Daily Archives

August 10, 2020

ବ୍ଲାକ ବକ୍ସ ଭିତରେ ବିମାନ ଦୁର୍ଘଟଣା ସତ । ପ୍ଲେନ କ୍ରାସ ପରେ କାହିଁକି ଖୋଜାଯାଏ ବ୍ଲାକ ବକ୍ସ ? ଭୟଙ୍କର ଦୁର୍ଘଟଣା…

କନକ ବ୍ୟୁରୋ: ବିମାନରେ କାହିଁକି ଖଞ୍ଜାଯାଏ ବ୍ଲାକ୍ ବକ୍ସ ? କେମିତି ଦୁର୍ଘଟଣାର ସତ କହେ ଶେଷ ମୁକସାକ୍ଷୀ? ଶୁକ୍ରବାର ସଞ୍ଜରେ କେରଳରେ ତାଣ୍ଡବ ରଚିଥିଲା ମୃତ୍ୟୁ । କେରଳ କୋଝିକୋଡ୍ ବିମାନବନ୍ଦରରେ ଅବତରଣ କଲାବେଳେ ଫାସ ବସାଇ ବିମାନକୁ ଟାଣି ନେଇଥିଲା କାଳ । ଆଉ ବର୍ଷାଭିଜା ସେହି କାଳ…

ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ । ଜଳକୁ ଅସ୍ତ୍ର କରି ହଇରାଣ କରିବାକୁ ଚେଷ୍ଟା । ବ୍ରହ୍ମପୁତ୍ର ନଦୀକୁ…

ଭାରତକୁ ଚାପରେ ରଖିବାକୁ ଚୀନ ଆଉ ଏକ ଅସ୍ତ୍ରର ଉପଯୋଗ କରୁଛି । ତାହା ହେଉଛି ଜଳ ଅସ୍ତ୍ର । ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଉପରମୁଣ୍ଡରେ ନଦୀ ବନ୍ଧମାନ ନିର୍ମାଣ କରି ଭାରତୀୟ ଜଳ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛି । କେବଳ ଏତିକି ନୁହେଁ, ଏହି ନଦୀର…

୨୪ଘଂଟା ହେବ ମା’କୁ ବନ୍ଧକ ରଖିଛି ପୁଅ । ପୁରୀ ଜିଲ୍ଲା ପିପିଲିରେ ଅଭାବନୀୟ ଘଟଣା । ଘର ଖୋଲିଲେ ମାକୁ ହତ୍ୟା ସହ ନିଜେ…

କନକ ବ୍ୟୁରୋ : କୁଳାଙ୍ଗାର ପୁଅ । ୨୪ ଘଂଟା ହେବ ବନ୍ଦ ଘରେ ମା’କୁ ବନ୍ଧକ ରଖି ହତ୍ୟା ଧମକ ଦେଉଛି ପୁଅ । କେହି ଘର ଖୋଲିବାକୁ ଚେଷ୍ଟା କଲେ ମାକୁ ହତ୍ୟାକରି ଆତ୍ମହତ୍ୟା କରିବାକୁ ଧମକ ଦେଉଛି ଅଭିଯୁକ୍ତ । ଅଭିଯୁକ୍ତ ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ଗୁରୁତର । ତେବେ ଅଭିଯୋଗ ପରେ ଅଭିଯୁକ୍ତକୁ…

ଅଗଷ୍ଟ ୧୨ରେ ବାହାରିବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ । ଦିନ ସାଢେ ୧୨ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ

କନକ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ଫଳ ନେଇ ବର୍ତ୍ତମାନ ସମୟର ସବୁଠାରୁ ଇଙ୍ଗ ଖବର । ଆସନ୍ତା ୧୨ ତାରିଖରେ ବାହାରିବ ପ୍ଲସ ୨ ବିଜ୍ଞାନ ପରୀକ୍ଷା ଫଳ । ଅଗଷ୍ଟ ୧୨ ତାରିଖରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ । ୧୨ ତାରିଖ ସାଢେ ୧୨ଟା ବେଳେ ରେଜଲ୍ଟ ବାହାରିବ । ତେବେ ଯୁକ୍ତ ୨…

ସୁଶାନ୍ତଙ୍କୁ ଭୁଲିପାରୁନି ପୋଷା କୁକୁର । ଅଭିନେତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି । ସୁଶାନ୍ତଙ୍କୁ ଏବେ ବି…

କନକ ବ୍ୟୁରୋ : ନିରୀହ ପଶୁର ଆଖିରୁ ଲୁହ ଶୁଖୁନି । ସୁଶାନ୍ତ ସିଂ ରାଜପୁତଙ୍କୁ ଝୁରୁଛି ପୋଷା କୁକୁର ଫଜ୍ । ଅପଲକ ନୟନରେ ମାଲିକକୁ ଅପେକ୍ଷା କରିଛି ଫଜ୍ । ଅଶ୍ରୁଳ ଆଖିରେ ଅଭିନେତାଙ୍କ ଅଫେରା ବାଟକୁ ଚାହିଁ ଚାହିଁ ଅନବରତ ଲୁହ ଗଡ଼ାଉଛି । ସୁଶାନ୍ତଙ୍କ କୌଣସି ଫଟୋ ଓ ଭିଡ଼ିଓ ଦେଖିଲେ କାନ୍ଦୁଛି…

ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ସଂକ୍ରମିତ । ମନ୍ଦିର ବନ୍ଦ କରିବା ପାଇଁ ଦାବି କଲେଣି ଲୋକେ

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର। ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା କବଳିତ ହୋଇସାରିଛନ୍ତି । ସେ ମଧ୍ୟରୁ ୪୦୨ଜଣ…