Daily Archives

September 9, 2020

କଙ୍ଗନା ରାଣାୱତ୍‌ଙ୍କ ଅଫିସ୍ ଭଙ୍ଗା ବନ୍ଦ କରିବାକୁ ‘ବି‌ଏମ୍‌ସି’କୁ ନିର୍ଦେଶ ଦେଲେ ବମ୍ବେ ହାଇକୋର୍ଟ

କନକ ବ୍ୟୁରୋ : ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ଅଫିସ୍ ଭଙ୍ଗା ବନ୍ଦ କରିବା ଓ ଏକ ସତ୍ୟପାଠ ଦାଖଲ କରିବା ଲାଗି ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ (ବିଏମସି)କୁ ଆଜି ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ ପହଞ୍ଚି ପୋଷପାଲି ହିଲ୍…

ସେପ୍ଟମ୍ବର ୧୨ରୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ : ପ୍ରବାସୀ ଓଡିଆ ଜୀବୀକା ପାଇଁ ଯାଇପାରିବେ ଗୁଜୁରାଟ; ଅନୁରୋଧ…

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରୁ ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଲବାଇ ପକ୍ଷରୁ ପ୍ରକାଶ ପାଇଥିବା…

ଖୁବଶୀଘ୍ର ଭୁବନେଶ୍ୱରରେ ହେବ ଲେନ ଡାଇଭିଂ । ଦୁର୍ଘଟଣା ହ୍ରାସ ଓ ସଡକ ନିରାପତା ପାଇଁ ପଦକ୍ଷେପ : ପୁଲିସ ଡିଜିଙ୍କୁ…

କନକ ବ୍ୟୁରୋ : ଖୁବଶୀଘ୍ର ଭୁବନେଶ୍ୱରରେ ହେବ ଲେନ ଡାଇଭିଂ । ଦୁର୍ଘଟଣା ହ୍ରାସ ଓ ସଡକ ନିରାପତା ପାଇଁ ପଦକ୍ଷେପ । ପୁଲିସ ଡିଜିଙ୍କୁ ଚିଠି ଲେଖିଥିଲେ ସରକାରଙ୍କ ପ୍ରମୁଖ ସଚିବ । ଖୁବଶୀଘ୍ର ଏହି ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖା ଯାଇଛି । ଲେନ୍ ଡ୍ରାଇଭିଂ ପ୍ରଚଳନ…

ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ଆସୁଛନ୍ତି ମୁମ୍ବାଇ । ମୁମ୍ବାଇସ୍ଥିତ କଙ୍ଗନାଙ୍କ ଅଫିସରେ ଚାଲିଲା…

କନକ ବ୍ୟୁରୋ : ଆଜି ମୁମ୍ୱାଇ ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ମୁମ୍ୱାଇରେ ପହଁଚିବା ଆଗରୁ ତାଙ୍କ ମୁମ୍ୱାଇ ସ୍ଥିତ ଅଫିସର ବେଆଇନ୍ ନିର୍ମାଣ ଉପରେ ଚାଲିଛି ବିଏମସି ବୁଲଡୋଜର । ବେଆଇନ୍ ନିର୍ମାଣ ଅଭିଯୋଗ ନେଇ ନୋଟିସ୍ କରିବା ପରେ ପରେ ଏହାକୁ ଭାଙ୍ଗି ଦେଇଛି ବିଏମସି ଟିମ୍ ।…

ପାରାଦୀପ ଇଫିକୋ ସାର କାରଖାନା ଆଗରେ ଉତେଜନା । ରାସ୍ତାକୁ ଓହ୍ଲାଇଲେ ଟ୍ରକ ମାଲିକ ସଂଘ : ଜିପସମ ପରିବହନରୁ ବାଦ ପଡିବା…

କନକ ବ୍ୟୁରୋ : ପାରାଦୀପରେ ଇଫକୋ ସାର କାରଖାନା ଆଗରେ ଉତେଜନା । ଜିପସମ୍ ପରିବହନକୁ ନେଇ ବିବାଦ ଦେଖା ଦେବା ପରେ ରାସ୍ତାକୁ ଓହ୍ଲାଇଛି ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ । ଜିପସମ୍ ପରିବହନର କାର୍ଯ୍ୟାଦେଶ ପାଇଥିବା ସଂସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଶତାଧିକ ଟ୍ରକ ମାଲିକ । ଇଫକୋ…

ନିଶା ପାଇଁ ମର୍ଡର : ଭୁବନେଶ୍ୱରର ଖଣ୍ଡଗିରି ଅଂଚଳରେ ନାବାଳକକୁ ଗୋଡେଇ ଗୋଡେଇ ଭୁଜାଲିରେ ହାଣିଲେ ଦୁବୃର୍ତ୍ତ ,…

କନକ ବ୍ୟୁରୋ : ନିଶା ପାଇଁ ଅସାମାଜିକ ଯୁବକଙ୍କୁ ଟଙ୍କା ନଦେବାରୁ ଗଲା ନାବାଳକର ଜୀବନ । ରାଜଧାନୀ ଭରତପୁର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭରତପୁର ଅଂଚଳର ନବମ…