Daily Archives

August 18, 2020

ସଂକ୍ରମଣ ରୋକିବା ପାଇଁ ନିଆଗଲା ପଦକ୍ଷେପ । ଟ୍ୱିନସିଟି ସମେତ ଗଂଜାମ, ଗଜପତି, ସୁନ୍ଦରଗଡ଼ ଆଦି ବିଭିନ୍ନ ଜିଲ୍ଲାରେ ଗଶେଶ…

କନକ ବ୍ୟୁରୋ: ହାଇକୋର୍ଟରେ ପହଂଚିଛି ଟ୍ୱିନ୍ ସିଟି ଗଣେଶ ପୂଜା ମାମଲା । କଟକରେ ଗଣେଶ ପୂଜା କରିବା ଦାବିରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି କଟକ ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର କୁମାର ହାତି । ପୂଜା ବନ୍ଦ କରିବା ପାଇଁ ପ୍ରଶାସନ ଦେଇଥିବା ନିର୍ଦେଶନାମାକୁ ଚ୍ୟାଲେଂଜ କରି…

ଲଗାଣ ବର୍ଷାରେ ନଈ ପାଲଟିଲା ଗାଁଦାଣ୍ଡ । ଡଙ୍ଗାରେ ଯିବା ଆସିବା କଲେ ଗାଁ ଲୋକେ, ରାସ୍ତା ଉପରେ ପାଣିରେ ଉବୁଟୁବୁ ହେଲା…

କନକ ବ୍ୟୁରୋ : କିଛି ଦିନର ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ରାସ୍ତାରେ ଡଙ୍ଗା ଚାଲିଛି । ଘର ଦ୍ୱାର ବୁଡିଯାଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇପଡିଛି । ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ମୋଟୁ ଅଂଚଳରେ ବନ୍ୟା ପରିସ୍ଥିତି ଉତ୍କଟ ହୋଇଛି । ଏଭଳି ସ୍ଥିତିରେ…

କରୋନା ମାଡ଼ରେ ଭାଙ୍ଗୁଛି ରାଜ୍ୟର ଆର୍ଥିକ ମେରୁଦଣ୍ଡ । ଚମକାଇଦେଲା ଏସବିଆଇ ରିପୋର୍ଟ, ଏ ବର୍ଷରେ କ୍ଷତି ହେବ ୬୮ ହଜାର…

କନକ ବ୍ୟୁରୋ : କେମିତି ଅଛି ଓଡିଶାର ଅର୍ଥନୀତି । କେମିତି ତାଲାବନ୍ଦ ଅର୍ଥନୀତିର ମେରୁଦଣ୍ଡକୁ ଭାଙ୍ଗି ଦେବାକୁ ବସିଛି । ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏନେଇ ରିପୋର୍ଟ ପ୍ରସ୍ତୁତ କରିଛି । ଏଥିରେ କୁହାଯାଇଛି, ଚଳିତ ଆର୍ଥିକ ବର୍ଷରେ ଓଡିଶା ୬୮ ହଜାର…

୧୦ ଲକ୍ଷ ଟପିଲା ଓଡ଼ିଶାର କରୋନା ଟେଷ୍ଟ୍ । ପରୀକ୍ଷା ତୁଳନାରେ କମୁଛି ସଂକ୍ରମଣ ହାର, ସେପଟେ ଦେଶରେ ସୁସ୍ଥ ହେଲେ ୭୩…

କନକ ବ୍ୟୁରୋ: କରୋନାକୁ ନେଇ ଏକ ଭଲ ଖବର ହେଉଛି, ସଂକ୍ରମଣ ସଂଖ୍ୟା ବଢୁଥିଲେ ମଧ୍ୟ ସଂକ୍ରମଣ ହାର କିନ୍ତୁ କମୁଥିବା ଲକ୍ଷ୍ୟ କରାଯାଉଛି । ଆଜି ଓଡିଶା ୧୦ ଲକ୍ଷ କରୋନା ପରୀକ୍ଷାର ମାଇଲ ଖୁଂଟ ଅତିକ୍ରମ କରିଛି । ଏହି ମହାମାରୀର ମୁକାବିଲା ପାଇଁ ପରୀକ୍ଷା ହିଁ ସବୁଠାରୁ ବଡ ମାଧ୍ୟମ । ଗତ ୨୪…

ମାଲକାନଗିରି ପାଇଁ ଦୁଃଖ ଆଣିଛି ବନ୍ୟା । ପାଣିରେ ବୁଡ଼ିଛି ୯୩୩ ଗାଁ ହେଲେ କାହିଁକି ମାଲକାନଗିରିରେ ହେଉଛି ବନ୍ୟା…

କନକ ବ୍ୟୁରୋ: ବନ୍ୟା ବିଭିଷିକାର ସବୁ ଚିତ୍ର ସେଇ କଥାକୁ ପ୍ରମାଣିତ କରୁଛି ଯାହା ଆଶଙ୍କା କରାଯାଉଥିଲା । ଗୋଦାବରୀ ନଦୀର ପଛୁଆ ପାଣି ଏବଂ ପୋଲାଭରମ୍ ପ୍ରକଳ୍ପର ପ୍ରଭାବ ଯୋଗୁଁ ମାଲକାନଗିରି ଜିଲ୍ଳାର ମୋଟୁ ଅଂଚଳରେ ବର୍ତମାନ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ ନଦୀରେ ଜଳସ୍ତର ବଢ଼ିବା…

ପାଠ ପଢିବାକୁ ଯାଇ ଆମେରିକାରେ ଫସିଛନ୍ତି ଶହେ ଛାତ୍ରଛାତ୍ରୀ । ଘରକୁ ଫେରିବାକୁ ସୋନୁଙ୍କୁ କଲେ ଗୁହାରୀ । ସୁଦୂର…

କନକ ବ୍ୟୁରୋ: ସୋନୁ, ଅସହାୟଙ୍କ ଅନ୍ନଦାତା, ଶ୍ରମିକଙ୍କ ସାକ୍ଷାତ ଭଗବାନ ଆଉ ଦୁଃଖୀ ଦରିଦ୍ରଙ୍କ ଦେବଦୂତ । ମହାମାରୀ ସମୟରେ ମଣିଷପଣିଆର ମନ୍ଦିର ପାଲଟିଥିବା ସୋନୁ ସୁଦଙ୍କର ଏମିତି ଅନେକ ରୂପ ଦେଖିଆସୁଛି ଦେଶ । ଯିଏ ଯେଉଁଠିବି ସୋନୁଙ୍କୁ ନିଜ ସଂଘର୍ଷ ଜଣାଉଛି, ଦେବଦୂତ ସାଜି ଦୁଃଖ…