Daily Archives

September 10, 2020

କାଲିଠୁ ବର୍ଷାରେ ଭିଜିବ ଓଡିଶା । ବଙ୍ଗୋପସାଗରରେ ଆସନ୍ତା ୧୩ରେ ଲଘୁଚାପ ସୃଷ୍ଟି ସମ୍ଭାବନା : ପ୍ରଭାବରେ ୫ ଜିଲ୍ଲାରେ…

କନକ ବ୍ୟୁରୋ : ଆସନ୍ତାକାଲିଠୁ ବର୍ଷାରେ ଭିଜିବ ରାଜ୍ୟର ବିଭିନ୍ନ ଅଂଚଳ । ସେପ୍ଟେମ୍ବର ୧୩ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନର ବର୍ଷା ହୋଇପାରେ । ଏଥିପାଇଁ ରାଜ୍ୟର ୨୧ଟି ଜିଲ୍ଲା ପାଇଁ ୟେଲୋ…

ଭାରତରେ ବନ୍ଦ ରହିଲା ଅକ୍ସଫୋର୍ଡ ଟିକାର ପରୀକ୍ଷଣ । ଟୁଇଟ କରି ସୂଚନା ଦେଲା ସେରମ ଇନଷ୍ଟିଚ୍ୟୁଟ : ଅଷ୍ଟ୍ରାଜେନିକା…

କନକ ବ୍ୟୁରୋ : ଭାରତରେ ବନ୍ଦ ରହିଲା କରୋନା ଟିକା ପରୀକ୍ଷଣ । ପରୀକ୍ଷଣ ବନ୍ଦ ନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସୂଚନା । ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତିରେ ସାମିଲ ଅଛି ସେରମ୍ । ଊଉଏଓର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ନିଆଯିବ ପଦକ୍ଷେପ । ଭାରତରେ ବନ୍ଦ ରହିଲା ଅକ୍ସଫୋର୍ଡ…

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଘରେ ମାନବାଧିକାର କର୍ମୀ । ବର୍ଷା କହିଲେ, ଅନୁଭବଙ୍କ ବ୍ୟତିତ ତାଙ୍କ ଉପରେ ଆଉ…

କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଘରେ ମାନବାଧିକାର କର୍ମୀ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାଦ ଭିତରେ ଆଜି ବର୍ଷାଙ୍କୁ ମାନବାଧିକାରୀ କର୍ମୀ ଭେଟିଛନ୍ତି । ଆଲୋଚନା ସମୟରେ ବର୍ଷା କହିଛନ୍ତି, ଅନୁଭବଙ୍କ ବ୍ୟତୀତ ଶାଶୂ ଘରେ…

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା । ଉଦ୍ଧବ ଠାକରେଙ୍କ ବିରୋଧରେ ମନ୍ତବ୍ୟ ନେଇ ମୁମ୍ବାଇର ବିକ୍ରୋଲି…

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଜି କଙ୍ଗନାଙ୍କ ବିରୋଧରେ ମୁମ୍ବାଇର ବିକ୍ରୋଲି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀ ଏତଲାରେ ଦର୍ଶାଇଛନ୍ତି, କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ…

ଶିକ୍ଷକଙ୍କ ନିଆରା ନିଦର୍ଶନ…ମାନବ ସେବାର ଜ୍ୱଳନ୍ତ ଉଦାହରଣ ଇଶ୍ୱର ରାଓ । ପିଲାଙ୍କ ଭବିଷ୍ୟତ ଗଢିବା ସହ ମାନବ…

କନକ ବ୍ୟୁରୋ: ଶିକ୍ଷକତା କରି ପିଲାଙ୍କ ଭବିଷ୍ୟତ ଗଢିବା ସହ ମାନବ ପ୍ରେମର ଉଦାହରଣ ପାଲଟିଛନ୍ତି। ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିଛନ୍ତି ଶିକ୍ଷକ ଈଶ୍ୱର ରାଓ । ଗରିବ ଓ ଦୁଃଖୀ ଲୋକଙ୍କ ପାଇଁ ନିଜ ଉଦ୍ୟମରେ ସହର ଉପକଣ୍ଠରେ ସ୍ୱର୍ଗଧାମ ତିଆରି କରି ଦେଖାଇଛନ୍ତି ନିଆରା ନିଦର୍ଶନ ।…

ଗ୍ୟାସ ଟାଙ୍କି ଫାଟି ଯାଜପୁର ଖଇରାବାଦରେ ଅଘଟଣ: ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫…

କନକ ବ୍ୟୁରୋ: ଯାଜପୁର ଖଇରାବାଦ କଳିନ୍ଦ୍ରାବାଦ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଗୁରୁତର ହୋଇଛନ୍ତି । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ପାଇପ ମୋଡି ହୋଇଥିବାରୁ ଏହାକୁ ସଜାଡୁଥିବା ସମୟରେ ହଠାତ ଟାଙ୍କିରୁ ପାଇପ ଅଲଗା ହୋଇଯାଇଥିଲା । ଫଳରେ ଟାଙ୍କି ବହୂୁତ ଜୋରରେ…