Daily Archives

September 14, 2020

ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବିବାଦ : ମହାରାଷ୍ଟ୍ରରେ କ୍ଷମତା ହରାଉଛି କି କଂଗ୍ରେସ ?

କନକ ବ୍ୟୁରୋ : ମହାରାଷ୍ଟ୍ର ମେଣ୍ଟ ସରକାରରେ ସାମିଲ କଂଗ୍ରେସ ଅନେକ ଦ୍ୱନ୍ଦ୍ୱ ପରିସ୍ଥିତି ଦେଇ ଗତି କରୁଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଶିବସେନା ମଧ୍ୟରେ ବିବାଦ ଏହା ମଧ୍ୟରେ ପୂର୍ବ ନୌସେନା ଅଧିକାରୀଙ୍କୁ ମାଡ ଘଟଣାରେ ଅସନ୍ତୁଷ୍ଟ କଂଗ୍ରେସ । ହେଲେ ମେଣ୍ଟ ସରକାରରେ କଂଗ୍ରେସର…

ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ : ଅଧିବେଶନରେ ମୋଟ ୮ କାର୍ଯ୍ୟ ଦିବସ

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତି ପାଇଁ ବିଧାନସଭା…

କରୋନା : ଭୁବନେଶ୍ୱରରେ ଆଉ ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

କନକ ବ୍ୟୁରୋ : ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ମୋଟ୍‌ ୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୧୧୩ଟି କ୍ୱାରେନଟାଇନ ମାମଲା ଥିବାବେଳେ ୨୩୮ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ସମସ୍ତ ୧୧୩ଟି ଯାକ କ୍ୱାରେନଟାଇନ ମାମଲା ପୂର୍ବର ପଜିଟିଭ ମାମଲା…

ବିରଜା ରଥଯାତ୍ରା : ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କନକ ବ୍ୟୁରୋ : ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା। ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବାହନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ…

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ : ଲଗାତାର ଦ୍ୱିତୀୟଥର ଲାଗି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ

କନକ ବ୍ୟୁରୋ : ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏକୁ ମିଳିଲା ବିଜୟ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ  ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି।  ହରିବଂଶ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ…

ସିଞ୍ଜୋ ଆବେଙ୍କ ସ୍ଥାନରେ ଜାପାନର ପ୍ରଧାନମନ୍ତ୍ରୀ ହେବେ ୟୋଶିହିଡ଼େ ସୁଗା : ଜାଣନ୍ତୁ କେତେ ଖଣ୍ଡ ଭୋଟରେ ବିଜୟ ହେଲେ…

କନକ ବ୍ୟୁରୋ : ସୋମବାର ଦିନ ୟୋଶିହିଡ଼େ ସୁଗା ଜାପାନର ଶାସକ ଦଳର ନୂତନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସିଞ୍ଜୋ ଆବେଙ୍କ ସ୍ଥାନରେ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ସ୍ୱାସ୍ଥ୍ୟ  ସମସ୍ୟା କାରଣରୁ ଇସ୍ତଫା ଦେବେ ବୋଲି ଗତ ମାସରେ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ…