Daily Archives

July 8, 2020

ଯୁବ ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ସାଙ୍ଗସାଥୀ ଓ ପରିବାର ଲୋକଙ୍କୁ ପଚରାଉଚରା କରୁଛନ୍ତି…

କନକ ବ୍ୟୁରୋ : ଯୁବ ସମାଜସେବୀ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ସନ୍ଦେହ । ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟ ଘଟଣାସ୍ଥଳରେ ପହଚିଂ ଜିଆରପି ଏସପି ତଦନ୍ତ କରିବା ପରେ ସାଂଗସାଥୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିଛିନ୍ତି । ଆଦିତ୍ୟଙ୍କ ଏକ ଡାଏରୀକୁ ଜବତ କରାଯାଇଛି । ଡାଏରୀର ହସ୍ତାକ୍ଷର…

ଖୋର୍ଦ୍ଧା-ଗଞ୍ଜାମ ବର୍ଡର ସିଲ ପରେ ପ୍ରବଳ ଭିଡ । ରାଜଧାନୀରୁ ଯିବାକୁ ଅନୁମତି ମିଳୁନଥିବାରୁ ଗାଡି ଜାମ । ୨ ପ୍ଲାଟୁନ…

କନକ ବ୍ୟୁରୋ : ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମା ସିଲ୍ ହେବା ପରେ ଟ୍ରାଫିକ ଜାମ୍ ହୋଇଛି । ସୀମା ସୀଲ୍ ଯୋଗୁଁ ରାସ୍ତାରେ ଗାଡିର ଲମ୍ବା ଲାଇନ ଲାଗିଛି । ପରିସ୍ଥିତିର ସମୀକ୍ଷା ପାଇଁ ଏସପି ବ୍ରିଜେଶ ରାୟ ସୀମାରେ ପହଂଚି ତଦାରଖ କରୁଛନ୍ତି । ସୀମା ସିଲ୍ ହେବା ପରେ ୨ପ୍ଲାଟୁନ ପୋଲିସା ଫୋର୍ସ…

ଭୁବନେଶ୍ୱର ଆରଟିଓ-୨ ଅଫିସ ବନ୍ଦ : କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ସୋମବାର ଯାଏ କରାଗଲା ବନ୍ଦ ; ଆରଟିଓ-୧ ର ୪…

କନକ ବ୍ୟୁରୋ : ଭୁବନେଶ୍ୱର ଆରଟିଓ ୨ ଅଫିସ ବନ୍ଦ ।  କରୋନା ସଂକ୍ରମଣ ଆଶଙ୍କାରେ ସୋମବାର ଯାଏ ଆରଟିଓ ୨ ଅଫିସକୁ ବନ୍ଦ କରାଗଲା  । ଆରଟିଓ ୧ର କର୍ମଚାରୀ ଆକ୍ରାନ୍ତ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ଆରଟିଓ ୧ର ଆକ୍ରାନ୍ତ କର୍ମଚାରୀ ଆରଟିଓ ୨ର କର୍ମଚାରୀଙ୍କ ମିଶି କାମ କରିଥିଲେ ।…

ଜୀବନ ଦେବା ପାଇଁ ବାଜିରେ ଲାଗିଛି ଜୀବନ । ୯ ମାସର ଗର୍ଭକୁ ଧରି ପାହାଡ-ନଦୀ ଡେଇଁ ୨୮ କିଲୋମିଟର ଚାଲି ଚାଲି…

କନକ ବ୍ୟୁରୋ : ସରକାରୀ ଯୋଜନା ସାତସପନ । ଗାଁକୁ ରାସ୍ତାଟିଏ ନାହିଁ । ସରକାର ଗାଁମାନଙ୍କୁ ରାସ୍ତା ସଂଯୋଗ ଓ ଗାଁର ବିଭିନ୍ନ ସମସ୍ୟା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯୋଜନା ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏମିତି କିଛି ଗାଁ ରହିଛି ଯାହା ଏବେ ବି ସମସ୍ୟା…

ମୁଣ୍ଡରେ ୫ ଲକ୍ଷ , ପଛରେ ୫୦ ଟିମ୍ ! ୮ ଜଣ ପୋଲିସକର୍ମୀଙ୍କ ହତ୍ୟାକାରୀ ମୋଷ୍ଟୱାଣ୍ଟେଡ୍ ବିକାଶ ଦୁବେକୁ ଖୋଜୁଛି ୫୦…

କାନପୁରରେ ୮ ଜଣ ପୋଲିସକର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ କଳେ ବଳେ କୌଶଳେ ଧରିବା ପାଇଁ ଲାଗିପଡ଼ିଛନ୍ତି କାନପୁର ପୋଲିସ୍ । ସମୟ ବଢିବା ସଙ୍ଗେ ମୋଷ୍ଟୱାଣ୍ଟେଡକୁ ଧରାଇବା ପାଇଁ ବଢିଚାଲିଛି ପୁରଷ୍କାର ରାଶି । ପ୍ରଥମେ ୫୦ ହଜାର ପରେ ୨.୫୦ ଲକ୍ଷ…

‘ଅପସରାଙ୍କୁ ଭେଟିବା ପରେ ଜାଣିଲି ଓଡ଼ିଶା ସବୁପ୍ରକାର ମହାବାତ୍ୟା ସୃଷ୍ଟି କରିପାରେ’ । ଓଡିଶାକୁ ନେଇ ଅରୁଚିକର ଟ୍ୱିଟ୍…

କନକ ବ୍ୟୁରୋ : ଓଡିଶାକୁ ନେଇ ଅରୁଚିକର ଟ୍ୱିଟ୍ କରି ଟ୍ରୋଲ ହୋଇଛନ୍ତି ବିଶିଷ୍ଟ ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ରାମଗୋପାଳ ବର୍ମାଙ୍କ ଏକ ଟ୍ୱିଟ୍ ଏବେ ଓଡ଼ିଶାରେ ଝଡ ସୃଷ୍ଟି କରିଛି । ରାମ ଗୋପାଳ ବର୍ମା ଲେଖିଛନ୍ତି, ଅପସରାଙ୍କ ଆଗରୁ ମୁଁ ଓଡିଶା ସମ୍ପର୍କରେ ଜାଣିନଥିଲି ।…