Daily Archives

September 14, 2020

ପୁରୀ ଜିଲ୍ଲାରେ ପ୍ରଚାର ହେଉଛି ଗୁଜବ । ଓନିଡା କିମ୍ବା କୋଣାର୍କ ଟିଭି ବଦଳରେ ଲୋକଙ୍କୁ ମିଳିବ ଲକ୍ଷାଧିକ ଟଙ୍କା,…

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ଏକ ଗୁଜବ ଚାଲିଛି । ଆଉ ଗୁଜବଟି ହେଲା, ଆପଣଙ୍କ ପାଖରେ ଯଦି ୯୦ ଦଶକର ଓନିଡା କିମ୍ବା କୋଣାର୍କ ଟିଭି ଅଛି ତେବେ ଟିଭି ବଦଳରେ ଆପଣଙ୍କୁ ଲକ୍ଷାଧିକ ଟଙ୍କା ମିଳିବ । କିଛି ଦଲାଲ ଲୋକଙ୍କୁ ଭେଟି ଏଭଳି ଲୋଭନୀୟ ଅଫର ଶୁଣାଉଛନ୍ତି । କହିଛନ୍ତି ଏହି ଟିଭିରେ ଏମିତି…

ସୁରଟରୁ ଆସିଲା ଟିକେଟ୍ । କେନ୍ଦ୍ରାପଡ଼ାର ୪ ପ୍ରବାସୀ ଶ୍ରମିକଙ୍କୁ ବିମାନ ଟିକେଟ୍ ପଠାଇ ସୁରଟ୍ ଡାକିଲେ ସୂତାକଳର ମାଲିକ…

କନକ ବ୍ୟୁରୋ : ପ୍ଲେନ୍ ଟିକେଟ୍ ଦେଇ ମାଲିକ ଡାକିଛି ସୁରଟ୍ ଆସ । ହାତରେ ଏୟାର ଏସିଆର ଟିକେଟ୍ । ଗାଁରେ ଲାଗିଛି କାର । କାର୍ରେ ଭୁବନେଶ୍ୱର ପହଂଚିବା ପରେ ଭୁବନେଶ୍ୱରରୁ ମୁମ୍ବାଇ ଏବଂ ମୁମ୍ବାଇରୁ ପୁଣି ସୁରତ୍ । ସୁରତର ଏକ ସୂତା କଳରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ଦଶୀପୁର ଗ୍ରାମର…

ରାଜଧାନୀରେ ହତ୍ୟା ଅଭିଯୁକ୍ତଙ୍କ ରାଲି ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ହତ୍ୟା ଅଭିଯୁକ୍ତଙ୍କ ରାଲି ଘଟଣା । ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ବଡଗଡ, ଲଖ୍ମୀସାଗର, ଏୟାର ଫିଲ୍ଡ ଓ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪…

ରାଜ୍ୟରେ ଦିନିକିଆ ରେକର୍ଡ ଭାଙ୍ଗିଲା କରୋନା ମିଟର । ଗତ ୨୪ ଘଂଟାରେ ୪ ହଜାର ୧୯୮ ନୂଆ ମାମଲା : ଖୋର୍ଦ୍ଧାରେ ସବୁଠୁ…

କନକ ବ୍ୟୁରୋ : ନଜର ପକାନ୍ତୁ ଆଜି କରୋନା ସଂକ୍ରମଣରେ ରାଜ୍ୟର ପ୍ରଥମ ୫ଟି ସ୍ଥାନରେ ରହିଥିବା ଜିଲ୍ଲାର ସ୍ଥିତି ଉପରେ । ଖୋର୍ଦ୍ଧାରୁ ସର୍ବାଧିକ ୭୫୮ ଆକ୍ରାନ୍ତ କଟକରୁ ୩୬୭ ଆକ୍ରାନ୍ତ ପୁରୀରୁ ୩୧୦ ଆକ୍ରାନ୍ତ ସୁନ୍ଦରଗଡରୁ ୧୯୫ ଆକ୍ରାନ୍ତ ବଲାଙ୍ଗୀରରୁ ୧୯୭ ଆକ୍ରାନ୍ତ ଗତ ୪ ଦିନ ଭିତରେ…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥନରେ ଭୋଟ୍ ଦେଲା ବିଜେଡି । ଦ୍ୱିତୀୟ ଥର ପାଇଁ ଉପାଧ୍ୟକ୍ଷ ଭାବେ…

କନକ ବ୍ୟୁରୋ : ସବୁବେଳେ ସମଦୁରତ୍ୱର କଥା କହି ଆସୁଥିବା ବିଜୁ ଜନତା ଦଳ, ପୁଣି ଥରେ କଂଗ୍ରେସର କଟାକ୍ଷ ପରିସରକୁ ଆସିଛି, ଯେତେବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ଦେଇଛି ବିଜେଡି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ବିଜେଡିକୁ…

ସଂସଦ ଅଧିବେଶନର ପ୍ରଥମ ଦିନରେ ୩୦ ସାଂସଦ ଏବଂ ୫୦ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ । ମୁହଁରେ ମାସ୍କ, ଆଗରେ…

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ମହାମାରୀ ଯୋଗୁଁ ବେଶ ସତର୍କତା ସହ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତ ସାଂସଦ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ପ୍ରଥମ ଦିନରେ ୩୦ ଜଣ ସାଂସଦ ଓ ପ୍ରାୟ ୫୦ ଜଣ କର୍ମଚାରୀ କରୋନା…