Daily Archives

August 9, 2020

ସାବଧାନ, ଚୀନରୁ ଆସିପାରେ ଅଜଣା ପାର୍ସଲ । ଜମିରେ ବୁଣିଲେ ବର୍ଷ ବର୍ଷ ଧରି ନଷ୍ଟ ହୋଇପାରେ ଫସଲ, ଆମେରିକା, ଜାପାନ ଓ…

କନକ ବ୍ୟୁରୋ : କାହା ଘରକୁ ବି ଆସିପାରେ ଏକ ଅଜଣା ବିହନ ଭରା ପାର୍ସଲ । ଆଉ ଏହି ବିହନ ପାର୍ସଲ ପହଞ୍ଚୁଛି ଚାଷୀର ଘରେ । ବିହନ ପାର୍ସଲ ଦେଖି ଖୁସି ହୋଇ ଯଦି ଚାଷୀ ଏହାକୁ ନିଜ ଜମିରେ ବୁଣିଦିଏ, ତେବେ କଥା ସରିଲା । ବର୍ଷ ବର୍ଷ ଯାଏ, ସେ ଜମିରେ ଆଉ କିଛି ଚାଷ ହେବନି । ଏବେ ଏଭଳି ଏକ ଭୟ…

ଓଡ଼ିଶାରେ କମିବ କି କରୋନା ସଂକ୍ରମଣ ? ବରିଷ୍ଠ ଡାକ୍ତର କହିଲେ, ଅଗଷ୍ଟ ଶେଷ ସୁଦ୍ଧା ହ୍ରାସ ପାଇବ ଆକ୍ରାନ୍ତଙ୍କ ସଂଖ୍ୟା…

କନକ ବ୍ୟୁରୋ : ଅଗଷ୍ଟ ଶେଷ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଯିବ । ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି, ବର୍ତ୍ତମାନ ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକରେ ଅଛି । ୧୫ରୁ ୨୦ ଦିନ ମଧ୍ୟରେ ଏହା ଧୀରେ ଧୀରେ କମିବା ଆରମ୍ଭ ହେବ । ଅକ୍ଟୋବର ମଧ୍ୟ ସୁଦ୍ଧା ଏହି ମହାମାରୀର…

ଚାଷୀଙ୍କୁ ମୋଦିଙ୍କ ଉପହାର । ପିଏମ୍ କିଷାନ୍ ଯୋଜନାରେ ସାଢ଼େ ୮ କୋଟି ଚାଷୀଙ୍କ ଖାତାକୁ ଟଙ୍କା ପଠାଇଲା କେନ୍ଦ୍ର । କୃଷି…

କନକ ବ୍ୟୁରୋ : ଆଜି ପବିତ୍ର ବଳରାମ ଜୟନ୍ତୀରେ ଦେଶର ଅନ୍ନଦାତାଙ୍କୁ ବଡ ଆଶ୍ୱସ୍ତି ଆଣିଦେଇଛନ୍ତି କେନ୍ଦ୍ର ସରକାର । ସାଢେ ୮ କୋଟି ଚାଷୀଙ୍କ ପାଖରେ ପହଞ୍ଚିଯାଇଛି ପିଏମ କିଷାନ ଯୋଜନାର ଷଷ୍ଠ କିସ୍ତି ଟଙ୍କା । ଡିବିଟି ଜରିଆରେ ସିଧାସଳଖ ଚାଷୀଙ୍କ ଖାତାରେ ଜମା ହୋଇଛି ୧୭ ହଜାର କୋଟି ଟଙ୍କା ।…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୧୬୬ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୯୮, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୬୬ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୯୮ଟି ପଜିଟିଭ୍ କେସ୍ ଆସିଥିବାବେଳେ ୬୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ପ୍ରଭାବରେ…

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଆସନ୍ତକାଲି…

ରାଜନୀତିରୁ ରିଜର୍ଭ ବ୍ୟାଙ୍କ । ଦିଲ୍ଲୀ ଦରବାରରେ ବଢୁଛି ଓଡ଼ିଆଙ୍କ ଦବଦବା, ଦେଶର ପାୱାରଫୁଲ ପଦବୀରେ ବସିଛନ୍ତି ଓଡ଼ିଆ…

କନକ ବ୍ୟୁରୋ : ମୋଦି ସରକାରରେ ଓଡ଼ିଆଙ୍କ ଦବଦବା । ରାଜନେତାଙ୍କ ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଦେଶର ଉଚ୍ଚ ପଦପଦବୀରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇ ଚାଲିଛି । ଆଉ ଯେତେବେଳେ ଓଡ଼ିଆ ଆଇଏଏସ ଅଫିସର…