Daily Archives

September 9, 2020

ବିବାଦ ଭିତରେ ମୁମ୍ବାଇ ପହଂଚିଲେ ଅଭିନେତ୍ରୀ କଙ୍ଗନା ରଣାୱତ । ଏୟାରପୋର୍ଟ ବାହାରେ ଶିବସେନା କର୍ମୀଙ୍କ ହଙ୍ଗାମା

କନକ ବ୍ୟୁରୋ : ବିବାଦ ଭିତରେ ଆଜି ମୁମ୍ୱାଇ ପହଂଚିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ହିମାଚଳରୁ ସେ କଡା ସୁରକ୍ଷାରେ ବିମାନ ବନ୍ଦରକୁ ଆସିଥିଲେ, ଏହାପରେ ବିମାନରେ ଯୋଗେ ସେ ମୁମ୍ବାଇ ପହଂଚିଛନ୍ତି । ସେପଟେ ମୁମ୍ବାଇ ଏୟାରପୋର୍ଟ ବାହାରେ ଶିବସେନା କର୍ମୀଙ୍କ ହଙ୍ଗମା ଦେଖିବାକୁ ମିଳିଛି ।…

ମୁମ୍ବାଇସ୍ଥିତ କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର । ହାଇକୋର୍ଟଙ୍କ ରହିତାଦେଶ ଆସିବା ଆଗରୁ କାର୍ଯ୍ୟାଳୟ…

କନକ ବ୍ୟୁରୋ : ଉଦ୍ଧବ ସରକାରଙ୍କ ସହ ମୁହାଁ ମୁହିଁ ହେବା କଙ୍ଗନାଙ୍କୁ ମହଙ୍ଗା ପଡିଛି । ଆଜି ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ୱାଇରେ ପହଁଚିବା ଆଗରୁ ତାଙ୍କ ମୁମ୍ୱାଇ ସ୍ଥିତ ଅଫିସର ବେଆଇନ୍ ନିର୍ମାଣ ଉପରେ ଚାଲିଛି ବିଏମସି ବୁଲଡୋଜର । ବେଆଇନ୍ ନିର୍ମାଣ ଅଭିଯୋଗ ନେଇ ନୋଟିସ୍ କରିବା ପରେ ପରେ…

ଆସନ୍ତା ୧୩ତାରିଖ ବେଳକୁ ଆଉ ଏକ ଲଘୁଚାପ ପୂର୍ବାନୁମାନ : ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା;…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା…

ପବଜୀ ପ୍ରେମୀଙ୍କ ପାଇଁ ଖୁସି ଖବର: ପୁଣି ଭାରତ ଫେରୁଛି ଲୋକପ୍ରିୟ ଗେମିଂ ଆପ୍ ପବଜୀ ମୋବାଇଲ…ଦେଶର ସୁରକ୍ଷା ଏବଂ…

କନକ ବ୍ୟୁରୋ: ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବ୍‌ଜି କର୍ପୋରେସନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଚୀନ୍‌ର ସଂସ୍ଥା ଟେନ୍‌ସେଣ୍ଟ୍‌ ଗେମସ୍ ସହ ରଖିଥିବା ସମ୍ପର୍କ ଛିନ୍ନ କରିଛି। ଭାରତରେ ପବ୍‌ଜି ନିଷିଦ୍ଧ ହେବାର କିଛି ଦିନ ପରେ ପବ୍‌ଜି କର୍ପୋରେସନ ଏହି ନିଷ୍ପତ୍ତି ନେଇଛି। ଭାରତ…

ପାଣି ବିଲ ସହ ବିଜୁଳି ବିଲ ପୈଠ ହେବ ଡାକଘରେ । ପାନକାର୍ଡ ସହ ବସ ବସ, ଟ୍ରେନର ଟିକେଟ ବୁକିଂ ସହ ୭୩ ପ୍ରକାର ସେବା…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏଣିକି ଡାକଘରେ କେବଳ ଆଉ ହେବ ନାହିଁ ଟଙ୍କା ଦେଣନେଣ କାର୍ଯ୍ୟ । ଲୋକଙ୍କ ସୁବିଧା ଲାଗି ସରକାର ଡାକଘରରେ ୭୩ ସେବା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ସିଧାସଳଖ ଲାଭ ଆପଣମାନେ ପାଇବେ । କହିବାକୁ ଗଲେ ପୋଷ୍ଟ ଅଫିସ କମନ ସର୍ଭିସ…

ଏସବିଆଇର ବଡ ନିଷ୍ପତ୍ତି । ୩୦ ହଜାର କର୍ମଚାରୀଙ୍କୁ #SBI କରିବ ଛଟେଇ : କିନ୍ତୁ ଏମିତି ନିଷ୍ପତ୍ତି ବ୍ୟାଙ୍କ ନେଲା…

କନକ ବ୍ୟୁରୋ : ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବଡ ଖବର । ଷ୍ଟେଟ ୍ ବ୍ୟାଙ୍କ ନିଜର କର୍ମଚାରୀ ହ୍ରାସ କରିବାକୁ ଯୋଜନା କରିଛି । ଏକା ସାଙ୍ଗରେ ପାଖାପାଖି ୩୦ ହଜାର କର୍ମଚାରୀଙ୍କୁ ବାହାର କରିବାକୁ ଯୋଜନା ହେଉଛି । ତେବେ ଏଥିପାଇଁ ବ୍ୟାଙ୍କ ଭିଆରଏସ ଟଙ୍କ ଯୋଗାଡ କରୁଥିବା ନେଇ ମଧ୍ୟ…