Daily Archives

August 2, 2020

ଋଣ ପାଇଁ ଆତ୍ମହତ୍ୟା ଅଭିଯୋଗ: ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଋଣ ଟଙ୍କା ସୁଝିବାକୁ ବାଧ୍ୟ କରିବାରୁ ଚାଷୀ ହରାଇଲେ…

କନକ ବ୍ୟୁରୋ: ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ ରାଜୁଆଳି ବନ୍ଧା ଗାଁରେ । ଅର୍ଥ ଲଗାଣକାରୀ ସଂସ୍ଥା ଋଣ ସୁଝିବା ପାଇଁ ବାଧ୍ୟ କରିବାରୁ ଗାଁର ଚାଷୀ ମହେନ୍ଦ୍ର ଦାସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ,…

ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା ।…

କନକ ବ୍ୟୁରୋ : ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ…

ଭାରତ -ଚୀନ ମଧ୍ୟରେ ସୀମାରେ ଉତେଜନା କମାଇବାକୁ ଆଜି ପୁଣି ବୈଠକ: ଦୁଇଦେଶର ପ୍ରତିରକ୍ଷା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ…

କନକ ବ୍ୟୁରୋ: ଭାରତ - ଚୀନ ଉତେଜନା କମାଇବାକୁ ବୈଠକ । ମାଲଡୋରେ ଦୁଇଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ବିଶେଷ କରି ଏଲଏସିର ପେଙ୍ଗଙ୍ଗ ଓ ଗୋଗ୍ରାର ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋନା ହେବା ନେଇ ସୂଚନା ମିଳିଛି । ଜୁନ୍ ୧୫ ଗଲୱାନ ଘାଟିର ସଂଘର୍ଷ ପର ଠାରୁ…

କରୋନା ନେଲା ଆଉ ୧୦ ଜୀବନ । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୭କୁ ବୃଦ୍ଧି । ସେପଟେ ଗଞ୍ଜାମରେ ଗଲାଣି ୧୦୩ ଜୀବନ ।

କନକ ବ୍ୟୁରୋ : ଜୀବନ ନେଉଛି କରୋନା । ଗତ ୨୪ ଘଂଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଂଜାମରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମରୁ ଜଣେ ୫୭ ବର୍ଷୀୟ ପୁରୁଷ, ୯୪ ବର୍ଷୀୟ ମହିଳା, ୫୭ ବର୍ଷୀୟ ପୁରୁଷ ଏବଂ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଧାରୁ ୩…

ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳ ବରୁଣଙ୍କ କରୋନାରେ ମୃତ୍ୟୁ: ଦୁଇ ସପ୍ତାହ ତଳେ ଚିହ୍ନଟ ହୋଇଥିଲେ ପଜିଟିଭ;…

କନକ ବ୍ୟୁରୋ: କରୋନା ନେଲା ମନ୍ତ୍ରୀଙ୍କ ଜୀବନ । ଉତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଲା ରାଣୀ ବରୁଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ ଲଖନୌର ପିଜିଆଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ ଜୁଲାଇ ୧୮ ତାରିଖରୁ କରୋନା ସଂକ୍ରମଣ ଚିହ୍ନଟ ହେବା ପର ଠାରୁ ତାଙ୍କୁ…

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ । ୨୪ଘଂଟାରେ ୧୪ଶହ ୩୪ ଆକ୍ରାନ୍ତ ଚିହ୍ନଟ । ଗଂଜାମରୁ ସର୍ବାଧିକ ୩୨୦ ଏବଂ ଖୋର୍ଦ୍ଧା…

କନକ ବ୍ୟୁରୋ: ରାଜ୍ୟରେ ଆଜି ଆଉ ୧୪୩୪ ନୂଆ ଆକ୍ରାନ୍ତ ଚିହ୍ନଟ । ୨୯ ଜିଲ୍ଲାରୁ ଆଜି ପୁଣି ୧୪୪୩ ନୂଆ ରୋଗୀ ଚିହ୍ନ ଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୯୧୩କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧ ହଜାର ୨୭୩ ଜଣ…