Daily Archives

September 10, 2020

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନକୁ ଅଡିଓ ଟେପ୍ ହସ୍ତାନ୍ତର କଲେ ପୀଡିତାଙ୍କ ପରିବାର: ନ୍ୟୁଜ…

କନକ ବ୍ୟୁରୋ: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ପୀଡିତାଙ୍କ ପରିବାର ପକ୍ଷରୁ ଏକ ଅଡିଓ ଟେପ ମହିଳା କମିସନ ଅଧ୍ୟକ୍ଷାଙ୍କୁ ଦିଆଯାଇଛି । ସେମାନେ କହିଛନ୍ତି, ଏହି ଟେପରେ ପୀଡିତାଙ୍କ ମାଆ ଓ ସଂପୃକ୍ତ ନ୍୍ୟୁଜ ଚ୍ୟାନେଲର ଏମଡିଙ୍କ ମଧ୍ୟରେ କଥାବାର୍ତା ରେକର୍ଡ ହୋଇଛି । ସେପଟେ ଆଉ…

ବିଚ୍ଛେଦ ଚାହୁଁନାହାନ୍ତି ବର୍ଷା, ଅନୁଭବଙ୍କ ମତ ଅସ୍ପଷ୍ଟ । ଘରେ ପହଁଚି ଆଲୋଚନା କଲେ ଅନ୍ତର୍ଜାତୀୟ ମାନବାଧିକାର…

କନକ ବ୍ୟୁରୋ: ଆଜି ଅଭିନେତ୍ରୀ ବର୍ଷା, ଏକ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ଆଗରେ ତାଙ୍କ ପରିବାରରେ ଘଟିଥିବା ଘଟଣା ଉପରେ ମୁହଁ ଖୋଲିଛନ୍ତି । ବର୍ଷା କହିଛନ୍ତି, ପରିବାରରେ ତାଙ୍କୁ ଆଉ କେହି ନିର୍ଯାତନା ଦେଉ ନାହାନ୍ତି, କେବଳ ଅନୁଭବ ଦେଉଛନ୍ତି । ସେ ବିବାହ ବିଚ୍ଛେଦ ଚାହୁଁ ନାହାନ୍ତି,…

ରାସନକାର୍ଡରୁ କଟିଯାଇଛି କି ଆପଣଙ୍କ ନାଁ? ଯୋଗ୍ୟ ହିତାଧିକାରୀରା ହୋଇ ବି ରାସନକାର୍ଡରେ ନାହିଁ କି ଆପଣ ଏବଂ ଆପଣଙ୍କ…

କନକ ବ୍ୟୁରୋ: ଯଦି ଆପଣଙ୍କ ରାସନ କାର୍ଡ ରଦ୍ଦ ହୋଇଯାଇଛୁ କିମ୍ବା ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନକାର୍ଡ ତାଲିକାରେ ଆପଣଙ୍କ ନାଁ ନାହିଁ । ତେବେ ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ମୋଦି ସରକାରଙ୍କ ତରଫରୁ ଏଭଳି ଲୋକଙ୍କୁ ପୁନର୍ବାର ସୁଯୋଗ ଦିଆଯାଉଛି । ଯଦି କୌଣସି…

ପରଦାରୁ ଗାଏବ ହୋଇଯିବ ବିଜ୍ଞାପନ ! ଆଉ ଟିଭିରେ ନଜର ଆସିବନି ପିଲାଙ୍କ ବିଜ୍ଞାପନ ! ଏଣିକି ଛୋଟ ପିଲାଙ୍କୁ ବିଭ୍ରାନ୍ତୀ…

କନକ ବ୍ୟୁରୋ: ଏଣିକି ପରଦାରେ ନଜର ଆସିବନି ବିଭ୍ରାନ୍ତିକର ବିଜ୍ଞାପନ । ଟେଲିଭିଜନ ପରଦାରେ ବିଭ୍ରାନ୍ତିକର ବିଜ୍ଞାପନର ପ୍ରଚାର ଏବଂ ପ୍ରସାର ଉପରେ ଲାଗିପାରେ ପ୍ରତିବନ୍ଧକ । ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇପାରନ୍ତି ଭାରତ ସରକାର । ଗ୍ରାହକ…

ସେପ୍ଟେମ୍ବର ୨୨ ଯାଏଁ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିପାରିବନି ବିଏମସି । ରୋକ ଲଗାଇଲେ ବମ୍ବେ ହାଇକୋର୍ଟ : ଏହି…

କନକ ବ୍ୟୁରୋ : ସେପ୍ଟେମ୍ବର ୨୨ ଯାଏଁ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିପାରିବନି ବିଏମସି । ଆଜି କଙ୍ଗନାଙ୍କ ଆବେଦନ ଉପରେ ଶୁଣାଣି କରି ଅବୈଧ ନିର୍ମାଣ ଉଚ୍ଛେଦ ଉପରେ ରୋକ ଲଗାଇଲେ ବମ୍ବେ ହାଇକୋର୍ଟ । ଏହି ଅବଧିରେ କୋର୍ଟରେ ନିଜ ପ କ୍ଷ ରଖିବେ ଅଭିନେତ୍ରୀ କଙ୍ଗନା ରଣାୱତ ।  ମହାରାଷ୍ଟ୍ରରେ…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତିଲେ ୬୦ ରୁ ଅଧିକ ଲୋକେ

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘାଟି ଉପରେ ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ । ଅଳ୍ପକେ ବର୍ତିଲେ ୬୦ରୁ ଅଧିକ ଶ୍ରମକ । ରାୟଗଡା ଥାନା ଅନ୍ତର୍ଗତ ଗୁମା ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବିହାର, ସୁନ୍ଦରଗଡ ଓ ବୌଦ୍ଧର ପ୍ରାୟ ୬୦ ଶ୍ରମିକଙ୍କୁ ନେଇ ଏକ ବସ…