Daily Archives

September 2, 2020

ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ସମୟ ମାଗିଲେ ସରକାର, ପରୀକ୍ଷାର ଶେଷ ତାରିଖକୁ ସେପ୍ଟେମ୍ବର ୩୦…

କନକ ବ୍ୟୁରୋ: ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ସମୟ ମାଗିଲେ ସରକାର । ପରୀକ୍ଷାର ଡେଡଲାଇନ ବୃଦ୍ଧି କରିବାକୁ ୟୁଜିସିକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ପରୀକ୍ଷାର ଶେଷ ତାରିଖକୁ ସେପ୍ଟେମ୍ବର ୩୦ ପରିବର୍ତେ  ୧୦ ଅକ୍ଟୋବର ପର୍ଯ୍ୟନ୍ତ ଘୁଂଚାଇବାକୁ  ଚିଠି ମାଧ୍ୟମରେ…

ଚାଇନା ଗାଲରେ ଆଉ ଏକ ଚାପୁଡା । ଭାରତରେ ବ୍ୟାନ୍ ହେଲା ପବଜି । ଆଉ ୧୧୮ଟି ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇଲେ ଭାରତ…

କନକ ବ୍ୟୁରୋ : ବଡ଼ ଖବର । ଭାରତରେ ବ୍ୟାନ୍ ହେଲା ଗେମିଂ ଆପ୍ ପବଜି । ଆଉ ୧୧୮ଟି ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇଲେ ଭାରତ ସରକାର । ଆଉ ଯାହା ଭିତରେ ରହିଛି ଲୋକପ୍ରିୟ ଗେମିଂ ଆପ୍ ପବଜି । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଜାରି ହେଲା କଟକଣା । ଏଯାଏଁ ମୋଟ୍ ୨୨୪ଟି ଚାଇନା ଆପ୍ ଉପରେ…

କିଛି ସମୟ ପରେ ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ…

କନକ ବ୍ୟୁରୋ: ଆଉ କିଛି ସମୟ ପରେ ବସିବ କ୍ୟାବିନେଟ ବୈଠକ । କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ୩ଟି କ୍ୟାବିନେଟ ବୈଠକ । ଭିଡିଓ କନଫରେନ୍ସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୋଟିଏ ପ୍ରସ୍ତାବ ଆସିବ ବୋଲି…

ବନ୍ୟାର ସପ୍ତାହେ ପରେ ବି ଗାଁ ଦାଣ୍ଡରୁ ଖସୁନି ପାଣି । କଣାସରେ ଜଳବନ୍ଦୀରେ ଶହ ଶହ ଲୋକ, ଖୋର୍ଦ୍ଧାରେ ୧୫ ଗାଁ…

କନକ ବ୍ୟୁରୋ: ମହାନଦୀର ଜଳସ୍ତର କମିବାରେ ଲାଗିଛି,  ତାଳିଆ ଅଂଚଳରେ ବି ପାଣି କମୁଛି । ହେଲେ ଏବେ ବି ତିଗିରିଆର ଚଷାଆଁରା ଓ ଉତରବାଙ୍କୀ ବ୍ଲକର ଓସ୍ତିଆ ଗାଁଟି ବାହ୍ୟଜଗତରୁ  ବିଚ୍ଚିନ୍ନ ହୋଇଯାଇଛି । ଗାୁଁ ସଂଯୋଗ କରୁଥିବା  ରାସ୍ତା ଉପରେ ୬ ଫୁଟର  ପାଣି ଚାଲୁଛି । ଫଳରେ ନାହିଁନଥିବା…

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ମନୋନୀତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

କନକ ବ୍ୟୁରୋ: ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ପାଇଁ ମନୋନୀତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ପାଇଁ…

ପଥର ସନ୍ଧିରେ ଫସିଲା ଶିଶୁର ଗୋଡ଼ । ବୌଦ୍ଧ ବୁରୁବୁଡା ଗାଁରେ ଗାଧୋଇବାକୁ ଯାଇଥିବା ବେଳେ ଝରଣା ପଥର ସନ୍ଧିରେ…

କନକ ବ୍ୟୁରୋ: ପଥର ଫାଙ୍କରେ ଫସିଲା କୁନି ପିଲା । ବୌଦ୍ଧ ପୁରୁଣାକଟକ ଥାନା ବୁରୁବୁଡା ଗାଁରେ ପାଣିର ପଥର ସନ୍ଧିରେ ୫ ବର୍ଷର କୁନିଶିଶୁ ଫସିଯାଇଥିଲା । ୨ ଘଂଟା ଧରି ଉଦ୍ୟମ ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ଗାଁର କିଛି ପିଲାଙ୍କ ସହ ଗାଧୋଉଥିବା ସମୟରେ ଶିଶୁଟି…