Daily Archives

July 11, 2020

ଏମିତି ଚାଲିଛି ଗାଁ ପିଲାଙ୍କ ପାଠପଢ଼ା ! ୬୯ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍, ୩୯ ପ୍ରତିଶତ ପିଲାଙ୍କ ଘରେ…

କନକ ବ୍ୟୁରୋ : କୋଭିଡ୍-୧୯ ମହାମାରୀ ଯୋଗୁଁ ବନ୍ଦ ରହିଛି ସ୍କୁଲ । ଫଳରେ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । କିଛି ମାତ୍ରାରେ ଏହାର ସମାଧାନ ପାଇଁ ମୋବାଇଲ୍ ଦ୍ୱାରା ପାଠ ପଢ଼ାଇବା ପାଇଁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ ଗୁଡିକ କ୍ଲାସ…

କରୋନା ପାଇଁ ସୀମା ସିଲ୍ । କଟକଣା ଜାରି କଲେ ଗଂଜାମ ସମେତ ଢେଙ୍କାନାଳ, ଜଗତସିଂହପୁର, ମାଲକାନଗିରି ଓ ଅନୁଗୁଳ ଜିଲ୍ଲା…

କନକ ବ୍ୟୁରୋ : କରୋନା ସଂକ୍ରମଣ ଯେତିକି ବଢି ବଢି ଚାଲିଛି, ଚିନ୍ତା ସେତିକି ଘାରୁଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରୁ । ଏହାକୁ ଦୃଷ୍ଟିରେ ରଖି ଏବେ ଗଞ୍ଜାମ…

ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ, ୮ ହଜାର ଟପିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ଆଜି ରାଜ୍ୟରେ ୧୬ଟି ଜିଲ୍ଲାରୁ ୩୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି । ବର୍ତ୍ତମାନ ସୁଦ୍ଧା ୮୩୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ସୁସ୍ଥ ହୋଇଥିବା ୩୮୮ଜଣଙ୍କ…

୧୦ଦିନରେ ଭୁବନେଶ୍ୱରରେ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମଣ ବଢ଼ୁଥିବାରୁ ହାଟବଜାର ନଯାଇ ଅନଲାଇନ୍ ସୁବିଧାର ଲାଭ…

କନକ ବ୍ୟୁରୋ : ଜୁଲାଇ ମାସରେ କଲବଲ ରାଜଧାନୀବାସୀ । ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚଳିତ ମାସ ଆରମ୍ଭରୁ ହୁତୁ ହୁତୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜୁନ ମାସରେ ଆୟତରେ ଥିବା ଭାଇରସ୍ ଅଚାନକ୍ ଚଳିତ ମାସରେ ରୌଦ୍ରରୂପ ଦେଖାଇ ରାଜଧାନୀକୁ ଗ୍ରାସି ଚାଲିଛି ।…

ନିଜ ଦାୟିତ୍ୱ ନିଜେ ନିଅନ୍ତୁ । ବିଏମସି ପାଇଁ ବଡ଼ ଆହ୍ୱାନ । ହଟସ୍ପଟ ଜିଲ୍ଲାରୁ ଲୋକ ଆସୁଥିବାରୁ ବଢୁଛି ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାବେଳେ କୋଭିଡ଼ି ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଆହ୍ୱାନ । ଆଜି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି । ହଟସ୍ପଟ ଜିଲ୍ଲାରୁ ଅନେକ ଲୋକ ଭୁବନେଶ୍ୱର…

କରୋନା ସଂକ୍ରମିତ ୨ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସାଲେପୁର ପ୍ରଶାନ୍ତ ବେହେରା ଓ ନିଳଗିରି ବିଧାୟକ…

କନକ ବ୍ୟୁରୋ: କରୋନା ସଂକ୍ରମିତ ୨ ବିଧାୟକଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ବିଧାୟକଙ୍କ ସହ ଫୋନ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ…