Daily Archives

July 23, 2020

କରୋନା ରୋଗୀଙ୍କୁ ମନ୍ତ୍ର ଫୁଙ୍କି ଭଲ କରିବା ଦାବି କରି ଅଡୁଆରେ ବାବା ଆର୍ତ୍ତତ୍ରାଣ : ଚନ୍ଦ୍ରଶେଖର ପୁର ଥାନାରେ…

କନକ ବ୍ୟୁରୋ : ଫୋନ୍ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ଅଡୁଆରେ ଆତ୍ମଘୋଷିତ ବାବା ଆର୍ତତ୍ରାଣ । ଚନ୍ଦ୍ରଶେଖରପୁର ଥାନାରେ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ ହୋଇଛି । ତପନ ହରିଚନ୍ଦନ ନାମକ ହାଇକୋର୍ଟର ଜଣେ ଆଇନଜୀବୀ ଥାନାରେ ଅଭିଯୋଗ କରିଛନ୍ତି । …

ପାରାଦ୍ୱୀପରେ ୨୫ ଟଙ୍କାର ଲୋଭ ଦେଖାଇ ନାବାଳକଙ୍କୁ ବଳି ଉଦ୍ୟମ ଅଭିଯୋଗ : ଥାନାରେ ଏତଲା ପରେ ଗୁଣିଆ ସହ ମହିଳା ଅଟକ;…

କନକ ବ୍ୟୁରୋ : ପାରାଦୀପରେ ୨୫ ଟଙ୍କାର ଲୋଭ ଦେଖାଇ ନାବାଳକକୁ ବଳି ପାଇଁ ଉଦ୍ୟମ ଅଭିଯୋଗ । ପାରାଦୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରୁ ଆସିଛି ଏପରି ଅଭିଯୋଗ । ନାବାଳକର ବାପାଙ୍କ ଅଭିଯୋଗ ପରେ ଥାନାରେ ଗୁଣିଆକୁ ଥାନାରେ ଅଟକ ରଖାଯାଇଛି । ଗତ ଶନିବାର ଦିନ ନାବାଳକକୁ ୨୫ ଟଙ୍କାର ଲୋଭ ଦେଖାଇ ନଦୀରୁ…

କରୋନା ବିଗାଡି ଦେଲା ସ୍ୱପ୍ନ : ରାଜଧାନୀରେ ଫଳ ବିକୁଛନ୍ତି ଆଲବମ ଅଭିନେତ୍ରୀ ରିଙ୍କି, ଶହେରୁ ଅଧିକ ଆଲବମରେ…

କନକ ବ୍ୟୁରୋ : ପରଦା ଉପରେ ଚକଚକ ଦିଶୁଥିବା କିଛି ମୁହଁ ପଛରେ ବି ଲୁଚିଥାଏ ପୁଳାପୁଳା ଦୁଃଖ । ଯାତ୍ରା ମଞ୍ଚରେ ରଙ୍ଗବୋଳା ମୁହଁରୁ ଉତୁରୁଥିବା ରୋମାଣ୍ଟିକ୍ ସଂଳାପ ଭିତରେ ବି ଛୁପିଥାଏ ଅସରା ଅସରା କୋହ । ଅବଶ୍ୟ ଚିକିମିକି ଆଲୁଅର ଭିଡ ଭିତରେ ତାହା ଅସ୍ପଷ୍ଟ ହୋଇଯାଏ । ମାତ୍ର ସମୟର କରାଳ…

କରୋନା ସମୟରେ ସାମ୍ବାଦିକ ଦେଖାଇଲେ ମାନବିକତା : ଗଞ୍ଜାମରେ ମୃତଦେହକୁ ଉଠାଇବାକୁ ଆସିଲେନି ଗାଁଲୋକେ, କାନ୍ଧଦେଲେ…

କନକ ବ୍ୟୁରୋ : କରୋନା ସମୟରେ ସାମ୍ବାଦିକ ଦେଖାଇଲେ ମାନବିକତା । ଶବ ଉଠାଇବାକୁ ଆସିଲେନି ଗ୍ରାମବାସୀ କି ସମ୍ପର୍କୀୟ । ଏପରି ସମୟରେ ପିପିଇ କିଟ୍ ପିନ୍ଧି ଆଗକୁ ଆସିଲେ ଗଂଜାମ ଜିଲ୍ଲାର ୪ ଜଣ ସାମ୍ବାଦିକ । ଶବକୁ କାନ୍ଧ ଦେଲେ , ଆଂବୁଲାନ୍ସରେ ପଠାଇଲେ ଡାକ୍ତରଖାନା । ଏପରି ଘଟଣା ଏବେ ଗଂଜାମ…

କରୋନାର କରୁଣ ଦୃଶ୍ୟ : ସୁସ୍ଥ ହୋଇ ହସପିଟାଲରୁ ଫେରିବା ବାଟରେ ଚାଲିଗଲା ଜୀବନ; କାନ୍ଧ ନ ମିଳିବାରୁ ବାଇକରେ ବାପାର…

କନକ ବ୍ୟୁରୋ : କରୋନାର କରୁଣ ଦୃଶ୍ୟ । ସୁସ୍ଥ ହୋଇ ହସପିଟାଲରୁ ଫେରିବା ବାଟରେ ଚାଲିଗଲା ଜୀବନ । କାନ୍ଧ ନ ମିଳିବାରୁ ବାଇକରେ ବାପାର ମୃତଦେହକୁ ଶ୍ମଶାନକୁ ନେଲା ପୁଅ । କୋଭିଡ ହସପିଟାଲରେ ପତ୍ନୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର  ବ୍ଲକ୍…

ଗୋଡ଼ ଅକାମ ହେଲେ ବି ହାତ ସାଜିଛି ହତିଆର : ଉଦ୍ଦେଶ୍ୟ ଗୋଟିଏ କିଭଳି ହ୍ରଦରୁ ମିଟିବ ପ୍ଲାଷ୍ଟିକର ନାଁ , ପ୍ଲାଷ୍ଟିକ୍…

ପରିଶ୍ରମୀ ଲୋକ ସମୟ କି ସୁଯୋଗକୁ ଅପେକ୍ଷା କରେନାହିଁ । ସେ ଅହରହ ସଂଘର୍ଷ କରିଚାଲେ ଫଳ ଯାହା ହେଉ ନା କାହିଁକି କାମରେ କେବେ ହେଳା କରେନି ... ଏବେ ସେ କାମ ବ୍ୟକ୍ତିଗତ ହେଉ କି ଦେଶର ହିତ ସକାଶେ । ପ୍ରଶାସନର ପ୍ରହେଳିକାକୁ ଅପେକ୍ଷା ନକରି ମଣିଷ ସ୍ୱୟଂ ଇଚ୍ଛାରେ ଦେଶକୁ ସ୍ୱଚ୍ଛତା ଆଡ଼କୁ…