ ସମେତ ଆମେରିକା ଓ ବିଦେଶରେ ଶତାଧିକ କମ୍ପାନି ଏବଂ ପ୍ରତିଷ୍ଠାନର କମ୍ପ୍ୟୁଟର୍‌ ହ୍ୟାକିଙ୍ଗ୍ କରିବା ସହ ମୂଲ୍ୟବାନ୍ ସଫ୍ଟୱେର୍‌ ଡାଟା ଏବଂ ବ୍ୟବସାୟ କୌଶଳ ଚୋରି ଘଟଣାରେ ଯୁକ୍ତରାଷ୍ଟ୍ର ଆମେରିକାର ବିଚାର ବିଭାଗ ପାଞ୍ଚଜଣ ଚୀନ୍ ନାଗରିକଙ୍କୁ…

ଭୁବନେଶ୍ୱରରୁ ଆଜି ୩୨୫ କରୋନା ପଜିଟିଭ ଚିହ୍ନଟ : ସୁସ୍ଥ ହେଲେ ୪୨୦ ଜଣ ଆକ୍ରାନ୍ତ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୧୦୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୪ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି…

ବଲିଉଡରେ କଙ୍ଗନା ବନାମ ଉର୍ମିଲା : କଙ୍ଗନା କହିଲେ, ଉର୍ମିଲା ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର : ଅଭିନୟ ପାଇଁ ନୁହେଁ, ସଫ୍ଟ…

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରଙ୍କ ସହ ମୁହାଁମୁହିଁ ଏବଂ ସାଂସଦ ଜୟା ବଚ୍ଚନଙ୍କ ପରେ ଏବେ ଉର୍ମିଳା ମାତୋଣ୍ଡକରଙ୍କୁ ବି କଡା କଥା ଶୁଣାଇ ଦେଇଛନ୍ତି କଙ୍ଗନା । ଏକ ଟିଭି ଇଂଟରଭ୍ୟୁରେ ଉର୍ମିଲାଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର କହି ସବୁ ସୀମା ଟପିଯାଇଛନ୍ତି କଙ୍ଗନା ରଣାୱତ । କଙ୍ଗନା ଟ୍ୱିଟ୍…

ହୋଣ୍ଡା କାର କିଣନ୍ତୁ, ୨.୨୫ ଲକ୍ଷ ପର୍ଯ୍ୟନ୍ତ ରିହାତି ପାଆନ୍ତୁ । ଜାଣନ୍ତୁ କେତେ ଦିନ ଓ କେଉଁ କାର ଉପରେ କେତେ…

କନକ ବ୍ୟୁରୋ : ହୋଣ୍ଡା କାର କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ନିହାତି ଭାବରେ ଖୁସି ଖବର । କାରଣ ଚଳିତ ମାସରେ ହୋଣ୍ଡା ଦେଉଛି ବମ୍ପର ଅଫର । କାର୍ କିଣିଲେ ଆପଣ ପାଇପାରିବେ ଅଢେଇ ଲକ୍ଷ ଟଙ୍କାର ରିହାତି । ତେବେ ଏପରି ଦମଦାର ଅଫର କେବଳ ସେପ୍ଟେମ୍ବର ମାସରେ ଦିଆଯିବ ବୋଲି…