Daily Archives

July 13, 2020

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ : ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଉପଲବ୍ଧ ;…

କନକ ବ୍ୟୁରୋ : ଚଳିତ ବର୍ଷ ଆଇସିଏସଇ ମାଟ୍ରିକ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbse.nic.inରେ ସେମାନଙ୍କ ପରୀକ୍ଷା ଫଳ ଦେଖି ପାରିବେ। ଏ ବର୍ଷ ସମୁଦାୟ ୮୮. ୭୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଲଟର୍‌ନେଟିଭ୍ ଆସେସ୍‌ମେଣ୍ଟ୍‌ ସ୍କିମ୍…

ଘନେଇଲା ରାଜସ୍ଥାନ ରାଜନୈତିକ ସଙ୍କଟ: କଥାବାର୍ତ୍ତା ପାଇଁ କଂଗ୍ରେସର ଅପିଲ ପରେ ବି ଜିଦରେ ଅଟଳ ସଚିନ ପାଇଲଟ; କହିଲେ,…

କନକ ବ୍ୟୁରୋ: ରାଜସ୍ଥାନରେ ଘନେଇବାରେ ଲାଗିଛି ରାଜନୈତିକ ସଂକଟ । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ  ଅଶୋକ ଗେହଲଟ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ଦିନ ସାଢେ ୧୦ଟାରେ  ବିଧାୟକ ଦଳ ବୈଠକ ଆରମ୍ଭ ହେବା ଥିଲେ ବି ଏ ଯାଏଁ ବୈଠକ ଆରମ୍ଭ ହୋଇପାରିନାହିଁ ।…

ଗଂଜାମରେ କରୋନା ଯୋଦ୍ଧାଙ୍କର ହେବ କୋଭିଡ ପରୀକ୍ଷା: ଟ୍ୱିଟ କରି ସୂଚନା ଦେଲେ ଜିଲ୍ଲାପାଳ; କାର୍ଯ୍ୟରେ ଯୋଗଦେବା…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ହେବ କୋଭିଡ଼ ପରୀକ୍ଷା । ଗଂଜାମ ଜିଲ୍ଲାପ୍ରଶାସନ ଏନେଇ ନିଷ୍ପତି ନେଇଛି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । କରୋନା ପରୀକ୍ଷା ନେଇ…

ଗାଁ ପୋଖରୀରେ ବୁଲିଲେ ଦୁର୍ଲଭ ପ୍ରଜାତିର ବେଙ୍ଗ : ହଳଦିଆ ରଙ୍ଗର ଏହି ବେଙ୍ଗଙ୍କୁ ଦେଖି ଡ଼ରିଲେ ଗାଁ ଲୋକ । 

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ଅଜବ ଭିଡ଼ିଓ । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ଦେଖାଯାଇଛି ବିରଳ ଦୁର୍ଲଭ ପ୍ରଜାତିର ଶହ ଶହ ବେଙ୍ଗ । ସାଧାରଣ ବେଙ୍ଗଙ୍କ ଭଳି ଏହାର ରଙ୍ଗ ମାଟିଆ , କଳା କି ଛିଟପଡ଼ା ନୁହଁ ଏହି ବେଙ୍ଗମାନଙ୍କର ରଙ୍ଗ ରହିଛି ହଳଦିଆ । ତେବେ ପ୍ରଥମଥର ପାଇଁ…

ଜୁଲାଇ ୩୧ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ ! ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା: ଖାତାଦେଖା ସରିଛି,…

କନକ ବ୍ୟୁରୋ: ୩୧ ସୁଦ୍ଧା ମାଟ୍ରିକ୍ ଫଳ । ଜୁଲାଇ ୩୧ ତାରିଖ ସୁଦ୍ଧା ବାହାରିପାରେ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତେବେ ମାଟ୍ରିକ୍ ଖାତା ଦେଖା ସରିଥିବା ବେଳେ ଟାବୁଲେସନ ଚାଲିଛି । ଖୁବ ଶୀଘ୍ର ରେଜଲ୍ଟ ତାରିଖ ଘୋଷଣା…

ଅଟୋ ଭିତରେ ଘରର ସୁବିଧା : କରୋନା କାଳରେ ଅଟୋରେ ବୁଲୁଛି ସ୍ୱଚ୍ଛ ଭାରତର ବାର୍ତ୍ତା , ୱାଇଫାଇ ସାଙ୍ଗକୁ ଅଟୋ ଭିତରେ…

ବର୍ତ୍ତମାନର ଘଡ଼ିସନ୍ଧି ସମୟରେ ସମସ୍ତେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେଉଛନ୍ତି । ବାହାରକୁ ବାହାରିବା କ୍ଷଣି ବ୍ୟାଗରେ ସାନିଟାଇଜର୍ ଏବଂ ମୁହଁରେ ମାସ୍କ୍ ପିନ୍ଧୁଛନ୍ତି ଲୋକେ । ବ୍ୟକ୍ତିଗତ ଗାଡ଼ି କିମ୍ବା ଅଟୋରେ ଜଣେ ଲୋକ ନେବାକୁ ଚାଳକକୁ କହୁଛନ୍ତି ଯାତ୍ରୀ । ଗାଡ଼ିରେ ବସିବା ପୂର୍ବରୁ…