Daily Archives

July 13, 2020

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଆସିଲା ଡାଏରୀ; ସୁଇସାଇଡ ନୋଟ ହସ୍ତାକ୍ଷରର ହେବ…

କନକ ବ୍ୟୁରୋ: ସାମଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ଆଜି ସୁଇସାଇଡ ନୋଟ ଲେଖାଥିବା ଡାଏରୀ ହେଣ୍ଡରାଇଟିଂ ବ୍ୟୁରୋକୁ ଆସିଛି । ହେଣ୍ଡ ରାଇଟିଂ ବ୍ୟୁରୋରେ ଆଦିତ୍ୟ ସୁଇସାଇଡ ନୋଟ ଲେଖିଥିବା ଡାଏରୀରର ହସ୍ତକ୍ଷର ଯାଂଚ କରାଯିବ । ଯାଂଚ ପରେ ସ୍ପଷ୍ଟ ହେବ ସୁଇସାଇଡ ନୋଟ ଆଦିତ୍ୟ ନିଜେ…

କରୋନା କବଳରେ କଳାକାର : ୩୪ ଘଣ୍ଟାରେ ୧୧ ବଲିଉଡ଼୍ ତାରକାଙ୍କୁ ଆକ୍ରାନ୍ତ କଲା କରୋନା  , ବଚ୍ଚନ ଏବଂ ଖେର୍ ପରିବାର ପରେ…

ସାରା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଭୁତାଣୁ । ମହାରାଷ୍ଟ୍ର , ଦିଲ୍ଲୀ , ଚେନ୍ନାଇ ଭଳି ବଡ଼ ବଡ଼ ସହରରେ ଅଧିକାଂଶ ଲୋକଙ୍କୁ କବଳିତ କରିଛି କରୋନା । ତେବେ ଏହାରି ଭିତରେ ବାଦ୍ ପଡ଼ିନାହାନ୍ତି ସିନେତାରକା ଏବଂ ତାଙ୍କ ପରିବାର । ମାତ୍ର ୩୪ ଘଣ୍ଟାରେ ବଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ…

ଉପମୁଖ୍ୟମନ୍ତ୍ରୀଙ୍କ ବିଦ୍ରୋହ ପରେ ସଙ୍କଟରେ ଗେହଲଟ ସରକାର : କିଛି ସମୟ ପରେ ବିଧାୟକ ଦଳର ବୈଠକ ; ସଚ୍ଚିନ ନ ଆସିଲେ…

ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ସଂକଟରେ ପଡିଯାଇଛି ଅଶୋକ ଗେହଲୋଟ ସରକାର । ଏହାରି ଭିତରେ ସରକାର ବଂଚାଇବାକୁ କଂଗ୍ରେସ ପକ୍ଷରୁ ପ୍ରୟାସ କରାଯାଉଛି । କିଛି ସମୟ ପରେ ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକ ହେବ । ଏଥିରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ…

ରତ୍ନପଥରର ଚାଲିଛି ବେଧଡକ କାରବାର । ଏସଟିଏଫ ଜବତ କଲେ ୩ କ୍ୱିଂଟାଲରୁ ଅଧିକ ପରିମାଣର ଦାମୀ ପଥର, ବଜାର ମୂଲ୍ୟ…

କନକ ବ୍ୟୁରୋ : ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ତିନି କୁଇଣ୍ଟାଲ ଓଜନର ରତ୍ନପଥର ଜବତ କରିଛି।  ଏହି ରତ୍ନ ପଥର ଜବତ ହେବା ପରେ ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଛି । ଏହି ଘଟଣାରେ ସଂପୃକ୍ତ ଥିବା ଜଣଙ୍କୁ ଗିରଫ…

ବଢିବାରେ ଲାଗିଛି କରୋନା ମୃତକଙ୍କ ସଂଖ୍ୟା । ଆଜି ୬ ଜଣଙ୍କ ଗଲା ଜୀବନ, ରାଜ୍ୟରେ ମୋଟ ୭୦ରେ ପହଂଚିଲାଣି ମୃତକଙ୍କ…

କନକ ବ୍ୟୁରୋ : ଧୀରେ ଧୀରେ ବେକାବୁ ହେଉଛି କରୋନା । ଆଜି ପୁଣି ୬ ମୁଣ୍ଡ ନେଲା କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମୋଟ ୭୦ରେ ପଂହଚିଲାଣି । ତେବେ ସ୍ୱାସ୍ଥ୍ୟବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗଂଜାମରୁ ୪, କଟକରୁ ଜଣେ ଓ ଭୁବନେଶ୍ୱରରେ ଜଣେ ଆଖି ବୁଜିଛନ୍ତି । ଆଜି ମୋଟରେ…

ଆଜି ୨୩ ଜିଲ୍ଲାରୁ ୬୧୬ ନୂଆ ପଜିଟିଭ । ସଂଗରୋଧ କେନ୍ଦ୍ରରୁ ୪୧୫ ଏବଂ ସ୍ଥାନୀୟ ଅଂଚଳରୁ ୨୦୧ ଆକ୍ରାନ୍ତ ଚିହ୍ନଟ ।…

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା । ଦିନ ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଜି ମଧ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ରହିଛି । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୬୧୬ ଜଣ କରୋନା…