Daily Archives

August 18, 2020

ଭାଇରାଲ ଅଡିଓ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ତଦନ୍ତରେ ସହଯୋଗ କଲେ, ଗିରଫ ହେବେ ନାହିଁ; ୩ସପ୍ତାହ ପରେ ମାମଲାର…

କନକ ବ୍ୟୁରୋ: ଏକ ଘରୋଇ ଟିଭି ଚାନେଲ୍‌ର ସୋସିଆଲ ମିଡିଆରେ ପ୍ରସାରିତ ରାଜ୍ୟ ସରକାରଙ୍କ କୋଭିଡ-୧୯ ଚିକିତ୍ସା ସମ୍ବନ୍ଧିତ ଭାଇରାଲ ଅଡିଓକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଏହି ଭାଇରାଲ ଅଡିଓରେ ଯେଉଁ ଦୁଇଜଣ ବ୍ୟକ୍ତିଙ୍କ ବାର୍ତ୍ତାଳାପ ରହିଛି ସେମାନେ ଗିରଫ ହୋଇ ଜାମିନରେ ମୁକୁଳି…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୨୨୦ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୩୬, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୨୨୦ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୩୬ଟି କୋଭିଡ୍ ମାମଲା ରହିଥିବାବେଳେ ୮୪ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ଭାରତ ପାଇଁ ଭଲ ଖବର । ଶେଷ ପର୍ଯ୍ୟାୟରେ ଭାରତର ଭ୍ୟାକ୍ସିନ୍, ସପ୍ତାହ ମଧ୍ୟରେ ହେବ ଅନ୍ତିମ ବା ଶେଷ ପର୍ଯ୍ୟାୟ ପରୀକ୍ଷଣ…

କନକ ବ୍ୟୁରେ: କରୋନାକୁ ନେଇ ଆସିଲା ଭଲ ଖବର । ଶେଷ ପର୍ଯ୍ୟାୟରେ ଭାରତର କରୋନା ଭ୍ୟାକ୍ସିନ୍ । ଚଳିତ ସପ୍ତାହ ସୁଦ୍ଧା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ । ତେବେ ଦେଶରେ ୩ଟି କୋଭିଡ୍ ଭ୍ୟାକ୍ସିନ୍ ଉପରେ ଗବେଷଣା ଚାଲିଛି । ଯେଉଁଥିରୁ ଗୋଟିଏ ଭ୍ୟାକ୍ସିନ୍ କୁ ଦିନେ କି ଦୁଇ ଦିନ ମଧ୍ୟରେ ଶେଷ…

କରୋନା କାଳରେ ମାନ୍ଦା ପଡିଛି ନୂଆଁଖାଇ ହାଟ । ତିଆରି ହୋଇଛି ନୂଆ ମାଟି ପାତ୍ର ଓ ବାଉଁଶ ସାମଗ୍ରୀ, ହେଲେ ବିକ୍ରୀ…

କନକ ବ୍ୟୁରୋ: ଦିନ କେଇଟା ପରେ ପଶ୍ଚିମ ଓଡିଶାର ମହାନ କୃଷିଭିତିକ ଗଣପର୍ବ ନୂଆଁଖାଇ । ସେଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ଠାରେ ଲଗ୍ନ ଧାର୍ଯ୍ୟ ହେବାକ୍ଷଣି ଦୁରରେ ଥିବା ପରିବାରର ସଦସ୍ୟଙ୍କୁ ଘରକୁ ଆସିବାକୁ ଖବର ଦିଆଗଲାଣି ।  ନୁଆଁଖାଇ ଦିନ…

ଏଣିକି ସମୟ ପୂର୍ବରୁ ସରିଗଲେ ଗ୍ୟାସ୍ ଜରିମାନା ଭରିବେ ଡିଷ୍ଟ୍ରିବ୍ୟୁଟର ! ଆପଣଙ୍କ ଗୋଟିଏ ଅଭିଯୋଗରେ ରଦ୍ଦ ହୋଇଯିବ…

କନକ ବ୍ୟୁରୋ: ଏଣିକି ସମୟ ପୂର୍ବରୁ ଗ୍ୟାସ୍ ସରିଗଲେ ଫାଇନ ଭରିବେ ଡିଷ୍ଟ୍ରିବ୍ୟୁଟର । ନିର୍ଧାରିତ ସମୟ ପୂର୍ବରୁ ଯଦି ଆପଣଙ୍କ ଗ୍ୟାସ୍ ଟାଙ୍କି ଖାଲି ହୋଇଯାଏ ତେବେ ଏଥିପାଇଁ ଦାୟି ରହିବେ ଗ୍ୟାସ୍ ବିତରକ କଂପାନୀ । ତେବେ ଅନେକ ସମୟରେ ସିଲିଣ୍ଡରରୁ ଗ୍ୟାସ ଚୋରି ନେଇ ବିଭିନ୍ନ ମାମଲା ଏବଂ…

ବନ୍ୟାରେ ପ୍ରଭାବିତ ହୋଇଛି ମାଲକାନଗିିରିର ୯୩୩ ଗାଁ, ଭାଙ୍ଗିଛି ୩୨୧ ଘର, ବନ୍ୟାଞ୍ଚଳ ବୁଲିବା ପରେ ରାଜସ୍ୱ ମନ୍ତ୍ରୀଙ୍କ…

କନକ ବ୍ୟୁରୋ: ବନ୍ୟାରେ ମାଲକାନଗରିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଛି । ୩୨୧ଟି ଘର ଭାଙ୍ଗିଛି । ୧୯୭୧ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ମାଲକାନଗିରି ଜିଲ୍ଲାର ବନ୍ୟାଂଚଳ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଏଥିସହ କ୍ଷୟକ୍ଷତି ଆକଳନ…