Daily Archives

July 13, 2020

ଅଳିଆଗଦାରେ ପଡିଛି କରୋନା ଯୋଦ୍ଧାଙ୍କ ମୃତଦେହ: ଗଞ୍ଜାମ ସାନଖେମୁଣ୍ଡିରେ ମଶାଣୀକୁ ଯିବାକୁ ମିଳିଲା ନାହିଁ…

କନକ ବ୍ୟୁରୋ: କରୋନା ମାରିଦେଲା ମାନବିକତା । ଅଳିଆଗଦାରେ ପଡିଛି କରୋନା ଯୋଦ୍ଧାଙ୍କ ମୃତ ଦେହ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଶ୍ରୀରାମନଗର ଶ୍ମଶାନରେ । ମୃତ ମହିଳା ଜଣକ କୋଙ୍କରୋଡା ପଂଚାୟତରେ କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡି ସୁପରଭାଇଜର। ମୃତ୍ୟୁ ପରେ…

ପରଲୋକରେ ମୟୂରଭଞ୍ଜର ରାଜମାତା : ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୩ ବର୍ଷ ବୟସରେ ଦେହାନ୍ତ

କନକ ବ୍ୟୁରୋ : ମୟୂରଭଞ୍ଜର ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି। ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ହେଉଛନ୍ତି ନେପାଳ ନରେଶ ତ୍ରିଭୁବନ ବୀର…

ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ସଚିବ ତାଗିଦ୍: ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ହେବ ପ୍ରତ୍ୟାହାର; ଅଗଷ୍ଟ…

କନକ ବ୍ୟୁରୋ: ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର ହେବ । ବିଳମ୍ବରେ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ପାଇଁ ଆଭିମୁଖ୍ୟ ଆପଣେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବରିଷ୍ଠ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ । ବିଭାଗୀୟ ଅଧିକାରୀଙ୍କୁ ସରକାର ଗାଡି…

ଦେଶର ପ୍ରତିଟି ନାଗରିକଙ୍କ ହେବ କରୋନା ପରୀକ୍ଷା: ଲୋକଙ୍କୁ ଗୋଟି ଗୋଟି କରି ଖୋଜି କୋଭିଡ୍ ଟେଷ୍ଟ କରିବେ ସରକାର; ଲକ୍ଷଣ…

କନକ ବ୍ୟୁରୋ: ସାରା ବିଶ୍ୱରେ କାୟା ମେଲାଇ ମାଡି ଚାଲିଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅତି ଭୟଙ୍କର ଭାବେ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଚିନ୍ତାର ବିଷୟ ହେଉଛି ଯେ, ଲକ୍ଷଣ ବଦଳାଇ ମାଡି ଚାଲିଥିବା ଏହି କୋଭିଡ-୧୯ ଭୁତାଣୁର ପ୍ରକୋପ…

ସାନିଟାଇଜରକୁ ନେଇ ଆସିଲା ସାଂଘାତିକ ସତ: ମାତ୍ରାଧିକ ହ୍ୟାଣ୍ଡ ‘ସାନିଟାଇଜର’ର ବ୍ୟବହାର ଶରୀରରେ ଆଣିପାରେ ବଡ ବିପଦ;…

କନକ ବ୍ୟୁରୋ: କରୋନା ମହାମାରୀ କବଳରେ ଏବେ ସାରା ବିଶ୍ୱ ଅସହାୟ ହୋଇପଡିଛି । ଆଉ କରୋନାର କାୟାକୁ ରୋକିବା ପାଇ ବର୍ତ୍ତମାନ ପରିସ୍ଥିତିରେ ଭ୍ୟାକ୍ସିନର ଟେଷ୍ଟିଂ ଜାରି ରହିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ସୋସିଆଲ ଡିସଷ୍ଟାନ୍ସିଂ ଓ ମାସ୍କ ସହ ବାରମ୍ବାର ହାତକୁ ସଫା…

ଆଉ ଚାଲିବନି ଚାଇନାର ଯାଦୂ…ବିଦେଶୀ ଆପର ଛୁଟି କରିବ ସ୍ୱଦେଶୀ ଆପ୍: କ୍ୟାମସ୍କାନର ଜାଗା ନେବ ଭାରତ…

କନକ ବ୍ୟୁରୋ: ଭାରତୀୟ ବଜାରରେ ଆଉ ଚାଲିବନି ଚାଇନା ଆପର ରାଜ୍ । ଏଣିକି ଚାଇନା ଆପର ଜାଗା ନେବ ସ୍ୱଦେଶୀ ଆପ୍ । ଡାଟା ପ୍ରାଇଭେନ୍ସିକୁ ନଜରରେ ରଖି ଭାରତ ସରକାର ଚୀନର ପ୍ରାୟ ୫୯ଟି ଆପକୁ ଭାରତରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଭାରତରେ ବ୍ୟାନ ହୋଇଥିବା ଆପଗୁଡିକ ମଧ୍ୟରେ କ୍ୟାମ ସ୍କାନର…