Daily Archives

July 8, 2020

ଇସଲାମାବାଦରେ କୃଷ୍ଣ ମନ୍ଦିରକୁ ନେଇ ବିବାଦ : ସଭାରେ ମୌଲାନା ଦେଲେ ଧମକ । ମନ୍ଦିର ତିଆରି କଲେ କଟିବ ମୁଣ୍ଡ , କୁକୁର…

ପାକିସ୍ତାନ ଇସଲାମାବାଦରେ ପ୍ରଥମଥର ପାଇଁ ହିନ୍ଦୁ ମନ୍ଦିର ତିଆରିକୁ ନେଇ ଏବେ ଖୋଲାଖୋଲି ଧମକ ଦେବା ଆରମ୍ଭ କରିଦେଇଛନ୍ତି କଟ୍ଟରପନ୍ଥୀ । ପାକିସ୍ତାନ ଧାର୍ମିକ ସଭାରେ କିଛି ମୌଲାନା କୃଷ୍ଣ ମନ୍ଦିର ତିଆରିକୁ ନେଇ ଲୋକଙ୍କ ମଧ୍ୟରେ ହିଂସାଭାବ ଜାଗ୍ରତ କରୁଥିବା ଦେଖାଯାଉଛି । ପାକିସ୍ତାନ ଲେଖକ…

ପରିସ୍ଥିତିରେ ସୁଧାର ନଆସିବା ଯାଏ ଜାରି ରହିବ କଟକଣା ! ଖର୍ଚ୍ଚ କାଟ ନିଷ୍ପତ୍ତି ଉପରେ ଅର୍ଥମନ୍ତ୍ରୀ ନିରଞ୍ଜନ…

କନକ ବ୍ୟୁରୋ : କୋଭିଡ ପରିସ୍ଥିତିକୁ ଦେଖି ଖର୍ଚ୍ଚ କାଟ କଟକଣା ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପରିସ୍ଥିତି ସୁଧାର ନଆସିବା ଯାଏ କଟକଣା ଜାରି ରହିବ ବୋଲି ସେ କହିଛନ୍ତି । ପରିସ୍ଥିତି ସୁଧାର ଆସିଲେ ନୂଆ ନିର୍ଦ୍ଦେଶ ଆସିବ । ଦୁଇ ବର୍ଷ ଭିତରେ…

ରାଜ୍ୟରେ କରୋନାର ଅସମ୍ଭାଳ ସ୍ଥିତି: ବୁର୍ଲାରେ ୫ଟି ୱାର୍ଡ ସଟଡାଉନ, ୯ଟି ସ୍ଥାନରେ ୧୪୪ ଧାରା ଜାରି; ଗଜପତିରେ ୯ଟା…

କନକ ବ୍ୟୁରୋ: ବୁର୍ଲାରେ ୨ ଦିନିଆ ସଟଡାଉନ୍ । ଆସନ୍ତା ୯ ଓ ୧୦ ତାରିଖ ପାଇଁ ଏହି ସଟଡାଉନ ଘୋଷଣା କରାଯାଇଛି । ବୁର୍ଲାର ୩ ନଂ , ୪ନଂ, ୫ ନଂ, ୭ ନଂ ୱାଡ ଓ ୭ ନଂବର ୱାର୍ଡ ଅଂଚଳ ସଟଡାଉନ୍ ହେବ । କେବଳ ଜରୁରୀକାଳିନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସେହିପରି ସଟଡାଉନରୁ ବୁର୍ଲା ଭୀମସାର…

କନକ ନ୍ୟୁଜକୁ ସାଙ୍ଗ କହିଲେ ଆଦିତ୍ୟଙ୍କ କଥା , ୧୫ ଦିନ ହେଲା ଅବସାଦରେ ଥିଲେ ଆଦିତ୍ୟ । ବୃଦ୍ଧାଶ୍ରମ ଛାଡ଼ି ବ୍ୟବସାୟ…

ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ଘଟଣାର ଛାନଭିନ୍  ଚାଲିଛି । ଆଦିତ୍ୟଙ୍କ ଶବ ଉଦ୍ଧାର ସ୍ଥାନ ହିଁ ସୃଷ୍ଟି କରିଛି ବଡ ସନ୍ଦେହ । ଖୁସିର ସୁତ୍ର ଖୋଜୁଥିବା ମଣିଷଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ଏବେ ବଡ଼…

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ । ଗଂଜାମରୁ ୩, କେନ୍ଦ୍ରାପଡା, ରାୟଗଡା ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ ।…

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନାର ପ୍ରକୋପ । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୫୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କୋଭିଡ-୧୯ ମହାମାରୀରେ ଶିକାର ହୋଇ ୬ ଜଣ ଙ୍କର ମୃତ୍ୟୁ ଘଟିଛି । ତେବେ ଆଜି ମୃତ୍ୟୁବରଣ କରିଥିବା ୬ ମୃତକଙ୍କ ମଧ୍ୟରେ କେବଳ ଗଂଜାମରୁ ୩ ଜଣ ହୋଇଥିବା ବେଳେ…

ବର୍ଷାଋତୁରେ ବଢୁଛି ସାପଙ୍କ ପ୍ରାଦୁର୍ଭାବ : ବାଇକ୍ ସିଟ୍ ତଳେ ଛପିଥିଲା ସାପ , ଅନ୍ୟଯାତ୍ରୀଙ୍କ କହିବାପରେ ସତର୍କ ହେଲେ…

ଖରା ଦାଉରୁ ଆଶ୍ୱସ୍ତି ଦେଉଥିବା ବର୍ଷାଋତୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ଚାରିଆଡ଼େ ପାଣି, କାଦୁଅ ଭଳି ସମସ୍ୟା ମୁଣ୍ଡବ୍ୟଥାର କାରଣ ବି ପାଲଟେ । ହେଲେ ଖାଲି କାଦୁଅ ହିଁ ବଡ଼ ସମସ୍ୟା ନୁହଁ ଏହି ସମୟରେ ସାପଙ୍କ ପ୍ରାଦୁର୍ଭାବ ବି ବଢିଯାଏ । ସାଧାରଣ ଭାଷାରେ କହିବାକୁ ଗଲେ ଆରମ୍ଭ…