କନକ ବ୍ୟୁରୋ: ସାମଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ଆଜି ସୁଇସାଇଡ ନୋଟ ଲେଖାଥିବା ଡାଏରୀ ହେଣ୍ଡରାଇଟିଂ ବ୍ୟୁରୋକୁ ଆସିଛି । ହେଣ୍ଡ ରାଇଟିଂ ବ୍ୟୁରୋରେ ଆଦିତ୍ୟ ସୁଇସାଇଡ ନୋଟ ଲେଖିଥିବା ଡାଏରୀରର ହସ୍ତକ୍ଷର ଯାଂଚ କରାଯିବ । ଯାଂଚ ପରେ ସ୍ପଷ୍ଟ ହେବ ସୁଇସାଇଡ ନୋଟ ଆଦିତ୍ୟ ନିଜେ ଲେଖିଛନ୍ତି ନା ଏହା ଅନ୍ୟ କେହି ଲେଖିଛି । କାରଣ ଏହି ସୁଇସାଇଡ ନୋଟକୁ ନେଇ ବିବାଦ ଦେଖା ଦେଇଛି । ଆଦିତ୍ୟଙ୍କ ସ୍ତ୍ରୀ ସୁଇସାଇଡ ନୋଟ ଅନ୍ୟକେହି ଲେଖିଥିବା ଦାବି କରିବା ପରେ ଘଟଣା ନୂଆ ମୋଡ ନେଇଥିଲା ।
ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଆସିଲା ଡାଏରୀ; ସୁଇସାଇଡ ନୋଟ ହସ୍ତାକ୍ଷରର ହେବ ଯାଂଚ
/kanak/media/post_attachments/wp-content/uploads/2020/07/11-14.jpg)