Daily Archives

August 11, 2020

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଙ୍କଟାପନ୍ନ । ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନଥିବା ସୂଚନା । ଏବେ…

କନକ ବ୍ୟୁରୋ: ପ୍ରଣବ ମୁଖାର୍ଜୀ ଗୁରୁତର । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ବର୍ତ୍ତନାବ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସୁ ନଥିବା…

ବିଶ୍ୱରେ କରୋନା ମହାମାରୀ ଭିତରେ ଆସିଲା ଆଶ୍ୱସ୍ତିକର ଖବର: ଋଷିଆ ଆଣିଲା ପ୍ରଥମ କରୋନା ଟିକା; ସ୍ୱାସ୍ଥ୍ୟ ମନ୍ତ୍ରାଳୟର…

କନକ ବ୍ୟୁରୋ: କରୋନା ଟୀକାକୁ ନେଇ ଆସିଛି ଏକ ବଡ ଖବର । କରୋନାର ପ୍ରଥମ ଟିକା ପ୍ରସ୍ତୁତ ହୋଇଥିବା ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି ଋଷ ସରକାର । ରାଷ୍ଟ୍ରପତି ଭାଲ୍ଦମିର ପୁଟିନ ଏହି ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ…

ରାଜଧାନୀରୁ ଆଜି ଆଉ ୧୦୯ ପଜିଟିଭ୍‌, ୧୩୪ ସୁସ୍ଥ: କ୍ୱାରେଣ୍ଟାଇନରୁ ୬୦ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ;…

କନକ ବ୍ୟୁରୋ: ଭୁବନେଶ୍ୱରରେ କରୋନାର ବିସ୍ଫୋରକ ସ୍ଥିତି । ରାଜଧାନୀରେ ଆଜି ଆଉ ୧୦୯ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଲା ଭୁବନେଶ୍ୱର ମୁନିସପାଲ କର୍ପୋରେସନ । ତେବେ ଆଜି ଖୋର୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯ ସଂକ୍ରମିତ ହେଉଛନ୍ତି…

ରାୟଗଡ଼ାର ତୁମ୍ବିଗୁଡ଼ା ଛକ ନିକଟରେ ୨୪ ଲକ୍ଷ ଟଙ୍କା ଲୁଟ୍‌ । ମାରଣାସ୍ତ୍ର ଦେଖାଇ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କଠୁ…

କନକ ବ୍ୟୁରୋ: ରାୟଗଡାରେ ୨୪ ଲକ୍ଷ ଟଙ୍କାର ଲୁଟ ଅଭିଯୋଗ । ତୁମ୍ବିଗୁଡା ଛକରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘରୋଇ ସଂସ୍ଥାର କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତମାନେ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଲୁଟି ନେଇଥିବା ଅଭିଯୋଗ…

ଆଉ ଘର ଘର ବୁଲି ଭିକ ମାଗିବନି କଅଁଳ କଢି । ଭିକ୍ଷା ବ୍ୟାଗ୍ ଛାଡିବ, ସ୍କୁଲ ବ୍ୟାଗ୍ ଧରିବ… ପରିବାର ପେଟ…

କନକ ବ୍ୟୁରୋ: ଆଉ ଘର ଘର ବୁଲି ଭିକ ମାଗିବାକୁ ପଡିବନି । କାନ୍ଧରେ ବହି ବସ୍ତାନୀ ବଦଳରେ ପ୍ଲାଷ୍ଟିକ ବ୍ୟାଗ ଧରି ମାଆ ଗଣ୍ଡେ ଭିକ ଦିଅ, ବାବୁ ଗଣ୍ଡେ ଖାଇବାକୁ ମିଳିବ ବୋଲି କହିବାକୁ ପଡିବନି କି ଖାତା କଲମ ଧରା ବୟସରେ ଦୁଆର ଦୁଆର ବୁଲି ଆଉ ହାତ ପାତିବାକୁ ପଡିବନି । କାରଣ କୁନି ପୁଅର…

ସମ୍ବଲପୁରରେ ସପ୍ତାହାନ୍ତ ସଟଡାଉନରେ ପରିବର୍ତ୍ତନ: ନୂଆଖାଇ ପାଇଁ ୨୨ ଓ ୨୩ ସଟଡାଉନ୍ ବାତିଲ; ଅନ୍ୟପଟେ ଅଗଷ୍ଟ ୧୫ ବଦଳରେ…

କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି ସମୟରେ ଏହାକୁ ଥିବା ସପ୍ତାହାନ୍ତ ସଟଡାଉନକୁ ବାତିଲ କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୨୨ ଓ ୨୩ ତାରିଖରେ ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ସ୍ଥାନୀୟ ଅଂଚଳର ଗଣପର୍ବ ନୂଆଖାଇ ଥିବାରୁ…