Daily Archives

July 11, 2020

ଆସନ୍ତାକାଲି ସୁଦ୍ଧା ସତର୍କ ରୁହ ୧୪ ଜିଲ୍ଲା! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।…

କନକ ବ୍ୟୁରୋ: ୧୪ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଟକ, କନ୍ଧମାଳ, ଯାଜପୁର,…

ରାତିରେ ଶୋଇଥିବା ବେଳେ କାମୁଡ଼ିଦେଲା ବିଷଧର ସର୍ପ । ଡାକ୍ତରଖାନା ନେବା ରାସ୍ତାରେ ଆଶାକର୍ମୀ ମୃତ

କନକ ବ୍ୟୁରୋ : ସାପ କାମୁଡ଼ାରେ ଆଶାକର୍ମୀ ମୃତ । ନୂଆପଡ଼ା ଜିଲ୍ଲାରେ ସାପ କାମୁଡ଼ାରେ ଜଣେ ଆଶାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସତ ହେଉଛନ୍ତି।  ସିନାପାଲି ବ୍ଳକ ଗୋର୍ଲା ଗ୍ରାମର ପତେଲପଡ଼ାର ଆଶାକର୍ମୀ…

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସିରୋଲୋଜିକାଲ ଟେଷ୍ଟ । ମୋଟ ୫ ହଜାର ନମୂନା ସଂଗ୍ରହ କରିବାକୁ ଲକ୍ଷ୍ୟ । ଆରଏମଆରସି…

କନକ ବ୍ୟୁରୋ : ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ । ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି । ଆଜି ପାଂଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ । ପ୍ରଥମ ପଯ୍ୟାୟରେ ୨୫ଶହ ଲୋକଙ୍କ ନୁମନା ପରୀକ୍ଷା କରାଯିବ । ମୋଟ ୫ ହଜାର ନମୁନା ପରୀକ୍ଷା କରିବା…

ଭୁବନେଶ୍ୱର ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ: ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ; ସେପଟେ…

କନକ ବ୍ୟୁରୋ: ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ । ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତା ବଢୁଛି । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧାରୁ ଆଜି…

ଜଗତସିଂହପୁରକୁ ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶ ମନା: ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ; ମାଲକାନଗିରି…

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାକୁ ବାହାର ଜିଲ୍ଲା ଲୋକଙ୍କୁ ମନା । କରୋନା ସଂକ୍ରମଣ ଏଡାଇବାକୁ ଏଭଳି ନିଷ୍ପତି ନିଆଯାଇଛି । ଲୋକଙ୍କ ଯାତାୟାତା ଉପରେ କଟକଣା ଲଗାଯାଇଛି । ବିଶେଷ କରି କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା ଜିଲ୍ଲାକୁ ପ୍ରତିଦିନ ଯାତାୟାତ କରୁଥିବା ଲୋକଙ୍କୁ…

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସୋରିଆସିସ୍ ଇଂଜେକସନକୁ ମିଳିଲା ଅନୁମତି : କେବଳ ଜରୁରୀ ପରିସ୍ଥିତିରେ…

କରୋନାକୁ ନେଇ ଏକ ବଡ ଖବର ଆସିଛି । ଚର୍ମରୋଗ ବିରୋଧରେ ବ୍ୟବହାର ହେଉଥିବା ଏକ ଇଂଜେକ୍ସନକୁ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ ପାଇଁ ମିଳିଛି ଅନୁମତି । ଦୀର୍ଘଦିନ ହେଲା ଚର୍ମରୋଗ ସୋରିଆସିସ ବିରୋଧରେ ପ୍ରୟୋଗ ହୋଇଆସୁଥିଲା ଇଟୋଲିଜୁମାବ ଇଂଜେକ୍ସନ । ଏବେ ମଧ୍ୟମଧରଣର ଓ ଅତି ଜଟିଳ କରୋନା…