Daily Archives

July 5, 2020

କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ଓଡ଼ିଶାରେ ଆଗକୁ ଆସିଲେ ଆଗ୍ରହୀ ସ୍ୱେଚ୍ଛାସେବୀ । ନିଜ ଉପରେ ପରୀକ୍ଷଣ ପାଇଁ କଲେ…

କନକ ବ୍ୟୁରୋ: ଆଶା ବଢ଼ାଇଲା କୋଭାକ୍ସିନ୍ । ସଫଳ ହୋଇପାରେ ଭାରତର କରୋନା ଟିକା । ଭାରତର ୧୨ଟି ସେଂଟରରେ ହେବ କରୋନା ଟିକା ‘କୋଭାକ୍ସିନ୍’ର ହ୍ୟୁମାନ ଟ୍ରାଏଲ । ଭୁବନେଶ୍ୱରର ସମ୍ ହସପିଟାଲରେ ମଧ୍ୟ କରାଯିବ ଟିକା ପରୀକ୍ଷା । ଏହାର ଦାୟିତ୍ୱରେ ଥିବା ଚିଫ୍ ଇନଭେଷ୍ଟିଗେଟର ଡାକ୍ତର ଭେଙ୍କଟ ରାଓ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୯୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬ ହଜାର ୨୨୪କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୯୯, ଗଜପତିରୁ ୫୬, ଝାରସୁଗୁଡ଼ାରୁ ୩୩, କଟକରୁ ୧୬, ନବରଙ୍ଗପୁରରୁ ୧୬, ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଦ୍ଧାରୁ ୧୦, ମୟୂରଭଞ୍ଜରୁ ୮, କେନ୍ଦୁଝରରୁ ୬ ଏବଂ…

କାଲି ସୁଦ୍ଧା ସତର୍କ ରୁହ, ପ୍ରବଳ ଛେଚିବ! ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାରେ ଅରେଞ୍ଜ ୱାର୍ଣ୍ଣିଂ, କାଳବୈଶାଖୀ ସହ…

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷିବ । ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି, ଯାଜପୁର, ସୋନପୁର, ସମ୍ବଲପୁର, ଭଦ୍ରକ ଏବଂ ବରଗଡ଼ । Weather…

ଆପଣ ସୁନା ଭେଣ୍ଡି ହେଲେ କହିବ କାହାକୁ ? ୮ ଜଣ ପୋଲିସ୍ କର୍ମଚାରୀଙ୍କ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର୍ ପାଖକୁ ପୂର୍ବରୁ…

ବର୍ତ୍ତମାନ ଦେଶର ଚର୍ଚ୍ଚିତ ଖବରରେ କାନପୁର ଏନକାଉଣ୍ଟର ରହିଛି । କିଭଳି ମାଓବାଦୀଙ୍କ ଭଳି ଗ୍ୟାଙ୍ଗଷ୍ଟାର ପୋଲିସ୍ ବିଭାଗର ୮ ଜଣ ପୋଲିସକର୍ମୀ ଦୟନୀୟ ଅବସ୍ଥାରେ ମାରିଛି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ତେବେ ଏ ଭିତରେ ଶନିବାର ଗ୍ୟାଙ୍ଗଷ୍ଟାର୍ ବିକାଶ ଦୁବେର ଜଣେ ସାଥୀ ଦୟାଶଙ୍କର…

ଭୁବନେଶ୍ୱରରେ ଆଜି ଆଉ ୧୯ ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୯, ସ୍ଥାନୀୟ ଅଂଚଳରୁ ୧୦; ଲୋକାଲ…

କନକ ବ୍ୟୁରୋ: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି କରୋନାର ପ୍ରକୋପ । ଆଜି ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୯ ଜଣ ଆକ୍ରାନ୍ତ । ଆଉ ଏମାନଙ୍କ ମଧ୍ୟରେ ୨ କରୋନା ଯୋଦ୍ଧା ରହିଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୯, ଏବଂ ୮…

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ: ଭାରତ-ଚୀନ ଉତ୍ତେଜନା ଭିତରେ ଆଲୋଚନକୁ ନେଇ…

କନକ ବ୍ୟୁରୋ: ଲଦାଖ ସୀମାରେ ଭରତ-ଚୀନ ମଧ୍ୟରେ ଉତେଜନା ବଢୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧାଘଂଟା ଧରି ଆଲୋଚନା ହୋଇଥିଲା । ଆଲୋଚନାର ବିଷୟବସ୍ତୁକୁ ନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ବର୍ତମାନ…