Daily Archives

July 23, 2020

ରାଷ୍ଟ୍ରୀୟ ମର୍ଯ୍ୟାଦା ଦୂରେ ଥାଉ, କରୋନା ଯୋଦ୍ଧାଙ୍କୁ ମିଳିଲାନି ସର୍ବନିମ୍ନ ମାନବୀୟ ସମ୍ମାନ । ଗୋଟିଏ ଶଶ୍ମାନରୁ ଆଉ…

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କୁ ମିଳିଲାନି ମଶାଣି । ମରଶରୀର, ମଶାଣିରୁ ମଶାଣି ବୁଲିଲା । ସକାଳୁ ରାତି ହୋଇଗଲା । ଶେଷରେ ଜଙ୍ଗଲ ଭିତରେ ଅନ୍ତିମ ସଂସ୍କାର କରାଗଲା । କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ଦେଖାଦେଇଛି ଏଭଳି ଅଭାବନୀୟ ସ୍ଥିତି । କାରଣ, ସମସ୍ତଙ୍କ…

ଜୁଲାଇରେ ଉପରକୁ ଉଠି ଚାଲିଛି କରୋନା ଗ୍ରାଫ୍ । ସରକାର କହିଲେ, ବ୍ୟସ୍ତ ହେବାର କାରଣ ନାହିଁ, ଘରେ ଘରେ ଖୋଜା ଚାଲିଛି…

କନକ ବ୍ୟୁରୋ : ଜୁଲାଇରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୨ ଶହ ୬୪ ଜଣ ଆକ୍ରାନ୍ତ । ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟବାସୀଙ୍କ ଚିନ୍ତା ବଢାଇଥିବା ବେଳେ ସରକାର କହିଛନ୍ତି , ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉଥିବାରୁ ସଂକ୍ରମଣ…

କାଶରୁ ଜଣାପଡିବ କରୋନା । ବିଭିନ୍ନ କାଶ ଉପରେ ଚାଲିଛି ଗବେଷଣା । ନିର୍ଦ୍ଦିଷ୍ଟ ଆପରେ ରୋଗୀ ରେକର୍ଡ କରିବେ କାଶର…

କନକ ବ୍ୟୁରୋ: ସାଧାରଣ କାଶ ଓ କରୋନା କାଶକୁ ନେଇ ଚାଲିଛି ଗବେଷଣା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ନିପି ଓ ଆରଏମଆରସିର ସହଭାଗିତାରେ ଏହି ଗବେଷଣା କରାଯାଉଛି । ନିପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଆପ ମାଧ୍ୟମରେ କାଶର ଅଡିଓକୁ ରେକର୍ଡ କରିବେ…

କରୋନା ଆସିଲା ଅଟାକଳରୁ… ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଞ୍ଚେଶ୍ୱର ସୁପରସ୍ପ୍ରେଡର । ପୁଣି ଅଟାକଳର ଜଣେ…

କନକ ବ୍ୟୁରୋ: କରୋନା ଆଣିଲା ଅଟାକଳ । ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଂଚେଶ୍ୱରର ସୁପରସ୍ପ୍ରେଡର  । ମଂଚେଶ୍ୱରର ଏକ ଅଟାକଳର କାମ କରୁଥିବା ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଆଜି ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ଅଟାକଳର ୨୬ ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ । ଏଯାଏଁ ସେହି…

ଲୁଚିପାରିବନି କରୋନା । ଘର ଘର ବୁଲି ଖୋଜା ଚାଲିଛି ଭାଇରସ । ଆଶା, ଅଙ୍ଗନୱାଡି, ଏନଏନଏମ କର୍ମୀମାନେ ଗୋଡେଇ ଗୋଡେଇ…

କନକ ବ୍ୟୁରୋ: ଲୁଚିପାରିବନି କରୋନା । ଓଡିଶାରେ ଘର ଘର ବୁଲି ଖୋଜା ଚାଲିଛି ଭାଇରସ । ଭୂତାଣୁ ପଛରେ ଆମେ ଗୋଡାଉଛୁ । ଆଶା, ଅଙ୍ଗନୱାଡି କର୍ମୀ ଓ ଏନଏନଏମ ଦିଦିମାନେ ଦୁଆର ଦୁଆର ବୁଲି କରୋନା ଖୋଜୁଛନ୍ତି । କୌଣସି ଜଣଙ୍କ ଠାରେ ବି ସାମାନ୍ୟ ଲକ୍ଷଣ ଥିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେସନ…

ଭୁବନେଶ୍ୱରରେ ଭୂତାଣୁର ଭୟଙ୍କର ରୂପ । ମାଡୁଛି ଭାଇରସ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୧୨୬ ଜଣ କରୋନା…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଆଜି ୧୨୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୫ ତାରିଖରେ ବିଦେଶ ଫେରନ୍ତା ଜଣେ ଯୁବକ ପ୍ରଥମ କରୋନା ପଜିଟିଭ ଭାବେ…