Daily Archives

September 5, 2020

ଚିନ୍ତା ବଢାଉଛନ୍ତି ଖୋର୍ଦ୍ଧା , ମୟୂରଭଂଜ ଓ କଟକ । ଲଗାତାର ଭାବରେ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : ଚିନ୍ତା ବଢାଉଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୬୧୮ରେ ରେ ପହଚିଂଛି ।…

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗାଁରେ ପହଂଚିପାରିଲା ନାହିଁ ଆମ୍ବୁଲାନ୍ସ, ବେଡସିଟ୍ ମେଡିକାଲ ଗଲେ…

କନକ ବ୍ୟୁରୋ : ଉପାନ୍ତରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ସ୍ୱାଭିମାନ ଅଂଚଳ ଚିତ୍ରକୋଣ୍ଡା ଅଂଚଳରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପହଁଚି ପାରିଲାନି ଆଂବୁଲାନ୍ସ । ଦୋଳାରେ ୪ କିଲୋମିଟର ବାଟ ବେଡସିଟ୍ ଭାରାରେ ନେବା ପରେ ଡାକ୍ତରଖାନାକୁ ନେଇଥିଲେ । ଚିତ୍ରକୋଣ୍ଡା ପଂଚାୟତ…

ବନ୍ୟାକୁ ବିତିଲାଣି ୮ ଦିନ ହେଲେ ଏବେବି ଅନେକ ଅସୁବିଧାରେ ରହିଛନ୍ତି ଶତାଧିକ ଲୋକ । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ଲହରୀ…

କନକ ବ୍ୟୁରୋ : ଚଳିତ ବର୍ଷ ଧନୁଆ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୮ଦିନ ପରେ ବି ବନ୍ୟା ପରିସ୍ଥିତିର ଭୟାଭୟତା ଏବେବି ଲାଗିରହିଛି । ବନ୍ୟାର ତାଜା ସ୍ଥିତି ପରଖିବା ପାଇଁ ପାଦେପାଦେରେ ଥିବା ବିପଦକୁ ଖାତିରି ନକରି…

ରାଜ୍ୟରେ ବଢୁଛି ‘କରୋନା’ର କାୟା: ଦିନକରେ ୩୫୪୩ ଆକ୍ରାନ୍ତ,୭ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୮୭୮, ମୟୂରଭଂଜରୁ ୩୨୬…

କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲାରୁ ଆଜି ଅ୍ଧମ ୩୫୫ ଶହ ୪୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ସଂକ୍ର ମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ସେହିଭଳି ଆଜି…

ଛତିଶଗଡରେ ବସ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ୨ ଲକ୍ଷ ଟଙ୍କାର ସହାୟତା; ଛତିଶଗଡ…

କନକ ବ୍ୟୁରୋ: ଛତିଶଗଡ ରାୟପୂୁରରେ ଦାଦନଙ୍କ ବସ ଦୁର୍ଘଟଣା ଖବରରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କୁ ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରାଯାଇଛି । ମନ୍ତ୍ରୀ ସୁଶାନ୍ତ…

ଦେଶରେ ୪୦ ଲକ୍ଷ ଛୁଇଁଲା କରୋନା ସଂକ୍ରମଣ ସଂଖ୍ୟା । ଆଜି ଗୋଟିଏ ଦିନରେ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ହଜାରେ…

କନକ ବ୍ୟୁରୋ :ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୪୦ ଲକ୍ଷ । ଗତ ୨୪ ଘଂଟାରେ ଦେଶରେ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ରେ ପହଁଚିଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ଏକ ହଜାର ଅଣାନବେ ଜଣଙ୍କ…