ଉତ୍କଳ ହସ୍ପିଟାଲରେ Medical Laboratory professionals Week ପାଳନ 

60

କନକ ବ୍ୟୁରୋ : ଭୁବେନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲରେ Medical Laboratory Professionals Week ପାଳିତ ହୋଇଯାଇଅଛି । ଏହି ଅବସରରେ ଏକ କାର୍ଯ୍ୟକ୍ରମ ଉତ୍କଳ ହସ୍ପିଟାଲ୍ ଅଡିଟୋରିୟମରେ ଆୟୋଜିତ ହୋଇଥିଲା

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଲାବ୍ ପ୍ରଫେସନାଲ ମାନଙ୍କୁ ଉତ୍ସାହିତ କରାଇବା ।
ଏହି କାର୍ଯ୍ୟକ୍ରମରେ କୃତି କର୍ମଚାରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।
ଏହି ଅବସରେ ହସ୍ପିଟାଲର ମେଡିକାଲ୍ ଡାଇରେକ୍ଟର୍ Dr. Ranjan Kumar Mohapatra,HOD Central Lab,Dr.Niharika Pattanaik,HOD Blood centre & Medical Officer Dr.Benudhar Satpathy,Dr. Mamata Bhatta,Dr.Subhasini,Dr.Manas Baisakh,COO,Sri Manav,HR head Sri  ବିଶ୍ୱଜିତ୍ ଦାସ ,Dy.Head HR Sri ମହେନ୍ଦ୍ର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।