Daily Archives

September 9, 2020

ଆଜି ରାଜ୍ୟର କରୋନା ମିଟର । ଦିନକରେ ୩୭୪୮ ଆକ୍ରାନ୍ତ, ୧୧ ମୃତ । ଖୋର୍ଦ୍ଧାରୁ ସର୍ବାଧିକ ୬୧୫, କଟକରୁ ୩୯୨ ଆକ୍ରାନ୍ତ…

କନକ ବ୍ୟୁରୋ: ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି । ୨୪ ଘଂଟାରେ ରାଜ୍ୟର ୩୦ ଜିଲ୍ଲାରେ ୩୭ ଶହ ୪୮ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୧୩୫୧୩୦କୁ ବୃଦ୍ଧି ପାଇଛି । ଏବଂ ମୃତ୍ୟୁ ସଂଖ୍ୟା  ୫୮୦କୁ…

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯,୭୦୬ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧,୧୧୫ ମୃତ୍ୟୁ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ଡେଇଁଛି । ଗତ ୨୪ ଘଂଟାରେ ୮୯ ହଜାର ୭୦୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧ ହଜାର ୧୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଆକ୍ରାନ୍ତ, ୪୩ ଲକ୍ଷ…

୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତ ଗଲେ ରିୟା । ଏନସିବି ଲକଅପରେ ପ୍ରଥମ ରାତି କଟିବା ପରେ ଗଲେ ମୁମ୍ବାଇର ଭାୟଖଲା ଜେଲ

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଶେଷରେ ଡ୍ରଗ୍ସ ମାମଲାରେ ବନ୍ଧା ହୋଇଥିବା ବାନ୍ଧବୀ ରିୟା ଚକ୍ରବର୍ତି ଆଜି ଯାଇଛନ୍ତି ଜେଲ ହାଜତକୁ । ଏନସିବି ଗତକାଲି ତାଙ୍କୁ ଗିରଫ କରିବା ପରେ ଏନସିବି ଅଫିସରେ କଟିଥିଲା ପ୍ରଥମ ରାତି । ଆଜି ତାଙ୍କୁ ଜେଲ୍ ପଠାଯାଇଛି । କୋର୍ଟରୁ…

କରୋନା ମୁକାବିଲା ଉଦ୍ୟମକୁ ବଡ ଝଟକା : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସାମୟିକ ସ୍ଥଗିତ;…

କନକ ବ୍ୟୁରୋ : କରୋନା ମୁକାବିଲା ଉଦ୍ୟମକୁ ବଡ ଝଟକା । ଯେଉଁ ଟୀକା ଉପରେ ସାରା ବିଶ୍ୱର ନଜର ରହିଥିଲା, ସେହି ଟୀକାର ପରୀକ୍ଷଣ ଉପରେ ଲାଗିଛି ସାମୟିକ ରୋକ୍ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯିବା ପରେ ଏହାର ପରୀକ୍ଷଣକୁ…

ବନ୍ୟା ଛାଡିଛି ଦୁଃଖ ବଢିଛି : ପୁରୀର କଣାସ ବ୍ଲକରେ ଧାନ ବିଲରେ ଚାଲୁଛି ଡଙ୍ଗା; ହଜାର ହଜାର ହେକ୍ଟର ଜମିରେ ଧାନଫସଲ…

କନକ ବ୍ୟୁରୋ : ବନ୍ୟା ଛାଡିଛି ହେଲେ ଆଣିଛି ଦୁଃଖ ।  କଣାସ ବ୍ଲକରେ ବନ୍ୟା ପରବର୍ତୀ ସ୍ଥିତି ଚାଷୀଙ୍କ ଦୁଃଖ ବଢାଇଦେଇଛି ।  ବ୍ଲକର ଦୟା ଓ ମକରା ନଦୀର ମଝିରେ ଥିବା  ଗୋପୀନାଥପୁର ଓ କାଦୁଆ ପଂଚାୟତର  ଅନେକ ଚାଷୀ ଏବେ ଚିନ୍ତାରେ ଅଛନ୍ତି । ଧାନ ବିଲରେ ପାଣି ଜମା ହୋଇ ଚାଷୀଙ୍କ ଦୁଃଖ…

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି: ୨ ଜଣ ରୋଗୀଙ୍କୁ ଦିଆଗଲା ପ୍ଲାଜମା; ତୃତୀୟ ରୋଗୀଙ୍କ ପାଇଁ…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ଜିଲ୍ଲାରେ କୋଭିଡ ଡାକ୍ତରଖାନା ରେ ୨ ଜଣ କୋରୋନା ରୋଗୀଙ୍କୁ ପ୍ଲାଜମା ଦିଆ ଯାଇ ଥିବା ଜଣା ପଡିଛି । ମାକାନଗିରି କୋଭିଡ ହସ୍ପିଟାଲ ରେ ଯଦିଓ ପ୍ଲାଜମା ବ୍ୟାଙ୍କ ନାହିଁ, କିମ୍ବା ପ୍ଲାଜମା ସଂଗ୍ରହ କରା ଯିବାର ମଧ୍ୟ…